Trending
- ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ
- ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ
- ଚଳଚଞ୍ଚଳ ରଥଖଳା,ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ
- ଚୁପଚାପ ଏକ୍ସ ବାୟୋ ବଦଳାଇଲେ ମମତା
- ବାଲିଅନ୍ତା ଭିଡ଼ ହତ୍ୟା , ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି
- ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍,ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ
- ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
- CDS ଭାବେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ ରାଜା ସୁବ୍ରମଣି
- ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ,କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା
- ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା,ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ
ଉଦ୍ଧାର ହେଉ ନାହାନ୍ତି ଶ୍ରମିକ
ନଅ ଦିନ ହେଲାଣି ଉତ୍ତରକାଶୀରେ ଟନେଲ୍ ତଳେ ଫସି ରହିଛନ୍ତି ୪୧ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଚାଲିଛି । କେମିତି ଅଛନ୍ତି ଓ ସେମାନଙ୍କର ସୁରକ୍ଷାକୁ ନେଇ ଅନିଶ୍ଚିତତା ବଢ଼ିବାରେ ଲାଗିଛି ।ଉଦ୍ଧାର ପାଇଁ ଆହୁରି ୩-୪ ଦିନ ଲାଗିପାରେ । ପାହାଡ଼ ଉପରୁ ଏକ ଭର୍ଟିକାଲ ହୋଲ୍…
ଷ୍ଟିଲ୍ ପ୍ଲାଣ୍ଟରେ ବାହାରିଲା ନିଯୁକ୍ତି
୧୦ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶାର
୨୧ରୁ ଶୀତ ଅଧିବେଶନ
ଭୁବନେଶ୍ବର: ଆସନ୍ତା ୨୧ ତାରିଖରୁ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଉପବାଚସ୍ପତି…
ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତ
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ (ନଭେମ୍ବର ୨୦ ତାରିଖ) ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ତିନିଦିନିଆ ଗସ୍ତ କାଳରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଗସ୍ତକାଳରେ ବାରିପଦା, ରାଇରଂଗପୁର, ପାହାଡ଼ପୁର,…
ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତା
ଫାଇନାଲରେ ହାରିବାର ମୁଖ୍ୟ କାରଣ ଭାବେ ବ୍ୟାଟିଂ ବିଫଳତାକୁ ଦେଖାଯାଉଛି । କାରଣ ଟୁର୍ଣ୍ଣାମେଣ୍ଟ ସାରା ବଡ଼ ବଡ଼ ସ୍କୋର ଛିଡ଼ା କରିଥିବା ଟିମ ଇଣ୍ଡିଆ ଫାଇନାଲରେ ଏକ ବଡ଼ ସ୍କୋର ଛିଡ଼ା କରିପାରିଲା ନାହିଁ । ଅଧିନାୟକ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କିନ୍ତୁ ୩ଟି ଓ୍ବିକେଟର…
ଭାରତକୁ ହରାଇ ଷଷ୍ଠ ଥର ପାଇଁ ବିଶ୍ୱକପ ଚାମ୍ପିଅନ ହେଲା ଅଷ୍ଟ୍ରେଲିଆ
ଅହମଦାବାଦ୍: ଭାରତକୁ ହରାଇ ବିଶ୍ୱକପ-୨୦୨୩ ଚାମ୍ପିଅନ ହୋଇଛି ଅଷ୍ଟ୍ରେଲିଆ। ଏଥିସହ ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ୱକପ ଟାଇଟଲ ଜିତିଛି। ଆଜିର ଫାଇନାଲ ମ୍ୟାଚ ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲ। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ ବୋଲିଂ…
ପ୍ରବଳ ବର୍ଷା
ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ।ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବା ସହ ୧୭ ଓ ୧୮ ତାରଖରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଏହି ଲଘୁଚାପ ପ୍ରଭାବରେ…
FD ବ୍ୟାଙ୍କର ବଡ଼ ଘୋଷଣା
ସାଧାରଣ ଭାବେ ଲୋକମାନେ ଷ୍ଟକ ମାର୍କେଟ, ମ୍ୟୁଚୁଆଲ ଫଣ୍ଡ, ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ଓ ରିକରିଂ ଡିପୋଜିଟ, ପୋଷ୍ଟାଲ ଏଫଡି, ଭାରତୀୟ ଜୀବନ ବୀମା (ଏଲଆଇସି) ଆଦି ବିଭିନ୍ନ ସ୍କିମରେ ନିବେଶ କରିଥାନ୍ତି ।ତେବେ ଅନେକ ଲୋକ ଏଫଡିକୁ ନିବେଶର ଏକ ବଢ଼ିଆ ବିକଳ୍ପ ଭାବେ ଗ୍ରହଣ କରିଥାନ୍ତି । ତେବେ…