ମୋଦି ଆସିବେନି:୧୮ରେ ପୁରୀରୁ ହାଓଡା ଚାଲିବ  ‘ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଆସିବେ ନାହିଁ । ଭର୍ଚୁଆଡ ମୋଡରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦଘାଟନ କରିବେ । ୧୮ ତାରିଖରେ ପୁରୀରୁ ଏହି ଏକ୍ସପ୍ରେସ୍‌ର ଶୁଭାରମ୍ଭ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ରହିବେ ପୁରୀଠାରେ କେନ୍ଦ୍ର…

ନୂଆମନ୍ତ୍ରୀ କିଏ ହେବ? ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ବର : ନୂଆମନ୍ତ୍ରୀ କିଏ ହେବ?  ତିନି ଜଣ ନୂଆ ମନ୍ତ୍ରୀ ହେବେ । ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ଦୁଇ ମନ୍ତ୍ରୀ ଓ ବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ମନ୍ତ୍ରୀ କିଏ ହେବେ, ତାହାକୁ ନେଇ ବିଜେଡିରେ ଚର୍ଚା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଆଜି ଦିଲ୍ଲୀରୁ ଫେରିବେ । ରାଜ୍ୟପାଳ…

ଆଜି କର୍ଣ୍ଣାଟକ ନିର୍ବାଚନ ଫଳ;କିଏ ଗଢ଼ିବ ସରକାର?

ବେଙ୍ଗାଲୁରୁ: ଦକ୍ଷିଣରେ କାହାର ଉଡିବ ବାନା । କର୍ଣ୍ଣାଟକରେ କାହାର ହେବ ସରକାର । ନିଜ ସରକାର ବଜାୟ ରଖିପାରିବ କି ବିଜେପି? ନା କଂଗ୍ରେସ ସରକାର ଗଠନ କରିବ । ଏସବୁ ପ୍ରଶ୍ନର ଉତ୍ତର ଆଜି ମଧ୍ୟାହ୍ନ ସୁଦ୍ଧା ଜଣାପଡିବ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ କିଏ ମାରିବ ବାଜି ତାହାର  …

ସୂର୍ଯ୍ୟକୁମାରଙ୍କ ଶତକ : ଗୁଜରାଟକୁ ୨୭ ରନରେ ପରାସ୍ତ କଲା ମୁମ୍ବାଇ

ଗୁଜରାଟକୁ ୨୭ ରନରେ ପରାସ୍ତ କରିଛି ମୁମ୍ବାଇ । ଗୁଜରାଟ ଆଗରେ ୨୧୯ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ। ଗୁଜରାଟ ୮ ଉଇକେଟ ହରାଇ ୧୯୧ ରନ କରିଥିଲା । ରସିଦ ଖାନ୍  ଶେଷରେ  ଭଲ ସଟ୍ ମାରିଥିଲେ । ୩୨ ବଲରେ ୭୯ ରନ୍ କରିଥିଲେ ରସିଦ । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ପକ୍ଷରୁ ଦମଦାର ଶତକ…

କଂଗ୍ରେସ ବିଜୟ ହେବ: ଡି.କେ ଶିବକୁମାର

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମର ବିଜୟ ହେବ  । ଏହା କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର । ଆସନ୍ତାକାଲି ଫଳାଫଳ ବାହାରିବ । ସମସ୍ତ ଦଳର ନେତାମାନେ ନିଜ ନିଜ ବିଜୟ ଦାବି କରୁଛନ୍ତି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ…

ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି

ବାରାଣାସୀ:  ଜ୍ଞାନବାପି ମାମଲାରେ ବଡ଼ ରାୟ । ହିନ୍ଦୁ ପକ୍ଷଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ଆହ୍ଲାବାଦ ହାଇକୋର୍ଟ ।  ଆହ୍ଲାବାଦ ହାଇକୋର୍ଟ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କୁ ମସଜିଦ ମଧ୍ୟରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବାକୁ ଅନୁମତି ଦେଇଛନ୍ତି । ଏହା ଦ୍ବାରା…

ବାଚସ୍ପତିଙ୍କ ପରେ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବ ।  ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଦୁଇ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି  । ନୂଆ ମନ୍ତ୍ରୀ କିଏ ହେବ ତାହା ଜଣାପଡିନାହିଁ ।  ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଇସ୍ତଫା ଦେଇଥିଲେ ମଧ୍ୟ କାରଣ କଣ…

ତାସକେଣ୍ଟ ଠାରେ ପଦକ ଜିତିଥିବା ମୁଷ୍ଟିଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାସକେଣ୍ଟ ଠାରେ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ପ୍ରଥମ ଥର ପାଇଁ ପଦକ ଜିତିଥିବା ଦୀପକ ଭୋରିଆ, ହୁସାମୁଦ୍ଦିନ ଓ ନିଶାନ୍ତ ଦେବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ…

ଆସନ୍ତାକାଲି ଝାରସୁଗୁଡ଼ାରେ କିଏ ମାରିବ ବାଜି !

ଝାରସୁଗୁଡା: ଆସନ୍ତାକାଲି କିଏ ମାରିବ ବାଜି । କଂଗ୍ରେସ, ବିଜେପି, ବିଜେଡ଼ ନେତାମାନେ ଜିତିବେ ବୋଲି କହୁଛନ୍ତି । କିନ୍ତୁ କିଏ ଜିତିବ ତାହା  ଭୋଟ ଗଣତି  ପ୍ରକାଶ ପାଇବା ପରେ ଜଣାପଡିବ ।  ଝାରସୁଗୁଡା ଫଳାଫଳ ପାଇଁ ଏବେ ତିନି ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । ସେପଟେ  ରାଜ୍ୟ ମୁଖ୍ୟ…

ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଚର ମୋହନ ଭାଗବତ

 କଟକ: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡକ୍ଚର ମୋହନ ଭାଗବତ ।  ଆଜି ପୂର୍ବାହ୍ନରେ ଓଡ଼ିଶାରେ ଆସି ପହଁଚିଛନ୍ତି  ଡକ୍ଚର ମୋହନ ଭାଗବତ ।   ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା…