ବେଦା’ର ଟିଜରରେ ଜନ୍ ଆବ୍ରାହମ୍ ତମନ୍ନାଙ୍କ କେମିଷ୍ଟ୍ରୀର ଝଲକ

ବହୁ ପ୍ରତୀକ୍ଷିତ ଫିଲ୍ମ ବଲିଉଡ଼ର ଅଭିନେତା ଜନ୍ ଆବ୍ରାହମଙ୍କ  ‘ବେଦା’ର ଟିଜର ଆଉଟ୍ ହୋଇସାରିଛି । ନିଖିଲ ଆଡ଼ଭାନୀଙ୍କ ନିର୍ଦ୍ଦେଶିତ ଏହି ଆକ୍ସନ୍-ଥ୍ରୀଲର ଫିଲ୍ମରେ ଶରବରୀ ୱାଗ୍ ଏବଂ ତମନ୍ନା ଭାଟିଆ ମୁଖ୍ୟ ଭୂମିକାରେ ନଜର ଆସିବେ । ଜନ୍ ଆବ୍ରାହିମ୍ ନିଜ ଇନଷ୍ଟାଗ୍ରାମରେ ‘ବେଦା’ର ଟିଜର…

ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଆଜି ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସୁଛି । ଏଥିରେ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବ । ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ସମେତ ୮…

ଖସିଲା ଶେୟାର ବଜାର

ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୩୬…

ପ୍ୟାଣ୍ଟ କିମ୍ୱା ସାର୍ଟ କେଉଁଠି ରଖିବେ ଫୋନ ?

ସ୍ମାର୍ଟଫୋନ୍ ବର୍ତ୍ତମାନ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ଅଧିକାଂଶ ଲୋକଙ୍କର ସ୍ମାର୍ଟଫୋନ୍ ବିନା ଦିନ ଆରମ୍ଭ ହୁଏ ନାହିଁ । ସାଧାରଣତଃ ଆମେ ଫୋନ୍ କୁ ଆମ ପ୍ୟାଣ୍ଟ ପକେଟରେ ରଖୁ । କିନ୍ତୁ କିଛି ମହିଳା ଫୋନକୁ ନିଜ ବ୍ୟାଗ ଏବଂ ଟ୍ରାଉଜର ପକେଟରେ ରଖନ୍ତି । କିନ୍ତୁ ଅନେକ ଲୋକ…

ପେଟ ମାଡ଼ି ଶୋଉଥିଲେ

ପେଟମାଡ଼ି ଶୋଇବା ଅଭ୍ୟାସ ଅନେକଙ୍କଠାରେ ଦେଖିବାକୁ ମିଳେ। ହେଲେ ଆପଣ ଜାଣନ୍ତି କି ଏପରି ଶୋଇବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଜାଣିରଖନ୍ତୁ ସେ ସମ୍ପର୍କରେ…ପେଟ ମାଡ଼ି ଶୋଇବା ଦ୍ୱାରା ମାଂସପେଶୀଗୁଡ଼ିକ ଚାପିହୋଇ ରହିବା ସହ ବଡି ପୋଜିଶନ ଠିକ୍‌ ଭାବେ ନ ରହୁ ଥିବାରୁ…

ଆଜିର ରାଶିଫଳ

ମେଷ: ଉଚ୍ଚ ସମ୍ଭବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ । ପରକଥାରେ ପଡି ବନ୍ଧୁଙ୍କ ସହ କଳହ ସୃଷ୍ଟି ହୋଇପାରେ। ବୃଷ : ବ୍ୟବସାୟରେ ଲାଭ ମିଳିବ ନାହିଁ ବରଂ କାହାରି ସହିତ କଳହ ହୋଇପାରେ । …

ନାଁ ବଦଳାଇଲା ଆରସିବି

ଆଇପିଏଲ ୨୦୨୪ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ସିଏସ୍‌କେ ଏବଂ ଆରସିବି ମଧ୍ୟରେ ଖେଳାଯିବ। ହେଲେ ତା’ ପୂର୍ବରୁ ମଙ୍ଗଳବାର ଆରସିବି ଆନୁଷ୍ଠାନିକ ଭାବେ ନିଜ ନାଁ ବଦଳାଇ ଦେଇ ‘ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ’। ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ଆଜି ଶେଷ ହେବ ଯୁକ୍ତ୨ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାର ଶେଷ ହେବ। ଶେଷଦିନ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ରହିଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ପୂର୍ବରୁ…

ପାରଦୀପରେ ଯୁଦ୍ଧଭ୍ୟାସ

ଆଜି ଓଡ଼ିଶା ଉପକୂଳରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ ଏବଂ ସାମୁଦ୍ରିକ ପୋଲିସ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହାବ୍ୟତୀତ ଜଙ୍ଗଲ ବିଭାଗ, ଓଡ୍ରାଫ ଟିମ ଏବଂ ଅନ୍ୟାନ୍ୟ ୧୮ଟି ସଂସ୍ଥା ସମରାଭ୍ୟାସରେ ସାମିଲ ହୋଇ ବିଭିନ୍ନ…

ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ

ବିଶ୍ୱର ସବୁଠୁ ପ୍ରଦୂଷିତ ୫୦ ସହର ମଧ୍ୟରୁ ଭାରତର ୪୨ଟି ରହିଛି। ବିହାରର ବେଗୁସରାଇ ସବୁଠୁ ପ୍ରଦୂଷିତ ମେଟ୍ରୋପଲିଟାନ ଅଞ୍ଚଳ ହୋଇଥିବାବେଳେ ଏହା ପଛକୁ ଗୁଆହାଟୀ ଏବଂ ଦିଲ୍ଲୀ ରହିଛି। ଗତବର୍ଷ ବେଗୁସରାଇରେ ପ୍ରତି ଘନମିଟର ବାୟୁରେ ହାରାହାରି ପିଏମ୍‌୨.୫ ୧୧୮.୯ ମାଇକ୍ରୋଗ୍ରାମ ରହିଥିଲା।…