ଦେଶଦ୍ରୋହ ଆଇନକୁ ବଡ଼ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ଦେଶଦ୍ରୋହ ଆଇନ କୁ ଚ୍ୟାଲେଞ୍ଜ କରି କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟ ପାଞ୍ଚଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତର କରିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତିନିଜଣିଆ ବେଞ୍ଚ କହିଲେ ଯେ, କେଦାରନାଥ ସିଂହ ବନାମ ବିହାର ରାଜ୍ୟ ମାମଲାରେ ୧୯୬୨ରେ…