ବିଜୁଳି, ଘଡଘଡି ସହ ବର୍ଷା
ରାଜ୍ୟରେ ଟ୍ୱିନ ସିଟି ସହ ଅଧିକାଂଶ ସ୍ଥାନରେ କୋହଲା ପାଗ ସାଙ୍ଗକୁ ବର୍ଷା ହେଉଛି। କିଛି ଦିନର ତାତି ପରେ ରାଜ୍ୟରେ ପାରଦ ଖସିଛି। ବିଜୁଳି, ଘଡଘଡି ସହ ବର୍ଷା ନେଇ ୯ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି,…