ଭୟାନକ କାଳବୈଶାଖୀ

ଓଡ଼ିଶାର ବିଭିନ୍ନ ଜିଲ୍ଲା କାଳବୈଶାଖୀର ପ୍ରଭାବକୁ ନେଇ ଚେତାବନୀ ଜାରି କରାଯାଇଛି । ରାଜ୍ୟର ପ୍ରାୟ ୧୪ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି । ବିଜୁଳି, ଘଡ଼ଘଡ଼ି ସହିତ ଝଡ଼ିବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି ବେଗରେ…

ପୁରୀ ଓ କେନ୍ଦ୍ରାପଡ଼ା ପାଇଁ ବିଜେଡି ପ୍ରସ୍ତୁତ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରାର୍ଥୀପତ୍ର ଦାଖଲକୁ ଆଉ ମାସେ ବାକି ରହିଛି ।  ବିଜେଡି  ଉଭୟ ପୁରୀ ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଲଢ଼ିବା ପାଇଁ ଦଳୀୟ ନେତାଙ୍କୁ ଗ୍ରୀନ୍ ସିଗନାଲ ଦେଇଥିବାବେଳେ ରାଜ୍ୟ ବିଜେପି ମଧ୍ୟ ଅନୁରୂପ ଭାବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା…

ଆଜିର ରାଶିଫଳ

ଅଦ୍ୟ ମାର୍ଚ୍ଚ ମାସ ୧୯ ତାରିଖ ୨୦୨୪ ମସିହା(ମଙ୍ଗଳବାର) ଶକାବ୍ଦ -୧୯୪୫ ସମ୍ବତ -୨୦୮୦ ଦିଲ୍ଲୀସ୍ୱରାଦ୍ଧ-୧୪୩୧ ସମ୍ବତ୍ସର-ପିଙ୍ଗଳ ଫାଲଗୁନମାସ- ଶୁକ୍ଳପକ୍ଷ ତିଥି- ଦଶମୀ ରାତ୍ରି ଘ ୧୨/୨୭ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ ନକ୍ଷତ୍ର- ପୁନର୍ବସୁ ରାତ୍ରି ଘ୦୮/୫୫ ପର୍ଯ୍ୟନ୍ତ ତଦନ୍ତେ…

ଫେରି‌ଲେ ବିଦେଶୀ ନିବେଶକ

ବିଦେଶୀ ନିବେଶକମାନେ ପୁଣି ଥରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ଭାରତୀୟ ଷ୍ଟକ୍‌ ବଜାର ପ୍ରଦର୍ଶନ ଉପରେ ଭରସା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରିଛି। ସେଥିପାଇଁ ମାର୍ଚ୍ଚ ମାସର ପ୍ରଥମ ୧୫ ଦିନରେ…

କୋଲକାତାରେ ଭୁଶୁଡିଲା ୫ ମହଲା କୋଠା

କୋଲକାତାରେ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ଘଟଣାସ୍ଥଳକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ସପ୍ତାହରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମୁଣ୍ଡରେ ପଟି ବାନ୍ଧି ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । ମୁଣ୍ଡରେ ବ୍ୟାଣ୍ଡେଜ ଲାଗିଥିବା ଅବସ୍ଥାରେ…

ହେମୋଗ୍ଲୋବିନର ଅଭାବ ହେଉଛି କି ?

ସୁସ୍ଥ ଶରୀର ବଜାୟ ରଖିବା ପାଇଁ ରକ୍ତରେ ହେମୋଗ୍ଲୋବିନର ମାତ୍ରା ଠିକ ରହିବା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାର କାରଣ ଏହା ଶରୀରର ପ୍ରତ୍ୟେକ ଅଙ୍ଗକୁ ଅମ୍ଳଜାନ ଯୋଗାଇଥାଏ, ଯାହା ବଞ୍ଚିବା ପାଇଁ ଜରୁରୀ ଅଟେ । ଏଥି ସହିତ, ଯଦି ରକ୍ତରେ ହେମୋଗ୍ଲୋବିନର ଅଭାବ ଥାଏ, ତେବେ ଏହା ଅମ୍ଳଜାନ…

ପୂରଣ ହେବ ସହକାରୀ ସଚିବ, ଆକାଉଣ୍ଟସ ଅଫିସର

ସିବିଏସଇ ପକ୍ଷରୁ ଆସିଛି ଏକ ବଢ଼ିଆ ନିଯୁକ୍ତି ସୁଯୋଗ । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆଡମିନିଷ୍ଟ୍ରେସନ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଆକାଡେମିକ୍ସ), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଦକ୍ଷତା ଶିକ୍ଷା), ଆସିଷ୍ଟାଣ୍ଟ ସେକ୍ରେଟାରୀ (ଟ୍ରେନିଂ), ଆକାଉଣ୍ଟସ ଅଫିସର, ଜୁନିୟର ଇଞ୍ଜିନିୟର,…

ମଧୁବାଲାଙ୍କ ଉପରେ ହେବ ବାୟୋପିକ୍‌

ଭାରତର କିମ୍ବଦନ୍ତୀ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀ ଉପରେ ଖୁବ୍‌ଶୀଘ୍ର ବାୟୋପିକ୍‌ ନିର୍ମାଣ ହେବାକୁ ଯାଉଛି। ‘ଡାର୍ଲିଂ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ଚିତ୍ର ନିର୍ମାତା ଜସ୍ମିତ କେ. ରିନ୍‌ ଏହି ଜୀବନୀ ଚଳଚ୍ଚିତ୍ରର ସଞ୍ଚାଳନ କରିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଉକ୍ତ ବାୟୋପିକ୍‌…

ଶୀଘ୍ର ଆର୍‌ସିବି ଶିବିରରେ ଯୋଗଦେବେ ବିରାଟ

ବିରାଟ କୋହଲି ଆଇପିଏଲ-୨୦୨୪ରେ ଖେଳିବେ କି ନାହିଁ ତାହାକୁ ନେଇ ପ୍ରଶଂସକଙ୍କ ମନରେ ସଂଶୟ ସୃଷ୍ଟି ହୋଇଥିଲା।ଏବେ ସେ ଖୁବଶୀଘ୍ର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶିବିରରେ ଯୋଗଦେବେ। ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି। ବିରାଟ ପ୍ରାୟ ଦୁଇମାସ ​‌ହେବ ବିରତିରେ ଥିଲେ। ଏହି…

ଭୋଡାଫୋନ୍‌-ଆଇଡିଆ ଲଞ୍ଚ କଲା ଡବଲ ଫାଇଦାବାଲା ପ୍ଲାନ୍‌

ଭୋଡାଫୋନ୍‌-ଆଇଡିଆ ଏହାର ଗ୍ରାହକଙ୍କ ଲାଗି ଧମାକାଦାର ପ୍ଲାନ୍ ଲଞ୍ଚ କରିଛି । ଭିଆଇ ୟୁଜର୍ସଙ୍କ ଲାଗି ୧୬୯ ଟଙ୍କାର ପ୍ରିପେଡ୍ ପ୍ଲାନ୍ ଜାରି କରିଛି । ଏହି ଶସ୍ତା ପ୍ଲାନରେ କମ୍ପାନୀ ବହୁ ଜବରଦସ୍ତ ଅଫର ଦେଉଛି । ଭାରତର ଟେଲିକମ୍ ସେକ୍ଟରରେ VI ତୃତୀୟ ବୃହତ୍ତ କମ୍ପାନୀ । ଗତ କିଛିମାସ…