ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ନୂଆ ଘର ନିର୍ମାଣ ତଦନ୍ତ ଆରମ୍ଭ କଲା ସିବିଆଇ

ଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନିର୍ମାଣରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବ ସିବିଆଇ ।  ଦିଲ୍ଲୀ ସରକାରଙ୍କ ଜଣେ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ ଦାୟର କରାଯାଇଛି। ଯଦି ତଦନ୍ତରୁ ପର୍ଯ୍ୟାପ୍ତ ତଥ୍ୟ ସାମ୍ନାକୁ ଆସେ ତେବେ ଜାତୀୟ…

ରେଳ ଫାଟକ ଭାଙ୍ଗି ଟ୍ରାକରେ ଚଢ଼ିଗଲା କଣ୍ଟେନର

ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାମ୍ପଦା ଛକରେ  ଫାଟକ ଭାଙ୍ଗି କଣ୍ଟେନରଟି ଟ୍ରାକ୍‌କୁ ଚଢିଯିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। କର୍ଣ୍ଣାଟକ ନମ୍ବର ଥିବା କଣ୍ଟେନରରେ ନୂଆ କାର୍‌ ଲୋଡ୍ କରିଆସୁଥିଲା।  ବାଲେଶ୍ବର ଷୋହଳ ନମ୍ବର ଜାତୀୟରାଜପଥ ବାମପଦା ଛକରେ…

ଖଲିସ୍ତାନୀ ଆତଙ୍କବାଦୀଙ୍କ ଘରେ, ୭ ରାଜ୍ୟର ୫୩ ଜାଗାରେ ଏନଆଇଏ ରେଡ୍‌

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ଏବଂ ତାଙ୍କ ସମର୍ଥକଙ୍କ ଘରେ ରେଡ ହୋଇଛି । କାନାଡାରେ ରହୁଥିବା ଖଲିସ୍ତାନୀ ଗୁରୁପନ୍ତ ପନ୍ନୁର  ଧମକ ପରେ ରେଡକୁ ଜୋରଦାର କରାଯାଇଛି ।  ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟାର-ଡ୍ରଗ ତସ୍କରି ଧ୍ୱସ୍ତ କରିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ଦେଶର…

ବିଧାୟକ ପ୍ରତାପ ଜେନାଙ୍କୁ ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ସାଲେପୁର  : ବିଜେଡି ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୬ରେ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ । ସାଲେପୁର ଜେଏମଏଫସି କୋର୍ଟ ଦେଲେ ନିର୍ଦ୍ଦେଶ । ଖସିଯାଉଥିଲେ, ଆଇନ ଜାଲରେ ଫସିଗଲେ । ବନ୍ଧା ହୋଇପାରନ୍ତି ପାୱାରଫୁଲ୍ ବିଜେଡି ବିଧାୟକ ପ୍ରତାପ ଜେନା । ସେପଟେ ଥାନାରେ…