ସିରିଆରେ ବୋମା ବିସ୍ଫୋରଣ

ରବିବାର ସକାଳେ ତୁର୍କୀ ସମର୍ଥକ ବାହିନୀ ଦ୍ୱାରା ଦଖଲ ହୋଇଥିବା ଉତ୍ତର ସିରିଆର ଏକ ବଜାରରେ କାର୍ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ଯୁଦ୍ଧ ମନିଟର ଏହି ସୂଚନା ଦେଇଛନ୍ତି।ମାନବ…

ହଜିଗଲେ ବିଜେଡ଼ରୁ ସିନେ ଷ୍ଟାର

ଦିନେ ବିଜେଡିକୁ ଶକ୍ତିଶାଳୀ କରିଥିବା ବଡ଼ ବଡ଼ ନେତା ଆଜି ଦଳର ହାତ ଛାଡ଼ି ଦେଇଛନ୍ତି । ଜଣକ ପରେ ଜଣେ ସାଂସଦ ତଥା ବିଧାୟକ ଶଙ୍ଖ ଛାଡ଼ି ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଯାହା ଫଳରେ ବିଜେଡି ନିଜର A.A.S.A(Anubhav-Akash-Siddhant-Arindam) ହରାଇ ବସିଛି । ନିର୍ବାଚନରେ ବିପୁଳ ବିଜ ହାସଲ…

ଫାଷ୍ଟାଗ ନିୟମରେ ଏକ ବଡ଼ ପରିବର୍ତ୍ତନ

ମାସ ପରିବର୍ତ୍ତନ ସହ ବଦଳିଯିବ ଆହୁରି ଅନେକ କିଛି ନିୟମକାନୁନ । ୨୦୨୪-୨୫ ଆର୍ଥିକ ବର୍ଷ ଆରମ୍ଭ ହେବା ମାତ୍ରେ ଆପଣଙ୍କ ଜୀବନରେ ଟଙ୍କା ଏବଂ ସଞ୍ଚୟ ସହ ଜଡ଼ିତ ଅନେକ ପ୍ରମୁଖ ନିୟମରେ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି । କାଲିଠାରୁ ଫାଷ୍ଟାଗ୍, ପର୍ସନାଲ ଫାଇନାନ୍ସ, ଇନଭେଷ୍ଟମେଣ୍ଟ ସ୍କିମ ଏବଂ…

ଟ୍ୱିନ ସିଟିରେ ମେଘୁଆ ପାଗ

ଆଜି ସକାଳୁ ସକାଳୁ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଟ୍ୱିନ ସିଟି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ଟ୍ୱିନ ସିଟିରେ ମେଘୁଆ ପାଗ ଅନୁଭୂତ ହୋଇଛି । ସେପଟେ ରାଜ୍ୟରେ ତାପମାତ୍ରା ମଧ୍ୟ…

ଆଜିର ରାଶିଫଳ

ମେଷ: କାମକୁ ଗୁରୁତ୍ୱ ଦେବେ। ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ ଅଛି। ପାରିବାରିକ ସମସ୍ୟାର ସମାଧାନ ହେବ। ଆଜି ସେବକ ଓ ସଫେଇ କର୍ମଚାରୀଙ୍କୁ ସାହାଯ୍ୟ କରନ୍ତୁ, ଶୁଭଫଳ ପାଇବେ। ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକେ ପ୍ରଶଂସା ପାଇବେ। ଏହା ସହିତ ସେମାନଙ୍କ ଲୋକ ସମ୍ପର୍କ ବଢ଼ିବ। ରାସ୍ତାରେ…

ବଢ଼ିଲା ମନରେଗା ମଜୁରୀ

କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪…

ପ୍ରଥମ ଥର ପାଇଁ ସିନ୍ଦେଙ୍କ ଶିବସେନା ପକ୍ଷରୁ

ଲୋକସଭା ନିର୍ବାଚନ ୨୦୨୪ପାଇଁ ସେମାନଙ୍କ ପ୍ରାର୍ଥୀ ଏବଂ ତାରକା ପ୍ରଚାରକଙ୍କ ତାଲିକା କ୍ରମାଗତ ଭାବରେ ପ୍ରକାଶ କରୁଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ପକ୍ଷରୁ ୪୦ ଜଣ ତାରକା ପ୍ରଚାରକଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି।ଶିବସେନାର ଏହି ତାଲିକାରେ କିଛି ନାମ…

୩୦୮୦ କୋଟିର ଡିଲ୍‌ ଗୋପାଳପୁର ବନ୍ଦର

ଦୀର୍ଘଦିନର ମୁଲଚାଲ ପରେ ଶେଷରେ ଶିଳ୍ପପତି ଗୌତମ ଆଦାନି ଗୋପାଳପୁର ବନ୍ଦରକୁ କିଣିଛନ୍ତି। ଏଥି ସହିତ ଓଡ଼ିଶାର ଉତ୍ତର ଓ ଦକ୍ଷିଣ ଭାଗରେ ଥିବା ଦୁଇଟି ଘରୋଇ ବନ୍ଦର ତାଙ୍କ ଅଧୀନକୁ ଆସିଛି। ପୂର୍ବରୁ ଭଦ୍ରକରେ ଥିବା ଧାମରା ବନ୍ଦରକୁ ସେ ଟାଟାଠାରୁ କିଣିଥିଲେ। ଗୋପାଳପୁର ବନ୍ଦରର ସିଂହ ଭାଗ…

ପତ୍ନୀଙ୍କୁ ନେଇ ବଡ଼ ଖୁଲାସା କଲେ

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ସେ ୨୦୧୨ମସିହାରେ ଉପସାନା କୋମିନେନିଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସୁପରଷ୍ଟାର ତାଙ୍କ ପତ୍ନୀ ଉପସାନାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରାମ ଚରଣ ପ୍ରକାଶ କରିଛନ୍ତି ଯେ, ଉପାସନା, ଅଭିନେତ୍ରୀଙ୍କ ସହିତ ମୋର…

ଇତିହାସ ରଚିଲା ସନ୍‌ରାଇଜର୍ସ

ଆଇପିଏଲ୍‌ ଇତିହାସରେ ସନରାଇଜର୍ସ ହାଇଦ୍ରାବାଦ ସର୍ବୋଚ୍ଚ ସ୍କୋର କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ ରନ୍‌ରେ ପରାସ୍ତ କରିଛି। ବୁଧବାର ଆଇପିଏଲ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବୋଲର୍‌ଙ୍କୁ ଟ୍ରାଭିସ୍ ହେଡ୍‌ (୬୨, ୨୪ ବଲ୍‌, ୯ ଚୌକା, ୩ ଛକା), ଅଭିଷେକ ଶର୍ମା…