ବ୍ୟାୟାମ କରିବାକୁ ମିଳୁନାହିଁ ସମୟ

ବ୍ୟସ୍ତବହୁଳ ଜୀବନରେ ସମସ୍ତେ କାର୍ୟ୍ୟର ଚାପରେ ଘେରି ରହିଛନ୍ତି । ତେବେ ଏଭଳି ପରିସ୍ଥିତିରେ ନିଜ ପାଇଁ ସମୟ ବାହର କରିବା କଷ୍ଟସାଧ୍ୟ ହୋଇପଡିଛି। ଏହି ଚାପ ଏବଂ ଟେନସନ ଯୋଗୁଁ ଲୋକେ ଅନେକ ସମୟରେ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ତେଣୁ ଏପରି ସ୍ଥଳେ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ…

‘ଭାରତ ମାଆ କିଏ’? 

ରାଜସ୍ଥାନରେ ଏକ ରାଲିରେ ରାହୁଲ ଗାନ୍ଧୀଙ୍କ କୌତୁହଳପୂର୍ଣ୍ଣ ପ୍ରଶ୍ନକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି ଯେ “ଭାରତ ମାଆ କିଏ?” ବର୍ତ୍ତମାନ ଏହା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ସେ ଭାଷଣ ଦେବାର କିଛି ସମୟ ମଧ୍ୟରେ ଏହି ଭିଡିଓଟି…

୨୪୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ

ଅହମ୍ମଦାବାଦ:ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ଆଗରେ ୨୪୧ ରନର ଟାର୍ଗେଟ ରଖିଲା ଭାରତ । ପ୍ରଥମେ ବ୍ୟାଟିଂ କରି ସମସ୍ତ ଓ୍ବିକେଟ ହରାଇ ୨୪୦ ରନ କରିଛି ଟିମ୍ ଇଣ୍ଡିଆ । କ୍ରିକେଟ ଫାଇନାଲରେ ଭାରତର କମ୍ ରନ୍ ସ୍କୋର । ଯାହା ଆଶା କରାଯାଉଥିଲା ତାହା କରିପାରିନାହାନ୍ତି ଭାରତୀୟ ବ୍ୟାଟର । ଫାଇନାଲ…

ୟୁଜରଙ୍କ ପାଇଁ ଚେତାବନୀ

ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) UPI ୟୁଜର୍ସଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି । ସରକାର କହିଛନ୍ତି ଯେ ଗୋଟିଏ ସାମାନ୍ୟ ଅବହେଳା କାରଣରୁ ଆପଣଙ୍କର UPI ଆକାଉଣ୍ଟ ଏବଂ UPI ID ବନ୍ଦ ହୋଇପାରେ ।NPCIର ଗାଇଡଲାଇନ କଣ ଅଛି ? NPCI ନିଜର ନୂଆ ଗାଇଡଲାଇନରେ କହିଛି…

ବିଶ୍ବକପ୍‌ ଫାଇନାଲ: ଭାରତର ବ୍ୟାଟିଂ ଜାରି

ଅହମଦାବାଦ୍‌:  ବିଶ୍ୱକପ-୨୦୨୩ ଫାଇନାଲ ମ୍ୟାଚରେ ରବିବାର ଭାରତକୁ କ୍ରମାଗତ ଝଟକା ଲାଗିଛି। ଟିମ୍‌ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ। ଗିଲ୍‌…

ଭାରତ ବିଶ୍ବକପ୍‌ ଜିତିଲେ ୧୦୦ କୋଟି ଟଙ୍କା ବାଣ୍ଟିବି

‘ଆଇସିସି କ୍ରିକେଟ୍‌ ବିଶ୍ବକପ୍‌’ରେ ଯଦି ଭାରତ ଅଷ୍ଟ୍ରେଲିଆ ଉପରେ ବିଜୟ ହାସଲ କରେ ତେବେ ‘ଆଷ୍ଟ୍ରୋଟକ୍‌’ ବ୍ୟବହାରକାରୀଙ୍କ ମଧ୍ୟରେ ୧୦୦ କୋଟି ଟଙ୍କା ବଣ୍ଟନ କରିବେ ବୋଲି ପ୍ରତିଷ୍ଠାନର ‘ସିଇଓ’ ପୁନୀତ ଗୁପ୍ତା କହିଛନ୍ତି। ୨୦୧୧ରେ ଭାରତର ବିଶ୍ବକପ୍‌ ବିଜୟ ସଂକ୍ରାନ୍ତରେ ଉଲ୍ଲେଖ କରି…

ଆର.ମାଧବନଙ୍କ ସହ ଅଭିନୟ କରିବେ କଙ୍ଗନା

କଙ୍ଗନା ଆର. ମାଧବନଙ୍କ ସହ ଅଭିନୟ କରିବେ | ଉଭୟ ୮ ବର୍ଷ ପରେ ପୁଣି ଏକାଠି ଅଭିନୟ କରିବେ |ତେଜସ ପରେ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ କାମ ମଧ୍ୟ ଆରମ୍ଭ କରିଛନ୍ତି। ଶନିବାର ଦିନ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି | କଙ୍ଗନା ସୁଟିଂ ସମୟର ଏକ ଫଟୋ ପୋଷ୍ଟ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆଜି ଓଡ଼ିଶା ଦିବସ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଛି ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା । ଏହି ଅବସରରେ ଆଜି ଅନୁଷ୍ଠିତ ହେବ ଓଡ଼ିଶା ଦିବସ । ଚଳିତବର୍ଷ ଭାରତ ଅନ୍ତର୍ଜାତୀୟ ମେଳାର ଥିମ୍ ରହିଛି ବସୁଧୈବ କୁଟୁମ୍ବକମ୍ । ଏହାର ମୁଖ୍ୟ ଆକର୍ଷଣ ରହିଛି ପାଭିଲିୟନର ବାହାରେ ତିଆରି କରାଯାଇଥିବା…