ପୁଣିଥରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ପାଇଲେ ରାହୁଲ ଦ୍ରାବିଡ

୨୦୨୩ ବିଶ୍ୱକପ୍‌ରେ ପରାଜୟ ପରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପରିବର୍ତ୍ତନ ହେବ କି ନାହିଁ ପ୍ରଶ୍ନର ଉତ୍ତର ଦେଇଛି ବିସିସିଆଇ । ବୁଧବାର ଏକ ବଡ ଘୋଷଣା କରି ବିସିସିଆଇ ରାହୁଲ ଦ୍ରାବିଡଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ରଖିଛି ।  ବିଶ୍ୱକପ ଫାଇନାଲ ପରେ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଶେଷ…

ଓଡ଼ିଶା ଫେରିବେ ଟନେଲରୁ ଉଦ୍ଧାର ଶ୍ରମିକ

ଉତ୍ତରାଖଣ୍ଡ: ଉତ୍ତରକାଶୀର ଟନେଲରେ ଫସିଥିବା ଓଡ଼ଆ ଶ୍ରମିକମାନେ ଖୁବଶୀଘ୍ର ଘରକୁ ଫେରିବେ । ଉତ୍ତରକାଶୀରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ସେ କହିଛନ୍ତି କି, ଓଡ଼ିଶାର ଫସିଥିବା ୫ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମରୁ ତତ୍ପରତା ପ୍ରକାଶ କରିଥିଲେ…

Redmi ଆଣୁଛି ଷ୍ଟାଇଲିସ୍‌ ସ୍ମାର୍ଟଫୋନ

ଡିସେମ୍ବର ମାସର ପ୍ରଥମ ସପ୍ତାହରେ କମ୍ପାନୀ ଅଫିସିଆଲ ଭାବେ Redmi 13C ଲଞ୍ଚ କରିବାକୁ ଯାଉଛି । ଏହି ଫୋନକୁ ବିଶ୍ୱର ବିଭିନ୍ନ ବଜାରରେ ଲଞ୍ଚ କରାଯିବ । ବର୍ତ୍ତମାନ କମ୍ପାନୀ ଏହାର ଲଞ୍ଚ ଡେଟ ଘୋଷଣା କରିଛି । ସୂଚନା ଥାଉ କି ଏହି ଫୋନ୍ ଭାରତରେ ୬ ଡିସେମ୍ବରରେ ଲଞ୍ଚ ହେବ । କିନ୍ତୁ କେଉଁ…

ରେଲୱେ ଖାଦ୍ୟ ଖାଇବା ପରେ ୮୦ ଲୋକ ଅସୁସ୍ଥ

ରେଳବାଇ ଦ୍ୱାରା ଦିଆଯାଇଥିବା ଖାଦ୍ୟ ଖାଇବା ପରେ ପ୍ରାୟ ୮୦ ଜଣ ଲୋକ ଫୁଡ ପଏଜନିଙ୍ଗ୍‌ର ଶିକାର ହୋଇଥିଲେ । ଏହା ପରେ ସେହି ଟ୍ରେନ୍‌ର ସମସ୍ତ ଯାତ୍ରୀଙ୍କୁ ପୁଣେର ସୁସୁନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବିଳମ୍ବିତ ରାତିରେ ଟ୍ରେନ୍‌ ପୁଣେ ରେଳ ଷ୍ଟେସନରେ ପହଞ୍ଚିବା ପରେ ସମସ୍ତ ଅସୁସ୍ଥ…