ଆଜିର ରାଶିଫଳ
ମେଷ
ଆଜି ପାପଯୁକ୍ତ ଚନ୍ଦ୍ର ହେତୁ ବିଷାଦିତ ରହିପାରନ୍ତି। ତରବରିଆ କାମ କିମ୍ବା ସତର୍କତା ଅଭାବରୁ ଧନହାନିର ସୂଚନା ରହିଛି। ଶତ୍ରୁତା ହେତୁ କର୍ମକ୍ଷେତ୍ରରେ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ବ୍ୟବସାୟ କ୍ଷେତ୍ର, କଳା, ସାହିତ୍ୟ, ପ୍ରଶାସନିକ କ୍ଷେତ୍ର, ଗବେଷଣା ଓ ଅନୁସନ୍ଧାନାଦି…
Trending