ସ୍ୱଳ୍ପ ଦରମା ପାଉଥିବା ବ୍ୟକ୍ତିଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ

ଅଧିକ ରୋଜଗାର କରିବା ପାଇଁ ପୁରୁଷମାନେ ଅତ୍ୟଧିକ ସମୟ ଅଫିସରେ ଅତିବାହିତ କରନ୍ତି। ଅଧିକ ଟଙ୍କା ପାଇବା ପାଇଁ ନିର୍ଦ୍ଧାରିତ ସମୟ ଯାଏ କାମ ସାରିବା ପରେ ମଧ୍ୟ ଅତିରିକ୍ତ ସମୟ ନେଇ କାମ କରନ୍ତି। ଫଳରେ ଚାକିରିଟି ଚାପଗ୍ରସ୍ତ ହୋଇଯାଏ। ଅନ୍ୟପଟେ ସ୍ୱଳ୍ପ ବେତନ ପାଇବା ପୁରୁଷମାନେ ମଧ୍ୟ ଅତ୍ୟଧିକ…

ସିଭିଲ୍ ସର୍ଭିସ କୋଚିଂ

ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରାଯାଇଥିଲା । ଏନେଇ ଗତବର୍ଷ ମାର୍ଚ୍ଚ ମା୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ସହିତ ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ । ମୋଟ ୮ ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ…

ଥରିଲା ଚୀନ୍

ଚୀନ୍‌ର କିଙ୍ଘଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଭୂକମ୍ପ ଉତ୍ତର-ପଶ୍ଚିମ ଚୀନ୍‌ର କିଙ୍ଘଇ ପ୍ରଦେଶର ମାଙ୍ଗ୍ୟା ସହରରେ ଘଟିଥିବା ଏହି ଭୂକମ୍ପର…

ବଢ଼ିଲା ୪୧% ଇଲେକ୍ଟ୍ରିକ୍ ଯାନ

ଇଲେକ୍ଟ୍ରିକ୍ ଯାନ (ଇଭି) ଉପରେ କେନ୍ଦ୍ର ସରକାର ଦେଉଥିବା ସବ୍‌ସିଡି କମ୍ କରିବା ପରେ ମଧ୍ୟ ତାହାର ଗ୍ରହଣୀୟତା ପ୍ରଭାବିତ ହୋଇନାହିଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଇଭି ବିକ୍ରିରେ ୪୧ ପ୍ରତିଶତ ବୃଦ୍ଧି ଘଟିଛି। ଏହି ବର୍ଷ ୧୬ ଲକ୍ଷରୁ ଅଧିକ ଇଭି ବିକ୍ରି ହୋଇଛି। ୨୦୨୨-୨୩ରେ ଦେଶରେ ୧୧ ଲକ୍ଷ…

କେକେଆର୍‌ର ବଡ଼ ବିଜୟ

 ଚଳିତ ଆଇପିଏଲ୍‌ରେ  କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ବଡ଼ ବିଜୟ ପାଇଛି। ବିଶାଖାପାଟଣାର ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ବୁଧବାର କେକେଆର୍‌ ୧୦୬ ରନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ୨୭୩ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ପ୍ରାରମ୍ଭିକ…

ଆଜିର ରାଶିଫଳ

ମେଷ: ଶତ୍ରୁମାନେ ପରାଜିତ ହୋଇ ଆକସ୍ମିକ ଧନଲାଭ ହେବା ଦ୍ୱାରା ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ । କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ପ୍ରଶଂସା ପାଇବେ । ମାଲିମକଦ୍ଦମାରେ ସଫଳତା ପାଇବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବୃଷ: ଆର୍ଥିକ ଉନ୍ନତି ଫଳରେ ଚିନ୍ତା…

କଡ଼ା ନଜର ରଖିବ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ

ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ସୀମାରେ ଆଇନ ଶୃଙ୍ଖଳା ପରିସ୍ଥିତି, ବେଆଇନ କାର୍ଯ୍ୟକଳାପ ରୋକିବା ଏବଂ ଏହା ଉପରେ କଡ଼ା ନଜର ରଖିବା ପାଇଁ ଆଜି ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମୀକ୍ଷା…

ଜାପାନରେ ସୁନାମି ଆଲର୍ଟ

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ ଭୂକମ୍ପର ତୀବ୍ରତା ୭.୪ ବୋଲି ଆକଳନ କରାଯାଇଛି। ତାଇୱାନରେ ହୋଇଥିବା ଭୂକମ୍ପ ଯୋଗୁ ଦକ୍ଷିଣ ଜାପାନରେ ସୁନାମି ହେବାର ସମ୍ଭାବନା ରହିଛି। ଜାପାନ ପ୍ରଶାସନ ସୁନାମି ଚେତାବନୀ ଦେଇଛି। ଜାପାନ କହିଛି ଯେ, ସୁନାମିର ପ୍ରଥମ ତରଙ୍ଗ ଏହାର ଦୁଇଟି…

ସିଜୁଛି ଓଡିଶା

ଆଜି ରାଜ୍ୟର ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଅତିକ୍ରମ କରିଛି । ଏଥିରେ ସର୍ବାଧିକ ତାପମାତ୍ରା ବୌଦ୍ଧ ଜିଲ୍ଲାରେ ଅନୁଭୁତ ହୋଇଛି । ଏହି ଜିଲ୍ଲାରେ ୪୧.୮ ଡିଗ୍ରୀ ରହି ସର୍ବାଧିକ ରେକର୍ଡ କରିଛି । ସେହିଭଳି ମାଲକାନଗିରିରେ ୪୧.୬, ଟିଟିଲାଗଡ଼ ଓ ବଲାଙ୍ଗିରରେ ୪୧.୫ ଡିଗ୍ରୀ ରହିଛି…

ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୨୦୨୪ ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଧାନସଭା : ବ୍ରଜରାଜନଗର-ଅଳକା ମହାନ୍ତି ଝାରସୁଗୁଡା – ଦିପାଳି ଦାସ ଆଠମଲ୍ଲିକ – ନଳୀନ କାନ୍ତ ପ୍ରଧାନ ତଳସରା –ବିଜୟ ଟପ୍ପୋ ସୁନ୍ଦରଗଡ-ଯୋଗେଶ ସିଂ ବଣାଇ – ଭୀମସେନ ଚୌଧୁରୀ ବାରିପଦା –…