ପ୍ରଥମ ଦିନରେ ଅଯୋଧ୍ୟାରେ 4 ଲକ୍ଷ ଭକ୍ତ ଦର୍ଶନ କଲେ ରାମଙ୍କୁ

ଅଯୋଧ୍ୟା: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସୋମବାର ସମ୍ପନ୍ନ ହେବା ପରେ ମଙ୍ଗଳବାର ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ପ୍ରଥମ ଦିନ ଅପରାହ୍ନ ସୁଦ୍ଧା ପାଖାପାଖି ୩ ଲକ୍ଷ ଭକ୍ତ ରାମଲାଲାଙ୍କୁ ଦର୍ଶନ କରିଥିବାବେଳେ ଆହୁରି ବହୁ ଭକ୍ତ ଲାଇନରେ…

ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ସତ୍ୟବାଦୀ ଓଡ଼ିଆ ବିଶ୍ୱ ବିଦ୍ୟାଳୟକୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ସତ୍ୟବାଦୀ ମାଟି ଚଳଚଞ୍ଚଳ ହେବା ସହିତ ଉଦଘାଟନ ପାଇଁ ଜୋରଦାର ପ୍ରସ୍ତୁତ ଚାଲିଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ସଜେଇ ହେଉଛି ଓଡ଼ିଆ ବିଶ୍ୱ ବିଦ୍ୟାଳୟ । ବକୁଳ ବନରେ…

ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ

ନୂଆଦିଲ୍ଲୀ : ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ   । ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ  ।  ଏଆଇ କୃଷିଠୁ ମହାକାଶ…

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ବୁଧବାର ଜାନୁଆରୀ ୨୪ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନେଇ…

ଡ୍ରୋନ୍‌ ମାଧ୍ୟମରେ ୭୦କିମି ଦୂରକୁ ଯାଇ ସେବା ଯୋଗାଇଲା ଭୁବନେଶ୍ବର ଏମ୍ସ

ଭୁବନେଶ୍ବର: ରକ୍ତର ଅଭାବ କାରଣରୁ ଅନେକ ରୋଗୀଙ୍କ ମୃତ୍ୟୁ ହେଉଛି। ରୋଗୀ ପାଇଁ ମହଜୁଦ ପରିମାଣର ରକ୍ତ ନମିଳିବା ଅଥବା ଠିକ୍‌ ସମୟରେ ନ ପହଞ୍ଚିବା କାରଣରୁ ରୋଗୀମାନଙ୍କର ମୃତ୍ୟୁ ହେଉଥିବା ଅନେକ ଥର ଅଭିଯୋଗ ହେଉଛି। ଅନ୍ୟପଟରେ ରୋଗୀଙ୍କ ଆବଶ୍ୟକତା ଅନୁସାରେ ସବୁ ଡାକ୍ତରଖାନାରେ ରକ୍ତ…

ଟ୍ରାକ ସଜାଡ଼ୁଥିଲେ, ଟ୍ରେନ ଧକ୍କାରେ ଚାଲିଗଲା ୩ ଜୀବନ

ଟ୍ରାକ ସଜାଡ଼ୁଥିବା ବେଳେ  ଟ୍ରେନ ଧକ୍କାରେ ଚାଲିଗଲା ୩ ଜୀବନ ।  ୩ରେଳ କର୍ମଚାରୀଙ୍କ ଉପରେ ମାଡିଗଲା ଲୋକାଲ ଟ୍ରେନ। ମୁମ୍ୱାଇରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଟ୍ରାକରେ କାମ ଚାଲିଥିବା ବେଳେ ସେମାନେ ସେଠାରେ ଉପସ୍ଥିତ ଥିଲେ। ହଠାତ ଟ୍ରେନଟି ମାଡି ଯାଇଥିଲା। ମୃତ କର୍ମଚାରୀ ଭାୟାଣ୍ଡର…

ରାଉରକେଲାରୁ ଭିଜିବିଲିଟିରେ ଉଡ଼ିବ ବିମାନ

ରାଉରକେଲା ବିମାନସେବାକୁ ନେଇ ସହରବାସୀଙ୍କ ପାଇଁ ଶୁଭ ସୂଚନା ଆସିଛି। ଆପ୍ରୋଚ୍‌ କଣ୍ଟ୍ରୋଲ ୟୁନିଟ୍‌ ପ୍ରତିଷ୍ଠା ସହ ବିଶେଷଜ୍ଞଙ୍କ ଯୋଗଦାନପରେ ଏଥର କେବଳ ୧୫ ଶହ ମିଟର ଭିଜିବିଲିଟିରେ ମଧ୍ୟ ଏଠାରେ ବିମାନ ଉଡ଼ାଣ ଓ ଅବତରଣ ସମ୍ଭବ ହେବ। ଆସନ୍ତା ୨୪ ତାରିଖରୁ ଏହି ସେବା ଆରମ୍ଭ ହେବବୋଲି…

ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼

ପ୍ରଥମ ଥର ଭାରତୀୟ ଷ୍ଟକ୍ ମାର୍କେ ହଂକଂକୁ ପଛରେ ପକାଇ ଦେଇଛି । ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ସୋମବାର ୪.୩୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି, ହଂକଂ ପାଇଁ ଏହି ସଂଖ୍ୟା ୪.୨୯ ଟ୍ରିଲିୟନ୍ ଥିଲା । ଏହା ସହିତ ଭାରତ…