ପ୍ରଥମ ଥର ପାଇଁ ସିନ୍ଦେଙ୍କ ଶିବସେନା ପକ୍ଷରୁ

ଲୋକସଭା ନିର୍ବାଚନ ୨୦୨୪ପାଇଁ ସେମାନଙ୍କ ପ୍ରାର୍ଥୀ ଏବଂ ତାରକା ପ୍ରଚାରକଙ୍କ ତାଲିକା କ୍ରମାଗତ ଭାବରେ ପ୍ରକାଶ କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ୪୦ ଜଣ ତାରକା ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି।ଶିବସେନାର ଏହି ତାଲିକାରେ କିଛି ନାମ…

୩୦୮୦ କୋଟିର ଡିଲ୍‌ ଗୋପାଳପୁର ବନ୍ଦର

ଦୀର୍ଘଦିନର ମୁଲଚାଲ ପରେ ଶେଷରେ ଶିଳ୍ପପତି ଗୌତମ ଆଦାନି ଗୋପାଳପୁର ବନ୍ଦରକୁ କିଣିଛନ୍ତି। ଏଥି ସହିତ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ଦୁଇଟି ଘରୋଇ ବନ୍ଦର ତାଙ୍କ ଅଧୀନକୁ ଆସିଛି। ପୂର୍ବରୁ ଭଦ୍ରକରେ ଥିବା ଧାମରା ବନ୍ଦରକୁ ସେ ଟାଟାଠାରୁ କିଣିଥିଲେ। ଗୋପାଳପୁର ବନ୍ଦରର ସିଂହ ଭାଗ…

ପତ୍ନୀଙ୍କୁ ନେଇ ବଡ଼ ଖୁଲାସା କଲେ

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର…

ଇତିହାସ ରଚିଲା ସନ୍‌ରାଇଜର୍ସ

ଆଇପିଏଲ୍‌ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବୋଚ୍ଚ ସ୍କୋର କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନ୍‌ରେ ପରାସ୍ତ କରିଛି। ବୁଧବାର ଆଇପିଏଲ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର୍‌ଙ୍କୁ ଟ୍ରାଭିସ୍ ହେଡ୍‌ (୬୨, ୨୪ ବଲ୍‌, ୯ ଚୌକା, ୩ ଛକା), ଅଭିଷେକ ଶର୍ମା…

ଗ୍ରୀଷ୍ମ ଋତୁରେ ଚର୍ମକୁ ଥଣ୍ଡା ରଖିବାକୁ ଚାହୁଁଛନ୍ତି କି?

ଲୋକମାନେ ସାଧାରଣତଃ ପୁଦିନାରୁ ଚଟନି ତିଆରି କରି ଏହାକୁ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ଚାହିଁବେ, ପୁଦିନା ସହ ସ୍କିନ୍ କେୟାର ମଧ୍ୟ ସାମିଲ୍ କରିପାରିବେ । ଯାହା ଗ୍ରୀଷ୍ମ ଋତୁରେ ଆପଣଙ୍କ ଚର୍ମକୁ ଥଣ୍ଡା ରଖିବାରେ ସାହାଯ୍ୟ କରିବ ।କେବଳ ଏତିକି ନୁହେଁ, ଏହା ଚର୍ମରେ ଥିବା…

ଆରମ୍ଭ ହେବ ଲାଇଭଷ୍ଟକ୍ ଇନ୍ସପେକ୍ଟର

ଆସନ୍ତା ଏପ୍ରିଲ ମାସ ୨୪ ତାରିଖରୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଆରମ୍ଭ ହେବ । ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା (ସିବିଆରଇ) ମୋଡ଼ରେ ଅନୁଷ୍ଠିତ ହେବ । ଲିଖିତ ପରୀକ୍ଷାର ୧୫ ଦିନ ପୂର୍ବରୁ…

କଂଗ୍ରେସରୁ ଇସ୍ତଫା ଦେଲେ ସୁର

ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ସହ ନିବିଡ ଭାବେ ସଂଶ୍ଲିଷ୍ଟ ଥିବା ବିଧାୟକ ସୁର ରାଉତାରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ସାନ ପୁଅ ବିଜେଡିରେ ମିଶିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର ରାଉତରାୟ କହିଛନ୍ତି, ତାଙ୍କ ସାନପୁଅ…

କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ହେପାଜତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କେଜ୍ରିୱାଲଙ୍କ ରକ୍ତ ଶର୍କରା ପରିମାଣ ଲଗାତର ଭାବେ କମ୍‌ ବେଶୀ ହେଉଛି। ଅରବିନ୍ଦ କେଜ୍ରିୱାଲଙ୍କ ଶର୍କରା ସ୍ତର ୪୬କୁ ଖସି ଆସିଛି। ତେବେ ରକ୍ତ ଶର୍କରା…

ଥରିଲା ଆଫଗାନିସ୍ଥାନ

ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ ଆଫଗାନିସ୍ତାନରେ ଗୁରୁବାର ସକାଳ ୫.୪୪ ମିନିଟରେ ଏକ ଭୂକମ୍ପ ଘଟିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ମାପ କରାଯାଇଛି। ଏନସିଏସ୍ ତଥ୍ୟ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ…

୧୧ଟା ହେଉଣୁ ବଢୁଛି ଖରା

ବଢୁଛି ତାତି। ଦିନ ୧୧ ଟା ହେଉଣୁ ବଢୁଛି ଖରାର ପ୍ରକୋପ। ଏମିତିକି ବାହାରକୁ ବାହାରିବା ହେଉଛି ମୁସ୍କିଲ।ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ। ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ…