ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀଙ୍କ ଆକ୍ରମଣ

କାଶ୍ମୀର: ପୁଣି ଜମ୍ମୁ ଓ କଶ୍ମୀରର ପୁଞ୍ଚରେ ଆତଙ୍କବାଦୀମାନେ ସେନା ଗାଡ଼ି ଉପରେ ଆକ୍ରମଣ କରିଛନ୍ତି । ଗତକାଲି ସାରା ରାତିରେ ସର୍ଚ୍ଚ ଅପରେସନ ଚାଲିଛି ।  କୃଷ୍ଣ ଘାଟିରେ ସେନାର ଗାଡ଼ି ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ସେନାର ଏକ କନଭୟକୁ ଆତଙ୍କବାଦୀମାନେ ଟାର୍ଗେଟ୍ କରିଥିଲେ,…

କଡ଼ା ସୁରକ୍ଷାରେ ଅଯୋଧ୍ୟା: କ୍ୟାମେରା ଲେନ୍ସରେ ଅଯୋଧ୍ୟା

ଅଯୋଧ୍ୟା: ଆଉ ଏକ ସପ୍ତାହ ରହିଲା ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠାକୁ ଆଉ ରହିଲା ୧୧ ଦିନ। ତା’ପୂର୍ବରୁ ଅରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାପାଠ। ଆଜିର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ…

ଆଜିର ରାଶିଫଳ

ମେଷ: କୋର୍ଟ-କଚେରୀର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ । ସମସ୍ତ ଦିଗରେ ସଫଳତା ହାସଲ କରିବେ । ପରିବାରରେ ସୁଖ-ଶାନ୍ତି ପୂର୍ବ ପରି ଅତୁଟ ରହିବ । ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ । ବୃଷ: ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ…

ହାଇଟେକ୍ ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଜ୍ୟ ସରକାର ହାଇଟେକ୍ ହସ୍ପିଟାଲରେ ଏସି ବିସ୍ଫୋରଣର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।କେଉଁ ପରିସ୍ଥିତିରେ ହସ୍ପିଟାଲରେ ଏସି ବିସ୍ଫୋରଣ ହେଲା, ଗୁରୁତର ଅବସ୍ଥାରେ ସେମାନଙ୍କୁ କିଭଳି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା ଓ ମୃତକଙ୍କ ପରିବାରକୁ ଏ ସମ୍ପର୍କରେ ସଠିକ୍ ସୂଚନା…

ଓଲିଉଡ ପୁରସ୍କାର ମହୋତ୍ସବ, ଦୁବାଇରେ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦୁବାଇ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଲିଉଡ ପୁରସ୍କାର ମହୋତ୍ସବ ପାଇଁ ପହଞ୍ଚିଛନ୍ତି ଓଡ଼ିଆ କଳାକାର । ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ପ୍ରଥମ ଥର ପାଇଁ ଦେଶ ବାହାରେ ଆର୍ ଆର୍ ଇଭେଣ୍ଟସ୍ ଏଣ୍ଡ ସିନେ ପ୍ରଡ଼କ୍ସନ ଏବ ୟୁଏଇ ଓଡ଼ିଶା ସମାଜର ସଂଯୁକ୍ତ ଆନୁକୂଲ୍ୟରେ ଏହି ବିଶାଳ…

ସ୍କୁଲ-କଲେଜ ବନ୍ଦ

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ବିଶ୍ୱବ୍ୟାପୀ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ସମସ୍ତ ପ୍ରକାରର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଏହି ଉତ୍ସବରେ ୧୧ ହଜାରରୁ ଅଧିକ ଭିଆଇପି ଯୋଗଦେବେ । ସମସ୍ତ ଅତିଥିମାନେ ଅଯୋଧ୍ୟାରେ ପହଞ୍ଚିବା ପରେ ସେମାନଙ୍କୁ ଖାସ୍ ଉପହାର ପ୍ରଦାନ କରଯିବା ନେଇ…

ନିଜକୁ ସମୟ ଦିଅନ୍ତୁ

ବ୍ୟସ୍ତବହୁଳ ଜୀବନରେ କର୍ମଜୀବୀ ମହିଳାମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି । ଘର ଏବଂ ଅଫିସ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସେମାନଙ୍କ ପାଇଁ ଏକ ଆହ୍ୱାନ ପାଲଟିଯାଇଛି । ଉଭୟ କ୍ଷେତ୍ରରେ ଦାୟିତ୍ୱ ସମ୍ଭାଳିବା ଚକ୍କରରେ ସେମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି ।…

ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ

ବାରିପଦା: ବାରିପଦାରେ ପହଞ୍ଚିଲା ସିମୁଳିଆ ବିଡିଓଙ୍କ ମୃତଦେହ । ଗତକାଲି ସରକାରୀ ବାସଭବନରୁ ସିମୁଳିଆ ବିଡିଓ ବିଶ୍ୱରଂଜନ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଥିଲେ ବିଡିଓ ।  ଦୁଇ ମାସ ତଳେ ବିଡିଓ ଭାବେ ବିଶ୍ୱରଂଜନ ମହାନ୍ତି ସିମୁଳିଆରେ…

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’

ଭୁବନେଶ୍ବର:  ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ‘କୃଷି ଓଡ଼ିଶା-୨୦୨୪’ । ଭୁବନେଶ୍ବରରେ ହେବ ମହିଳାଙ୍କ ବିଶାଳ ସମାବେଶ । ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାବେଶକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ ୫ ହଜାର ମହିଳା ଚାଷୀ, ୨ ହଜାର ଏସଏଚଜି ମହିଳା ଓ…

ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ

ଟିଟିଲାଗଡ଼: ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । କାମ ସାରି ଘରକୁ ଫେରୁଥିବାବେଳେ ମନ୍ତ୍ରୀଙ୍କ ଗାଡିକୁ ପିଟିଲା ପିକଅପ୍ ଭ୍ୟାନ । ଦୁର୍ଘଟଣାରେ ମନ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଗାଡିର ବ୍ୟାପକ କ୍ଷତି ହୋଇଛି । ମିଳିଥିବା ସୂଚନା ଅନୁସାରେ ଗତକାଲି…