୧୮ ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ  ପରୀକ୍ଷା ଫଳ ତାରିଖ ଘୋଷଣା ହୋଇଛି।  ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। କଟକ ବୋର୍ଡ କାର୍ଯ୍ୟାଳୟରେ  ବୋର୍ଡ ସଭାପତି ରମାଶିଷ ହାଜରା ଏହି ସୂଚନା ଦେଇଛନ୍ତି। ଗୁରୁବାର ସକାଳ ୧୦ଟା ବେଳେ ବିଭାଗୀୟ…

ଗୁଜରାଟ ପ୍ଲେ ଅଫ୍‌ରେ : ଶୁବମନଙ୍କ ପ୍ରଥମ ଆଇପିଏଲ୍‌ ଶତକ

ଅହମଦାବାଦ: ଗୁଜରାଟ ପ୍ଲେ ଅଫ୍‌ରେ ପହଁଚିଛି । ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ପ୍ରଥମ ଦଳ ଭାବେ ଚଳିତ ଆଇପିଏଲ୍‌ର ପ୍ଲେ ଅଫ୍‌ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ  ଗିଲଙ୍କ ପ୍ରଥମ ଆଇପିଏଲ୍‌ ଶତକ ବଳରେ ଗୁଜରାଟ ୧୮୮ ରନ୍‌ କରିଥିଲା।…

ଦିଲ୍ଲୀ ଗଲେନି ଶିବକୁମାର, ସିଦ୍ଦରମେୟା ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ପଦ!

ବେଙ୍ଗାଲୁରୁ : କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ୍‌ ନାହିଁ  । ଶିବକୁମାରଙ୍କ ଦିଲ୍ଲୀ ଗସ୍ତ ବାତିଲ ପରେ ଏବେ ଦିଲ୍ଲୀରେ କଣ ନିଷ୍ପତ୍ତି ନିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।  ମୁଖ୍ୟମନ୍ତ୍ରୀ ଆସନରେ କାହାକୁ ବସାଯିବ ସେନେଇ ଦଳ ଏବେ ଅଡ଼ୁଆରେ ପଡ଼ିଯାଇଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ…

ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ

ସଲାମାବାଦ: ପାକିସ୍ତାନରେ ଶାସକ ବିରୋଧୀଙ୍କ ମଧ୍ୟରେ ଚାଲିଛି ଲଢ଼େଇ ।  ଇମ୍ରାନ ଖାନଙ୍କୁ କଠୋର ଦଣ୍ଡ ମିଳୁ  । ଏହା ଚାହୁଁଛନ୍ତି ଶାସକ ଦଳର ନେତା ।  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜାମିନ ପରଠୁ ଶାସକ ଦଳ କୋର୍ଟ ଉପରେ ବର୍ଷୁଛନ୍ତି ।  ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ…

ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି

ଇମ୍ଫାଲ: ମଣିପୁରରେ ପୁଣି ହିଂସା । ହିଂସା କମୁନଥିବାରୁ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ଦିଲ୍ଲୀ ଯାଇ ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ହିଂସାକାରୀଙ୍କୁ ଦମନ କରିବା ପାଇଁ ସ ସେନା ମୂତୟନ ହୋଇଥିଲେ ମଧ୍ୟ ମଣିପୁରରେ ବିଭିନ୍ନ ସ୍ଥାନରେ ସଂଘର୍ଷ ଜାରି ରହିଛି । ଦୁଇ ଗୋଷ୍ଠୀ ମଧ୍ୟରେ…

ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ନୂଆଦିଲ୍ଲୀ: ତାମିଲନାଡ଼ୁ ବିଷାକ୍ତ ମଦମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି । ଭିଲ୍ଲୁପୁରମ,ଚେଙ୍ଗଲପଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୪ ଜଣଙ୍କ ମୃତ୍ୟୁ ହୋଇଛି ।ଭିଲ୍ଲୁପୁରମରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚେଙ୍ଗଲପଟ୍ଟୁରେ ୫ ଜଣଙ୍କ ମୃତ୍ୟୁ ହୋଇଛି।  ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ…

ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର:  ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀ ବୈଠକ ଅବସରରେ ‘ସଷ୍ଟେନ : ଦ କ୍ରାଫ୍ଟ ଇଡିଅମ୍’ ଶୀର୍ଷକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଭୁବନେଶ୍ବରସ୍ଥିତ କଳା ଭୂମି ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀର ଉଦଘାଟନୀ ସମାରୋହରେ କେନ୍ଦ୍ର ସଂସ୍କୃତି,…

ଜଳୁଛି ଅଧା ଓଡ଼ିଶା

ଭୁବନେଶ୍ୱର:ଜଳୁଛି ଅଧା ଓଡ଼ିଶା । ତାତିରେ ସିଜୁଛନ୍ତି ଲୋକେ । ହୁତୁ ହୁତୁ ହୋଇ  ରାଜ୍ୟରେ ପୁଣି ବଢ଼ିଲା ତାପମାତ୍ରା । ୧୬ ସହରର ତାପାମାତ୍ରା ୪୧ ଡିଗ୍ରୀ ଉପରେ ଥିବାରୁ ଲୋକେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି । ୪୪. ୪ ଡିଗ୍ରୀ ସହ ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ସହର , ୪୪ ଡିଗ୍ରୀ ସହ…

ଟିଏମସି ସହ ପଶ୍ଚିମବଂଗରେ ନଲଢ଼ିଲେ କଂଗ୍ରେସକୁ ଅନ୍ୟରାଜ୍ୟରେ ସମର୍ଥନ ଦିଆଯିବ: ମମତା

କୋଲକାତା: କଂଗ୍ରେସକୁ ଟାର୍ଗେଟ କରୁଥିବା ମମତା ଏବେ ପ୍ରଶଂସା କରୁଛନ୍ତି । କାରଣ ହେଉଛି କର୍ଣ୍ଣାଟକ ନିର୍ବାଚନ ଫଳ ।  କଂଗ୍ରେସ ପ୍ରତି ବଦଳିଛି ମମତା ବାନାର୍ଜୀଙ୍କ ରଣନୀତି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି ଆଗୁଆ କହିଛନ୍ତି । ମମତା କହିଛନ୍ତି ଯେଉଁ ସବୁ…

ପରାଜୟର ସମୀକ୍ଷା କରିବ କଂଗ୍ରେସ

ଝାରସୁଗୁଡ଼ା:  ବିଧାନସଭା ଉପନିର୍ବାଚନରେ ହାରିଲା କଂଗ୍ରେସ । ଖାଲି ହାରିଲା ନାହିଁ ଅମାନତ ହରାଇଲା । ଦିନେ ଏହି ଆସନ କଂଗ୍ରେସର ଗଡ଼ ଥିଲା । ଆଜି କିନ୍ତୁ ଭୋଟ ନାହିଁ । ହାତଗଣତି କିଛି ଭୋଟ ପାଉଛି  କଂଗ୍ରେସ  । ଏଥର ତରୁଣ ପାଣ୍ଡେଙ୍କୁ ମିଳିଲା ମାତ୍ର ୪,୪୭୩ ଖଣ୍ଡ ଭୋଟ। ନେତାମାନେ ଏହାକୁ…