ଦେଶରେ ଟିଭି ଦେଖିବା ଅଧିକ ମହଙ୍ଗା ହୋଇଛି ବୋଲି ବାରମ୍ବାର ଅଭିଯୋଗ ହେବା ପରେ ଏହା କିପରି ଶସ୍ତା ହେବ ସେ ନେଇ ଆଲୋଚନା ଚାଲିଥିଲା । ଏବେ ଲାଇସେନ୍ସ ଶୁଳ୍କ ଆଉ ସରକାର ନେବେ ନାହିଁ । ଯାହା ଫଳରେ ଟିଭି ଦେଖିବା ପାଇଁ ଦିଆଯାଉଥିବା ଟଙ୍କା କମ ଦେବାକୁ ପଡିବ । କେବୁଲ ବିଲ୍ ପୈଠ କରିବାକୁ ଲୋକଙ୍କୁ ପ୍ରତିମାସରେ ବହୁ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି। ଏପରି ପରିସ୍ଥିତିରେ ସ୍ୱଳ୍ପ ଆୟ କରୁଥିବା ଅନେକ ଲୋକ ସେମାନଙ୍କର କେବୁଲ୍ ସଂଯୋଗ ବିଚ୍ଛିନ୍ନ କରିଦେଉଛନ୍ତି । ଏବେ ବହୁତ କମ୍ ଟଙ୍କା ଦେଇ ସେମାନଙ୍କର ଡିଟିଏଚ୍ ଏବଂ କେବୁଲ୍ ଟିଭି ରିଚାର୍ଜ କରିପାରିବେ। କାରଣ, ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଆଗାମୀ ଦିନରେ ଡିଟିଏଚ୍ ଲାଇସେନ୍ସ ଶୁଳ୍କ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି। ଏଭଳି ପରିସ୍ଥିତିରେ କୁହାଯାଉଛି ଯେ ଯଦି କେନ୍ଦ୍ର ସରକାର ଟ୍ରାଇର ସୁପାରିଶକୁ ଅନୁମୋଦନ କରନ୍ତି, ତେବେ ଦେଶରେ କେବୁଲ ବିଲ୍ ବହୁତ ଶସ୍ତା ହୋଇଯିବ।
Trending
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
Prev Post