Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ୍
ପୁଣି ପଞ୍ଚମ ଥର ପାଇଁ ଋଷିଆର ରାଷ୍ଟ୍ରପତ ହୋଇଛନ୍ତି ଭ୍ଲାଦିମିର ପୁଟିନ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ ମିଳିଛି । ଏବେ ସେ ଆଗାମୀ ୬ବର୍ଷ ପାଇଁ ଶାସନରେ ରହିବେ । କହି ରଖୁଛୁ କି ଗତ ୨୪ବର୍ଷରେ ପୁଟିନଙ୍କୁ ପରାସ୍ତ କରିବାରେ କେହି ସକ୍ଷମ ହୋଇନାହାନ୍ତି । ୟୁକ୍ରେନ…
ଲଗାତର ପଞ୍ଚମଥର ପାଇଁ ହେବେ ରାଷ୍ଟ୍ରପତି ପୁଟିନ
ଭ୍ଲାଡିମିର ପୁଟିନ ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ପୁଟିନ ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି। ପ୍ରାରମ୍ଭିକ ଧାରା ଅନୁଯାୟୀ ପୁଟିନଙ୍କୁ ପ୍ରାୟ ୮୮ ପ୍ରତିଶତ ଭୋଟ ମିଳିଛି। ଗତ ୨୫ ବର୍ଷ ମଧ୍ୟରେ ପୁଟିନଙ୍କୁ କେହି ପରାସ୍ତ କରିବାରେ ସକ୍ଷମ ହୋଇ ନାହାଁନ୍ତି,…
ଦୁଇ ଦେଶ ମଧ୍ୟରେ ବଢ଼ିଲା ବିବାଦ
ଆଫଗାନିସ୍ତାନରେ ପାକିସ୍ତାନୀ ଏୟାର ଷ୍ଟ୍ରାଇକକୁ ତାଲିବାନ ମୁହଁତୋଡ ଜବାବ ଦେଇଛି। ତାଲିବାନ ସୈନ୍ୟମାନେ ଡୁରାଣ୍ଡ ଲାଇନ ନିକଟରେ ପାକିସ୍ତାନୀ ସାମରିକ ପୋଷ୍ଟକୁ ଧ୍ୱଂସ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ଉଦ୍ଦେଶ୍ୟରେ ଆଫଗାନିସ୍ତାନ ଗଣମାଧ୍ୟମ ଏହି ଆକ୍ରମଣକୁ ନିଶ୍ଚିତ କରିଛି।…
ଟ୍ରମ୍ପ୍ ମାନସିକ ଦୃଷ୍ଟିରୁ ଅଯୋଗ୍ୟ : ବାଇଡେନ
ଆାମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ସରଗରମ ହେଉଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ସେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନ ହୁଅନ୍ତି ତେବେ ଆମେରିକୀୟ ଗଣତନ୍ତ୍ରର ଅନ୍ତ ଘଟିବ ଏବଂ ସମଗ୍ର ଦେଶରେ ରକ୍ତପାତ ହେବ। ୨୦୨୦…
ୟୁକ୍ରେନ୍ରେ ଆକ୍ରମଣ ବୃଦ୍ଧି
ରୁଷ ସ୍ଥିତ ବେଲଗୋରୋଡ଼ରେ ୟୁକ୍ରେନ୍ ଆକ୍ରମଣ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ରୁଷରେ ସୋମବାର ଏବଂ ମଙ୍ଗଳବାର ସମସ୍ତ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ ରହିବ ବୋଲି ଅଞ୍ଚଳର ରାଜ୍ୟପାଳ ଘୋଷଣା କରିଛନ୍ତି । ୟୁକ୍ରେନ୍ ସୀମାରେ ବେଲଗୋରୋଡ଼ ଥିବାରୁ ଏହା ଅଧିକ ପ୍ରଭାବିତ ହେବାର ସମ୍ଭାବନା…
ଋଷ୍ ରେ ଚାଲିଛି ମତଦାନ
ଗତକାଲି ଠାରୁ ରୁଷ ନିର୍ବାଚନ ମତଦାନ ଆରମ୍ଭ ହୋଇଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଦେଶର ୧୧ଟି ଟାଇମ୍ ଜୋନ୍ରେ ମତଦାନ ହେବ । ଏହି ନିର୍ବାଚନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶାସନକୁ ଆଉ ୬ ବର୍ଷ ବୃଦ୍ଧି କରିବ ବୋଲି ନିଶ୍ଚିନ୍ତ ହୋଇଛି । କାରଣ ସେ ତାଙ୍କ ପଞ୍ଚମ…
ପଞ୍ଚମ ଥର ପାଇଁ ଶାସନ କ୍ଷମତା ହାତେଇ ପାରନ୍ତି ପୁଟିନ
ୟୁକ୍ରେନ ସହିତ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ରୁଷିଆରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଆଜି ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭ୍ଲାଦିମିର ପୁଟିନ ପୁଣି ଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଛିଡା ହୋଇଛନ୍ତି। ପୁଟିନ ପଞ୍ଚମ ଥର କ୍ଷମତାକୁ ଫେରିବେ ବୋଲି ଆଶା କରାଯାଉଛି। ଏହା…
ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ
ଇରାନର ବାଣ ମହୋତ୍ସବରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାର ଲୋକ ଆହତ ହୋଇଛନ୍ତି। ଏହି ଘଟଣା ରାଜଧାନୀ ତେହେରାନରେ ଘଟିଛି ଯେଉଁଠାରେ ନଓରୁଜ ପୂର୍ବରୁ ଇରାନୀମାନେ ଗତ ବୁଧବାର ଦିନ ପାଳନ କରିବାକୁ ଏକତ୍ରିତ ହୋଇଥିଲେ।ଇରାନ ଜାତୀୟ ମେଡିକାଲ ଜରୁରୀକାଳୀନ ସଂଗଠନର…
ପରମାଣୁ ଧମକ ଦେଲେ ପୁଟିନ
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଆମେରିକା ତା’ର ରେଡ୍ ଲାଇନ୍ ଅତିକ୍ରମ କରି ୟୁକ୍ରେନକୁ ସୈନ୍ୟ ପଠାଇବ ତେବେ ରୁଷ୍ ପରମାଣୁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି। ଚଳିତ ସପ୍ତାହରେ ନିର୍ବାଚନର କିଛି ଦିନ ପୂର୍ବରୁ ସରକାରୀ ଗଣମାଧ୍ୟମକୁ…
ଥରିଲା ଆଫଗାନିସ୍ତାନ
ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୩ରେ ମାପ କରାଯାଇଛି। ଏହାର କେନ୍ଦ୍ର ଭୂମିଠାରୁ ୧୪୬ କିଲୋମିଟର ଗଭୀର ଥିଲା। ପାକିସ୍ତାନର କିଛି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ଖବର ନାହିଁ, କିନ୍ତୁ ଭୂକମ୍ପର…