ଏବେ କିଣିପାରିବେ ଶସ୍ତାରେ ଟିଭି: ଶସ୍ତା ହେବ ଟିଭି ଦେଖା

ଦେଶରେ ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏହା କିପରି ଶସ୍ତା ହେବ ସେ ନେଇ ଆଲୋଚନା ଚାଲିଥିଲା । ଏବେ ଲାଇସେନ୍ସ ଶୁଳ୍କ ଆଉ ସରକାର ନେବେ ନାହିଁ । ଯାହା ଫଳରେ ଟିଭି ଦେଖିବା ପାଇଁ ଦିଆଯାଉଥିବା ଟଙ୍କା କମ ଦେବାକୁ ପଡିବ ।  କେବୁଲ ବିଲ୍ ପୈଠ କରିବାକୁ…

ଆଜିର ରାଶିଫଳ

ମେଷ: କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଆପଣ ପ୍ରସ୍ତୁତ କରିଥିବା ଯୋଜନା ଫଳପ୍ରଦ ହେବ। ଭଲ ଉପାର୍ଜନ କରିବାରେ ସଫଳ ହେବେ। ବୃଷ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ। ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲାଭ ମିଳୁଛି ସମସ୍ତଙ୍କୁ

ଭୁବନେଶ୍ବର: ଚିକିତ୍ସା ଜନିତ ଆର୍ଥିକ ଖର୍ଚ୍ଚ ସଞ୍ଚୟ କରି ରାଜ୍ୟବାସୀଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରୁଛି ବିଜୁ ସ୍ବାସ୍ତ୍ୟ କଲ୍ୟାଣ ଯୋଜନା। ଏହି ଯୋଜନାରେ ଖୋର୍ଦ୍ଧାର ନିରଞ୍ଜନ ବେହେରା ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ଭୁବନେଶ୍ଵର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବିନାଖର୍ଚ୍ଚରେ କରାଇ…

ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ସେଫ୍‌ ବିକାଶ ଖାନ୍ନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ସହ ଆଲୋଚନା କଲେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସେଫ୍‌ ତଥା ଉଦ୍ୟୋଗୀ ବିକାଶ ଖାନ୍ନା । ନିକଟରେ ବିକାଶ ଖାନ୍ନା ସ୍ବାଧୀନତା ଦିବସ ପାଳନ ଅବସରରେ ନ୍ୟୁୟର୍କ ସହରର ଟାଇମ୍‌ସ ସ୍କୋୟାର ଠାରେ ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ରର ଏକ ପ୍ରତିରୂପ…

ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ, ଆଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା

ଘୋଷଣା ହୋଇଛି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ପୁଷ୍ପା ଫିଲ୍ମ ପାଇଁ ଆଲ୍ଲୁ ଅର୍ଜୁନ ଶ୍ରେଷ୍ଠ କଳାକାର ହୋଇଥିବାବେଳେ ଗଙ୍ଗୁବାଇ କାଠିଆଓ୍ବାଡ଼ା ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀଭାବେ ଘୋଷିତ ହୋଇଛନ୍ତି । ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରତୀକ୍ଷା ଜାତୀୟ ଚଳଚ୍ଚିତ୍ର…

ଫିଡେ ବିଶ୍ବକପ୍‌ ଫାଇନାଲ୍‌ରେ ଟ୍ରାଇ- ବ୍ରେକ୍ ରେ ପ୍ରଜ୍ଞାନନ୍ଦଙ୍କୁ ପରାସ୍ତ କଲେ କାର୍ଲସନ୍

ବିଶ୍ୱର ନମ୍ବର ୱାନ ଚେସ ଖେଳାଳି ମାଗ୍ନସ କାର୍ଲସେନଙ୍କୁ ଫିଡେ ବିଶ୍ୱକପ୍‌ ଚେସ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ କଡ଼ା ଟକ୍କର ଦେଇ ହାରି ଯାଇଛନ୍ତି ଭାରତର ଆର ପ୍ରଜ୍ଞାନନ୍ଦ।  କାର୍ଲସନ ଟ୍ରାଏ ବ୍ରେକ୍‌ରେ ୧୮ ବର୍ଷୀୟ ପ୍ରଜ୍ଞାନନ୍ଦଙ୍କୁ ହରାଇ ଦେଇଛନ୍ତି। ପ୍ରଜ୍ଞାନନ୍ଦ ମ୍ୟାଚ୍‌ ହାରି…

ରାଜଧାନୀରେ ଡେଙ୍ଗୁ ଥମିବା ନାଁ ଧରୁନି

ଭୁବନେଶ୍ବର: ରାଜଧାନୀରେ ଏବେ ଡେଙ୍ଗୁ ଭୟ । ଜୀବନ ନେଉଛି ଡେଙ୍ଗୁ । ଡେଙ୍ଗୁ ଥମିବା ନାଁ ଧରୁନି। କ୍ରମାଗତ ଭାବରେ ବଢ଼ି ବଢ଼ି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି।  ୧୩୧୪ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା…

ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ

ବନେଶ୍ୱର: ଓଡ଼ିଶାର ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ଅଛନ୍ତି। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଏବେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି |ଚିକିତ୍ସା…

୫-ଟି ସଚିବଙ୍କ ଜଟଣୀ ଓ ଜୟଦେବ ଗସ୍ତ

ଖୋର୍ଧା:   ୫-ଟି ସଚିବ ଭି କେ ପାଣ୍ଡିଆନ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।  ଖୁଦୁପୁର ଖେଳପଡ଼ିଆରେ  ଏବଂ ବାଲିଅନ୍ତା ଭିଙ୍ଗାରପୁର ବକ୍ରେଶ୍ବର ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ଅଭିଯୋଗ ପତ୍ର ଗ୍ରହଣ…

ରୋଭର୍‌ ‘ପ୍ରଜ୍ଞା’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଛି

ଭାରତରେ ନିର୍ମିତ ‘ଚନ୍ଦ୍ରଯାନ-୩’ର ରୋଭର୍‌  ପ୍ରଜ୍ଞା ଏବେ ଲ୍ୟାଣ୍ଡର୍‌ରୁ ଗଡ଼ି ଗଡ଼ି ବାହାରକୁ ଯିବା ପରେ ଚାଲୁଛି। ଯାହାକୁ ନେଇ ଚାରିଆଡେ ଚର୍ଚା ଚାଲିଛି  । ଗତକାଲି ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ  ଚନ୍ଦ୍ରପୃଷ୍ଠରେ ନିଜର କାମ ଆରମ୍ଭ କରିଛି ରୋଭର ପ୍ରଜ୍ଞା । ଗତ ସନ୍ଧ୍ୟାରେ…