ଭାରତ ବିଶ୍ବକପ୍ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି
‘ଆଇସିସି କ୍ରିକେଟ୍ ବିଶ୍ବକପ୍’ରେ ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ‘ଆଷ୍ଟ୍ରୋଟକ୍’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ପ୍ରତିଷ୍ଠାନର ‘ସିଇଓ’ ପୁନୀତ ଗୁପ୍ତା କହିଛନ୍ତି। ୨୦୧୧ରେ ଭାରତର ବିଶ୍ବକପ୍ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି…