ପିଆଜର କଳା ପରସ୍ତ ଯୋଗୁଁ ଖାଦ୍ୟ ହୋଇଥାଏ ବିଷାକ୍ତ

ଦୈନଦିନ ଜୀବନରେ ଆବଶ୍ୟକୀୟ ଖାଦ୍ୟରେ ଅନେକ ପ୍ରକାର ଜିନିଷ ବ୍ୟବହାର କରାଯାଇଥାଏ। ପୋଷଣ ନିମନ୍ତେ ଆମେ ପନିପରିବା, ଫଳମୂଳ,ଭାତ, ଡାଲି, ରୁଟି, ମାଛ, ମାଂସ ଆଦି ଖାଇଥାଉ। କିଛି ଜିନିଷକୁ କଞ୍ଚା ଖାଉଥିବା ବେଳେ ଅନେକ କିଛି ଖାଦ୍ୟ ପଦାର୍ଥକୁ ଆମେ ରୋଷେଇ କରି ଖାଇଥାନ୍ତି। ତେବେ ରୋଷେଇ କଲା…

ସାଉଥ୍ ଷ୍ଟାର ଅଜିତଙ୍କ କାର୍ ଦୁର୍ଘଟଣା

ସାଉଥ୍ ଷ୍ଟାର ଅଜିତ କୁମାରଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଫିଲ୍ମ ଶୁଟିଂ ସମୟରେ ଅଜିତଙ୍କ କାର ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଅଜରବୈଜାନରେ ଅଜିତ ତାଙ୍କର ଫିଲ୍ମ ‘ବିଦା ମୁୟାରଚି’ର ଆକ୍ସନ ସିନ୍ ଶୁଟିଂ କରୁଥିବା ଏହି ଅଘଟଣ ଘଟିଥିଲା । ଅଜିତ…

ଏକାଦଶ ଓ ଦ୍ୱାଦଶର ପରୀକ୍ଷା ଫର୍ମାଟ ବଦଳାଇଲା CBSE

ସିବିଏସଇ) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫର୍ମାଟରେ ପରିବର୍ତ୍ତନ କରିବାକୁ ନେଇ ଘୋଷଣା କରିଛି । ଏହି ପରିବର୍ତ୍ତନଗୁଡିକ ଆଗାମୀ ଅଧିବେଶନ ୨୦୨୪-୨୫ ରୁ ଲାଗୁ ହେବ । ସିବିଏସ୍ଇ କହିଛି ଯେ ଏହି ଶ୍ରେଣୀର ପରୀକ୍ଷା ଫର୍ମାଟ୍ ଅନୁଯାୟୀ, ସିବିଏସ୍ଇ ଲମ୍ବା ଚଉଡା ଉତ୍ତର ପରିବର୍ତ୍ତେ…

ଆସୁଛି ଟେସ୍‌ଲା ଟିମ୍

କିଛି ଦିନ ପୂର୍ବରୁ ଭାରତ ସରକାର ନୂତନ ବୈଦ୍ୟୁତିକ ଯାନ ନୀତି (ଇଭି ପଲିସି) ଘୋଷଣା କରିଥିଲେ। ସେବେଠାରୁ ଅଗ୍ରଣୀ ଇଭି କମ୍ପାନୀ ଟେସ୍‌ଲା ଭାରତ ଆସିବାର ସମ୍ଭାବନା ନିଶ୍ଚିତ ହୋଇଥିଲା। ବର୍ତ୍ତମାନ ଭାରତରେ ଟେସଲାର ପ୍ରବେଶ ନିଶ୍ଚିତ ହୋଇଛି। ଟେସଲାର ଏକ ଟିମ୍ ଏପ୍ରିଲ ଶେଷରେ ଭାରତ ଆସିବାକୁ…

୨ ନୂଆ ଏସ୍‌ପି, ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଦୁଇ ଏସ୍‌ପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ନେଇ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି। ରାଉରକେଲା ଏସ୍‌ପି ଭାବେ ବ୍ରିଜେଶ କୁମାର ରାୟ ଏବଂ ଅନୁଗୋଳର ଏସ୍‌ପି ଭାବେ ଉମାକାନ୍ତ ଦାସ ଦାୟିତ୍ୱ ନେଇଛନ୍ତି। କଟକର ନୂଆ ଡିସିପି ଭାବେ ଆର ପ୍ରକାଶ ଦାୟିତ୍ୱ ନେଇଛନ୍ତି। ଏନେଇ ମୁଖ୍ୟ ଶାସନ…

ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ

ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ ଡେମୋକ୍ରାଟ…

ପଞ୍ଜାବ,ଉତ୍ତର ଭାରତରେ ଭୂକମ୍ପର ଝଟକା

ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଗୁରୁବାର ଦିନ ୫.୩ ତୀବ୍ରତାର ଏକ ଭୂକମ୍ପ ଘଟିଛି ଏବଂ ଉତ୍ତର ଭାରତର ଅନେକ ସ୍ଥାନରେ ଏହାର ଝଟକା ଅନୁଭୂତ ହୋଇଛି ।ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ୱ ଏବଂ ବିପର୍ଯ୍ୟୟ) ଓଙ୍କାର ଶର୍ମା ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଭୂକମ୍ପର…

ଆଜିର ରାଶିଫଳ

ମେଷ: ସହଯୋଗୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକ ସମସ୍ୟା ଦୂର ହୋଇଯିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ ଓ ପଢାପଢିରେ ମାନସିକ ଶାନ୍ତି ମିଳିବ । ରାଜନୀତି କ୍ଷେତ୍ରରେ ସମସ୍ୟା ଦୂରହେବା ଫଳରେ ଆଶ୍ୱସ୍ତି ଲାଭ କରିବେ। ବୃଷ: ଶତ୍ରୁମାନେ ଦୂରେଇ ଯିବା ଫଳରେ…

ତାତିରୁ ନିସ୍ତାର ନାହିଁ

ଆସନ୍ତା ୬ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଯାହାକୁ ନେଇ କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ରାଜ୍ୟରେ ଉଷ୍ମ ରାତିର ସ୍ଥିତି ଜାରି ରହିବ। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆର୍ଦ୍ରତା ରହୁଛି ବୋଲି…

ଗଣଶିକ୍ଷା ବିଭାଗର ନିଷ୍ପତ୍ତି: ସ୍କୁଲରେ ମିଳିବ ପାଣି ପିଇବା ପାଇଁ ବ୍ରେକ୍

ରାଜ୍ୟରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ସ୍କୁଲରେ ପାଣି ପିଇବାକୁ ପିଲା ମାନଙ୍କୁ ବିରତି ମିଳିବ। ନିୟମିତ ବ୍ୟବଧାନରେ ଜଳ ବିରତି ଘଣ୍ଟି ବଜାଇବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ନିଆଯାଇଛି ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ଏବେ ସକାଳୁଆ ଚାଲୁଥିବାରୁ ସକାଳ ୮ଟା ୩୦,…