ଆଜି ଅସଲ ଛାଡ଼ଖାଇ

ଆଜି କୋଟି କୋଟି ଟଙ୍କାର ଆମିଷ କାରବାର ହେବ ବୋଲି ଆକଳନ କରାଯାଇଛି। ବୁଧବାର ଭୋରୁ ଲୋକେ ବିଭିନ୍ନ ଅଞ୍ଚଳରେ ଆମିଷ ମାର୍କେଟରେ ଭିଡ଼ ଜମାଇଲେଣି। ରାଜଧାନୀରେ ଆଜି ଅଧିକ ଚାହିଦା ଥିବାରୁ ଆମିଷ ଦର ବି ଟିକେ ଉଚ୍ଚା ରହିଛି। ୟୁନିଟ୍-୪ ମାର୍କେଟରେ ଆଜି ମଟନ୍ ଦର କିଲୋ ପ୍ରତି ୯୦୦ ଟଙ୍କା…

ଶ୍ରମିକ ଫସିବା ଘଟଣା : ୧୭ ଦିନର ଉଦ୍ଧାର ଅଭିଯାନ

୧୭ ଦିନର ଉଦ୍ଧାର ଅଭିଯାନ ପରେ ଆଜି ଟନେଲ୍ ଉଦ୍ଧାର କାର୍ଯ୍ୟରେ ରାଟ୍‌ହୋଲ୍ ମାଇନିଂ କୌଶଳ ମଧ୍ୟ ବ୍ୟବହାର କରାଯାଇ ସୁଡ଼ଙ୍ଗ ଭିତରକୁ ପାଇପ୍ ଭର୍ତ୍ତି କରାଗଲା ପରେ ସବୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ରାଟ୍‌ହୋଲ୍ ମାଇନିଂ କୌଶଳରେ ଭୁଶୁଡ଼ି ପଡ଼ିଥିବା ପଥର, ମାଟି ଓ କଂକ୍ରିଟକୁ ହାତରେ ସଫା…

ଗାଇକ୍ବାଡଙ୍କ ଶତକ, ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ଲକ୍ଷ୍ୟ

ଗୁଆହାଟୀ : ଗୁଆହାଟୀଠାରେ ଖେଳାଯାଉଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟି-୨୦ରେ ଋତୁରାଜ ଗାଇକ୍ବାଡଙ୍କ ବିସ୍ଫୋରକ ଶତକ ବଳରେ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ ।ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ  ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରିଥିବା…

ଉତ୍ତରକାଶୀ ସୁଡ଼ଙ୍ଗ ଭିତରୁ ବାହାରିଲେ ଶ୍ରମିକ

ଉତ୍ତରାଖଣ୍ଡ ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରୁ ୫ ଜଣ ଓଡ଼ିଆ ଶ୍ରମିକଙ୍କ ସମେତ ୪୧ ଜଣ ଉଦ୍ଧାର ହୋଇଛନ୍ତି। ଦୁର୍ଗମ ଅଞ୍ଚଳର ପାହାଡ଼ର ଛାତି ଚିରି ସୁଡ଼ଙ୍ଗ ଭିତରୁ ଏନ୍‌ଡିଆରଏଫ, ଏସ୍‌ଡିଆରଏଫ୍‌, ସେନାର କର୍ମଚାରୀମାନେ ଗତ ୧୨ ତାରିଖ ଠାରୁ ଏହି ସୁଡ଼ଙ୍ଗ ଭିତରେ ଫସିରହିଥିବା ଶ୍ରମିକମାନଙ୍କୁ…

୧୭ଦିନ ପରେ ବାହାରକୁ ଆସିବେ ୪୧ ଶ୍ରମିକ

ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି। ଶ୍ରମିକମାନେ ଗତ ୧୭ଦିନ ଧରି ଏଠାରେ ଫସି ରହିଥିଲେ।  ୧୭ଦିନ ଉଦ୍ଧାର କାର୍ଯ୍ୟ ଚାଲିବା ସହ ବିଭିନ୍ନ ପ୍ରକାରର ମସିନର ବ୍ୟବହାର ପରେ ଆଜି…