ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ କିଟ କ୍ୟାମ୍ପସରେ ଆୟୋଜିତ ‘ଓଡ଼ିଆ କବି ସମ୍ମିଳନୀ’ରେ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ । ପ୍ରତ୍ୟେକ ମନୁଷ୍ୟ ଜଣେ ଜଣେ କବି । ପ୍ରତ୍ଯେକ ଜୀବର ପ୍ରଥମ କବିତା ହେଉଛି ତା ହୃଦୟରୁ ବାହାରିଥିବା ପ୍ରଥମ ଶ୍ବାସ । କବିତା ଏକମାତ୍ର ଜିନିଷ ଯାହା ହୃଦୟରୁ ସୃଷ୍ଟି ହୋଇଥାଏ ।’ କବିତାର ସଜ୍ଞା ସମ୍ପର୍କରେ ଏକ ସାରଗର୍ଭକ କବିତା ଆବୃତି କରିଥିଲେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ ।ମଞ୍ଚ ଉପରେ କବିତାର ଶୀର୍ଷକରେ କବିତା ଆବୃତ୍ତି କରିଥିଲେ ପାଣ୍ଡିଆନ । ସେ କହିଥିଲେ, ‘ଜୀବନର ପ୍ରଥମ କବିତା ଶ୍ବାସ । ଅନ୍ତରର କବିତା ଜ୍ୟୋତି, ସମୁଦ୍ରର କବିତା ତରଙ୍ଗ । ସୌର୍ଯ୍ୟର କବିତା ଖାରବେଳ, ଜାଗରଣର କବିତା ଫକୀରମୋହନ, ଜ୍ଞାନର କବିତା ରାମକୃଷ୍ଣ, ତ୍ୟାଗର କବିତା ଗୋପବନ୍ଧୁ, ସେବାର କବିତା ମଦର ଟେରସା, ମହାନଦୀର କବିତା ଓଡ଼ିଶା ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ