ମହିଳା ସଂରକ୍ଷଣ ବିଲକୁ କଂଗ୍ରେସର ସମର୍ଥନ

ମହିଳା ସଂରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ କଂଗ୍ରେସ ମତ ରଖିଛି ।  ଲୋକସଭାରେ ବିତର୍କ ଜାରି ରହିଥିବା ବେଳେ ଏହି ସମୟରେ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖି କହିଛନ୍ତି, କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି…

ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ଦିନିକିଆ

ବିଶ୍ବକପ୍ ପୂର୍ବରୁ ଭାରତ ଖେଳିବ ଶେଷ ଦିନିକିଆ ସିରିଜ୍ ।  ଆସନ୍ତା ୨୨ ତାରିଖରେ ପ୍ରଥମ ମ୍ୟାଚରେ ଦଳ ମୋହାଲିରେ ଅଷ୍ଟ୍ରେଲିଆର ସାମ୍ନା କରିବ। ସେହିପରି ୨୪ ତାରିଖରେ ଇନ୍ଦୋର ଓ ୨୭ରେ ଶେଷ ଦିନିକିଆ ରାଜକୋଟରେ ଖେଳାଯିବ । ବିଶ୍ୱକପକୁ ଦୃଷ୍ଟିରେ ରଖି ଏହି ତିନିଟି ମ୍ୟାଚ୍ ଉଭୟ ଦଳ ପାଇଁ…

ଚୀନ୍‌ ବୈଦେଶିକ ମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି କ୍ବିନ୍‌ ଗାଙ୍ଗ୍‌!

ଜୁଲାଇ ମାସରୁ ଚୀନ୍‌ର ବୈଦେଶିକ ମନ୍ତ୍ରୀ ସାଧାରଣରେ ଦେଖାଯାଉନଥିଲେ । ତେବେ ଏହାର କାରଣ ଏବେ ଜଣାପଡିଛି । ଆମେରିକାରେ ତାଙ୍କର ପ୍ରେମ ସଂପର୍କକୁ ନେଇ ତାଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି କିଛି ଖବର ପ୍ରକାଶ ପାଇଛି । ପଦରୁ ବହିଷ୍କୃତ ହୋଇଥିବା କ୍ବିନ୍‌ ଗାଙ୍ଗ୍‌ ଆମେରିକାରେ…

ଭାରତ-କାନାଡା ବାଣିଜ୍ୟ ସମ୍ପର୍କରେ ତିକ୍ତତା

ଖଲିସ୍ତାନୀ ବିଚ୍ଛିନ୍ନବାଦୀ ନେତାଙ୍କ ହତ୍ୟାକୁ ନେଇ ଭାରତ-କାନାଡା ବ୍ୟବସାୟରେ ପ୍ରଭାବ ପଡ଼ିବ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଖଲିସ୍ତାନକୁ ସମର୍ଥନ କରି କହିବା ପରେ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା‌ ସୃଷ୍ଟି ହୋଇଛି। ଦୁଇ ଦେଶ ମଧ୍ୟରେ ଯଦି ଉତ୍ତେଜନା ଆଗକୁ ବଢ଼ିବ ଓ…