ସିବିଏସଇ) ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫର୍ମାଟରେ ପରିବର୍ତ୍ତନ କରିବାକୁ ନେଇ ଘୋଷଣା କରିଛି । ଏହି ପରିବର୍ତ୍ତନଗୁଡିକ ଆଗାମୀ ଅଧିବେଶନ ୨୦୨୪-୨୫ ରୁ ଲାଗୁ ହେବ । ସିବିଏସ୍ଇ କହିଛି ଯେ ଏହି ଶ୍ରେଣୀର ପରୀକ୍ଷା ଫର୍ମାଟ୍ ଅନୁଯାୟୀ, ସିବିଏସ୍ଇ ଲମ୍ବା ଚଉଡା ଉତ୍ତର ପରିବର୍ତ୍ତେ କନସେପ୍ଟ ଏପ୍ଲିକେସନ୍ ପ୍ରଶ୍ନ ଉପରେ ଧ୍ୟାନ ଦେବ ।ଏହାର ମୁଖ୍ୟ କାରଣ ହେଉଛି ଛାତ୍ରଛାତ୍ରୀମାନେ ବାସ୍ତବ ଜୀବନରେ ଏହି କନସେପ୍ଟଗୁଡ଼ିକୁ କେତେ ବୁଝିବାରେ ସକ୍ଷମ ହେଉଛନ୍ତିି ।ସିବିଏସଇ ଅଧିକାରୀଙ୍କ ଅନୁଯାୟୀ, ଏକାଧିକ ବିକଳ୍ପ ପ୍ରଶ୍ନ (ଏମସିକ୍ୟୁ), ମାମଲା ଆଧାରିତ ପ୍ରଶ୍ନ, ଉତ୍ସ-ଆଧାରିତ ଇଣ୍ଟିଗ୍ରେଟେଡ୍ ପ୍ରଶ୍ନ କିମ୍ବା କନସେପ୍ଟ ଏପ୍ଲିକେସନ ପ୍ରଶ୍ନର ଶତକଡ଼ା ୪୦ ରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଯେଉଁଠାରେ କ୍ଷୁଦ୍ର ଏବଂ ଲମ୍ବା ଉତ୍ତର ସହିତ ଅନ୍ୟାନ୍ୟ ପ୍ରଶ୍ନର ଶତକଡ଼ା ୪୦ ରୁ ୩୦ ପ୍ରତିଶତକୁ ହ୍ରାସ କରାଯାଇଛି । ଆଶା କରାଯାଏ ଯେ ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପଦ୍ଧତିରେ ଏକ ପରିବର୍ତ୍ତନ ଆଣିବ ଏବଂ ସେମାନେ ଧାରଣାଗୁଡ଼ିକୁ ଘୋଷିବା ଅପେକ୍ଷା ଅଧିକ ବୁଝିବା ଦିଗରେ ବୃଦ୍ଧି ପାଇବ ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post