ଚର୍ଚ୍ଚାରେ ତମନ୍ନା

ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ପାଇଁ ମଧ୍ୟ ଲୋକପ୍ରିୟ। ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାନ ହୋଇଥିବା ଏକ ୱେବସାଇଟ୍ Lotus365 ବେଟିଂ ଆପର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଅଭିନେତ୍ରୀ…

ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଓଏସଏସସି ପକ୍ଷରୁ ବର୍ତ୍ତମାନ ସମୟରେ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ସେସବୁର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଗତ ମାସ ୨୬ ତାରିଖରେ ଓଏସଏସସି ପକ୍ଷରୁ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ଗ୍ରୁପ-ବି ଓ ଗ୍ରୁପ-ସି ସ୍ପେଶାଲିଷ୍ଟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।…

ଜଲୱା ଦେଖାଇଛି ୱାନ୍‌ପ୍ଲସ ସ୍ମାର୍ଟଫୋନ୍‌ 

ସ୍ମାର୍ଟଫୋନ୍‌ ଦୁନିଆରେ ଆଇଫୋନ୍‌ ଭଳି ଏବେ ଜଲୱା ଦେଖାଇଛି ୱାନ୍‌ପ୍ଲସ ସ୍ମାର୍ଟଫୋନ୍‌ ।ବଜେଟ୍‌ରେ ୱାନ୍‌ପ୍ଲସ୍‌ ସିରିଜ୍‌ର ଏକ ନୂଆ ଫୋନ୍‌ ଉପଲବ୍ଧ ହୋଇଛି । ମାତ୍ର ୯୯୯୯ ଟଙ୍କା ବଜାରକୁ ଆସିଛି ଏହି ଫିଚର ଫୋନ୍‌ ।୬.୭୨ ଇଞ୍ଚ୍‌ର ଏଚ୍‌ଡି ଡିସ୍‌ପ୍ଲେ’ ସହ ଏଥିରେ ୫ ହଜାର mAhର ବ୍ୟାଟେରୀ…

 କିଛି ରାଜ୍ୟରେ ଏବେ ପ୍ରବଳ ଥଣ୍ଡା

ଭୁବେନଶ୍ବର: କିଛି ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଥଣ୍ଡା କାରଣରୁ ନିକଟରେ ଦେଶର କିଛି ରାଜ୍ୟରେ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଶାରେ ବି ଥଣ୍ଡା ଅନୁଭୂତ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ :ନୂଆରୂପରେ ଆତ୍ମପ୍ରକାଶ କରିବାକୁ ଯାଉଛି ଶ୍ରୀକ୍ଷେତ୍ରର କଳେବର।

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଶ୍ରୀମନ୍ଦିର ଚୌହଦିର ବିକାଶ କରୁଛନ୍ତି ରାଜ୍ୟ ସରକାର। ସବୁଜିମାମୟ ହେବ ପରିକ୍ରମା ମାର୍ଗ। ସବୁଜ ବଳୟରେ ଚକା ଆଖି ସଂଦର୍ଶନ କରିବେ ଭକ୍ତ। ପାହାଚ ଭଳି ସଜେଇ ହେବ ବୃକ୍ଷରାଜି। ଲ୍ୟାଣ୍ଡିସ୍କେପିଂ ଅଞ୍ଚଳରେ ଏଭଳି ନିଆରା ଅନୁଭବ ନେବେ ଭକ୍ତ।…

ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ଆଜି

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ଆଜି ମୋହାଲିରେ ଖେଳାଯିବ । ତେବେ ଆଜିର ମ୍ୟାଚରେ ଖେଳିବେନି ବିରାଟ କୋହଲି । ବ୍ୟକ୍ତିଗତ କାରଣରୁ କୋହଲି ଖେଳିବେ ନାହିଁ ବୋଲି କହିଥିବାବେଳେ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏହି ସୂଚନା ଦେଇଛନ୍ତି । ରୋହିତ ଶର୍ମା…

ଦିଆଯିବ ୨ ଲକ୍ଷ ୬ଶହ ୮ କୋଟି ଟଙ୍କାର ଋଣ

ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କ୍ରେଡିଟ୍ ପ୍ଲାନ ପ୍ରସ୍ତୁତ କରିଛି ନାବାର୍ଡ। ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ପ୍ରଦାନ ପାଇଁ ବିଭିନ୍ନ ବ୍ୟାଙ୍କ ସମ୍ମତି ପ୍ରକାଶ କରିଛନ୍ତି। ନାବାର୍ଡ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ରାଜ୍ୟ କ୍ରେଡିଟ୍ ସେମିନାରରେ ଏହି ଯୋଜନା ହସ୍ତାନ୍ତର…

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଆମନ୍ତ୍ରଣ ପତ୍ରକୁ ପ୍ରତ୍ୟାଖ୍ୟାନ କରିଛି କଂଗ୍ରେସ। ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ କୌଣସି କଂଗ୍ରେସ ନେତା ଯିବେ ନାହିଁ। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ…

ଆଜିର ରାଶିଫଳ

ମେଷ: ଅଟକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ନବବିବାହିତ ଲୋକଙ୍କ ଲାଗି ଦିନଟି ଭଲ। ବେପାରରେ ଉନ୍ନତି ହେବ। ନିବେଶ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ‌ ବୃଷ: ହଜିଥିବା ବସ୍ତୁର ସନ୍ଧାନ ପାଇବେ। ଆମଦାନିର ଉତ୍ସରେ ବୃଦ୍ଧି ହେବ। ଜୀବନସାଥୀ ଠାରୁ ଉପହାର ମିଳିପାରେ। ନିଜ ଲୋକ ଆପଣଙ୍କୁ…