Oppo ଲଞ୍ଚ କରିଛି ଟୋନ୍‌ କ୍ୟାମେରା

ଭାରତୀୟ ବଜାରରେ Oppo ତାର ଦବଦବା ଜାହିର କରିଛି । ବଜେଟ ଫୋନ୍‌ ମାଧ୍ୟମରେ ୟୁଜର୍ସଙ୍କ ପ୍ରିୟ ପାଲଟିଛି ଏହି ମୋବାଇଲ କମ୍ପାନୀ ।5G ସ୍ମାର୍ଟଫୋନ୍‌ କ୍ଷେତ୍ରରେ ଏକ ଦମଦାର ହ୍ୟାଣ୍ଡ୍‌ସେଟ୍‌ ଲଞ୍ଚ କରିଛି Oppo । ଏହାର କ୍ୟାମେରା ଆଗରେ କୌଣସି DSLR କ୍ୟାମେରା କାମ କରିବନି ।Oppo Find X7…

ଆଜିର ରାଶିଫଳ

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇ ଅସମ୍ପୂର୍ଣ୍ଣ କାମକୁ ତ୍ୱରାନ୍ୱିତ କରି ଶେଷ କରିବା ସହିତ ସମ୍ମାନିତ ହେବେ। ପରିବାର ମଧ୍ୟରେ ଦେଖା ଦେଇଥିବା ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରି ସଫଳତା ହାସଲ କରିବେ । ଶିଳ୍ପ ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ସଫଳତା ହାସଲ କରିବେ…

ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ

ନିର୍ଦେଶକ ଅନୁରାଗ ବସୁଙ୍କ ନୂଆ ସିନେମା ‘ମେଟ୍ରୋ ଇନ୍ ଡିନୋ’ର ନୂତନ ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର ୧୩ ତାରିଖରେ ପ୍ରେକ୍ଷାଳୟକୁ ଆସିବ। ଏହା ପୂର୍ବରୁ ମାର୍ଚ୍ଚ ୨୯ ତାରିଖରେ ଦିନ ମୁକ୍ତିଲାଭ କରିବା ନେଇ ସ୍ଥିର ହୋଇଥିଲା।ଏହି ଚଳଚ୍ଚିତ୍ରଟି ଆଧୁନିକ ଯୁଗଳ…

ମାନ୍ୟତା ହରାଇଛି ଆପଲ୍‌

ବିଶ୍ବର ସବୁଠୁ ମୂଲ୍ୟବାନ କଂପାନିର ମାନ୍ୟତା ହରାଇଛି ଆପଲ୍‌। ବିଲ୍‌ ଗେଟ୍‌ସଙ୍କ କମ୍ପାନି ମାଇକ୍ରୋସଫ୍ଟକୁ ସେହି ମାନ୍ୟତା ମିଳିଛି। ଆଇଫୋନ୍ ନିର୍ମାଣ କରୁଥିବା ଆପଲ୍‌ ଦୀର୍ଘଦିନ ପର୍ଯ୍ୟନ୍ତ ନିଜ ପାଖରେ ସେହି ମାନ୍ୟତା ରଖିଥିଲା। ମାଇକ୍ରୋସଫ୍ଟର ମୂଲ୍ୟ ୨.୮୭୫ ଲକ୍ଷ କୋଟି ଡଲାରକୁ…

ଆଜି ଅଟଳ ସେତୁ ଉଦ୍‌ଘାଟନ

ଆସନ୍ତାକାଲି ଭାରତର ଦୀର୍ଘତମ ସମୁଦ୍ର ପୋଲ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ୍ (ଏମ୍‌ଟିଏଚ୍ଏଲ୍) ଉଦ୍‌ଘାଟନ ହେବ। ଏହି ପୋଲ ଉପରେ ଚାରିଚକିଆ ଯାନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ଥିବା ବେଳେ ବାଇକ୍, ଅଟୋରିକ୍ସା ଏବଂ ଟ୍ରାକ୍ଟରକୁ ସମୁଦ୍ର ବ୍ରିଜ୍ ଉପରେ ଯିବାକୁ ଅନୁମତି…

ପର୍ଯ୍ୟଟକମାନଙ୍କୁ ପ୍ରବେଶାନୁମତି ଦେଲା ଉତ୍ତର କୋରିଆ

କୋଭିଡ୍‌-୧୯ ମହାମାରୀ ବିସ୍ତାର ଯୋଗୁଁ ୨୦୨୦ ପ୍ରାରମ୍ଭ ସମୟରୁ ଉତ୍ତର କୋରିଆ ତା’ର ସୀମାରେ କଠୋର ଲକ୍‌ଡାଉନ୍‌ ନିୟମ ଜାରି କରିଥିଲା। ଏବେ ମଧ୍ୟ ବିଦେଶୀମାନଙ୍କ ପାଇଁ ସେ ନିୟମ କୋହଳ କରାଯାଇ ନାହିଁ।ଉତ୍ତର କୋରିଆ ସୀମାକୁ ଲାଗିଥିବା ରୁଷ୍‌ର ସୁଦୂର ପୂର୍ବ ଅଞ୍ଚଳ ପ୍ରିମୋସ୍କି…

ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା 

ପୁଣି ଫେରିବ ହାଡଭଙ୍ଗା ଶୀତ। କମିବ ଦିନ ତାପମାତ୍ରା। ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର,…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଆରମ୍ଭ ହେବ ଯଜ୍ଞ ପ୍ରକ୍ରିୟା । ୬ ଦିନ ବ୍ୟାପୀ ଯଜ୍ଞ ଅନୁଷ୍ଠିତ ହେବ । ଗଜପତି ମହାରାଜା ଯଜ୍ଞ ପାଇଁ ଆଚାର୍ଯ୍ୟ ବରଣ କରିବେ । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଓ ଲୋକାର୍ପଣ ଉତ୍ସବ…

ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍‌ରେ ବିଜୟୀ

ମୋହାଲି,୧୧।୧: ମୋହାଲିରେ ଖେଳାଯାଉଥିବା ଆଫଗାନିସ୍ତାନ- ଭାରତ ଟି -୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ୬ ଉଇକେଟ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୫୮ ରନ୍‌…

ଅଛି କି କଳାଜାଇ?

କଳାଜାଇ ସୌନ୍ଦର୍ଯ୍ୟର ଏକ ଚିହ୍ନ ହୋଇଥାଏ । ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ସ୍ଥାନରେ କଳାଜାଇ ରହିଥାଏ । ତେବେ ଏହି କଳାଜାଇ ଯେତିକି ସୁନ୍ଦରତାର ଚିହ୍ନ ହୋଇଥାଏ ସେତିକି ଆପଣଙ୍କ ଭାଗ୍ୟ ଦର୍ଶନକାରୀ ମଧ୍ୟ ହୋଇଥାଏ । ବିଭିନ୍ନ ସ୍ଥାନରେ କଳାଜାଇର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । ଶରୀରର ଏପରି…