ପୁଣିଥରେ ବିପଦମୁହାଁ ହେଉଛନ୍ତି ରାଜଧାନୀ ବାସୀ । ପୁଣିଥରେ ଦିଲ୍ଲୀର ପାଣି-ପବନରେ ଜହର ଭରିଯାଇଛି । ପୁଣିଥରେ ପ୍ରଦୂଷଣର ଶିକାର ହେଉଛନ୍ତି ଦିଲ୍ଲୀର ବାସିନ୍ଦା । ପ୍ରଦୂଷଣର ମାତ୍ରା ଏତେ ରହିଛି ଯେ, ଦିଲ୍ଲୀ ସହର ବର୍ତ୍ତମାନ ସାରା ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ଭାବରେ ସ୍ଥାନ ପାଇଛି । ଯାହା ଏବେ କେବଳ ଭାରତ ନୁହେଁ, ସାରା ଭାରତରେ ଚର୍ଚ୍ଚାର ବିଷୟ ପାଲଟଇଛି । ତେବେ ବିହାରର ବେଗୁସରାୟ ଦୁନିଆର ସବୁଠୁ ଅଧିକ ମହାନଗର ଅଞ୍ଚଳ ଭାବରେ ତାଲିକାରେ ରହିଛି ।ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିଶାକ୍ତ ହେଉଛି ପରିବେଶ । ଦିଲ୍ଲୀ ପ୍ରଦୂଷଣ ଏବେ ଭାରତ ପରେ ସାରା ବିଶ୍ୱର ପ୍ରଦୂଷିତ କ୍ୟାପିଟାଲ ସିଟି ତାଲିକାରେ ଶୀର୍ଷର୍ ସ୍ଥାନରେ ରହିଛି । ଲଗାତାର ଚତୁର୍ଥ ଥର ପାଇଁ ଏଭଳି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛି ରାଜଧାନୀ ଦିଲ୍ଲୀ । ଏହାବ୍ୟତୀତ ବିହାର ବେଗୁସରାୟ ବିଶ୍ୱର ସର୍ବାଧିକ ପ୍ରଦଳୂଷିତ ମହାନଗର ଅଞ୍ଚଳ ବୋଲି ଜାଣିବାକୁ ମିଳିଛି । ସ୍ୱିସ ସଂଗଠନ IQAir ବିଶ୍ୱ ବାୟୁ ଗୁଣାବତ୍ତା ରିପୋର୍ଟ ୨୦୨୩ ଅନୁସାରେ, ବାର୍ଷିକ ହାରାହାରି PM୨.୫ ସାନ୍ଦ୍ରତା ୫୪.୪ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ସହ ଭାରତ ବର୍ଷର ତୃତୀୟ ପ୍ରଦୂଷିତ ସହର ପାଲଟିଛି । ତେବେ ୧୩୪ଟି ଦେଶରୁ ଭାରତ ପୂର୍ବରୁ ବାଂଲାଦେଶ(୭୯.୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ଏବଂ ପାକିସ୍ତାନ(୭୩.୭ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର) ଏହି ତାଲିକାରେ ସ୍ଥାନ ପାଇଛନ୍ତି । ୨୦୧୮ ମସିହାରୁ ଲଗାତାର ଚତୁର୍ଥ ଥର ପାଇଁ ଏହି ତାଲିକାର ର୍ଶୀେରେ ରହିଛି କ୍ୟାପିଟାଲ ସିଟି ଦିଲ୍ଲୀ ।ରିପୋର୍ଟ ଅନୁସାରେ, ୨୦୨୨ ମସିହାରେ ୫୩.୩ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ସହ ହାରାହାରି PM୨.୫ ସାନ୍ଦ୍ରତା ସହ ବିଶ୍ୱର ଅଷ୍ଟମ ପ୍ରଦୂଷିତ ସହର ରହିଥିଲା ଭାରତ । ସେପଟେ ବେଗୁସରାୟ ମଧ୍ୟ ୧୧୮.୯ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରର ହାରାହାରି ସାନ୍ଦ୍ରତା PM୨.୫ ଥିବା ବେଳେ ବେଗୁସରାୟ ବୈଶ୍ୱିକ ସ୍ତରରେ ସର୍ବାଧିକ ପ୍ରଦୂଷିତ ମହାନଗର କ୍ଷେତ୍ର ପାଲଟିଛି ।
Trending
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
- ମାଆ ମଝିଘରିଆଣି ଦେବୀଙ୍କ ଦାନ ହୁଣ୍ଡିରୁ ମିଳିଲା ୫୪ ଲକ୍ଷ
- ନେପାଳ ବନ୍ୟା: ଏପର୍ଯ୍ୟନ୍ତ ୯୦୩ ମୃତଦେହ ଉଦ୍ଧାର ସମେତ ୪,୦୦୦ ରୁ ଅଧିକ ନିଖୋଜ
- କଟକରେ ନାବାଳିକା ଅପହରଣ ମାମଲା: ଜଣେ ବୃଦ୍ଧଙ୍କ ଫଟୋ ଜାରି କରି ୨୫ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ପୋଲିସ
Prev Post
Next Post