Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Browsing Category
World
All world wide news update will uploaded
ଟ୍ରମ୍ପଙ୍କୁ କଲେ ପରାସ୍ତ ନିକ୍କି ହାଲି
କଲମ୍ବିଆରେ ଅନୁଷ୍ଠିତ ପ୍ରାଥମିକ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ନିକ୍କି ହାଲି ୨୦୨୪ର ପ୍ରଥମ ବିଜୟ ହାସଲ କରିଥିଲେ। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଥିରେ ନିକ୍କି ହେଲି ଅନେକ ପ୍ରତିନିଧିଙ୍କ ସମର୍ଥନ ପାଇବେ…
ପାକିସ୍ତାନରେ ପ୍ରବଳ ବର୍ଷା
ପାକିସ୍ତାନରେ ପ୍ରବଳ ବର୍ଷା ହେଉଛି। ପାକିସ୍ତାନରେ ଲଗାତର ବର୍ଷା ପରେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବର୍ଷା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୭ ଜଣ ଲୋକ ପ୍ରାଣ ହରାଇ ସାରିଲେଣି। ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ ଏପରି ପରିସ୍ଥିତି ସୃଷ୍ଟ ହୋଇଥିବା ଅଧିକାରୀମାନେ ରବିବାର ଏହି…
ଚର୍ଚ୍ଚାରେ ବାଇଡେନ୍
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବାରମ୍ବାର କ୍ୟାମେରା ଆଗରେ ତାଙ୍କର ବାକ୍-ସ୍ଖଳନକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଏଥର ସେ ଆମେରିକା ଗାଜାପଟିରେ ଆକାଶମାର୍ଗରୁ ଖାଦ୍ୟପୁଡ଼ିଆ ପକାଇବ ବୋଲି କହୁ କହୁ ଗାଜା ସ୍ଥାନରେ ‘ୟୁକ୍ରେନ୍’ ବୋଲି କହିଦେଇଛନ୍ତି। ନିଜ ପାଖରେ ଇଟାଲୀ ପ୍ରଧାନମନ୍ତ୍ରୀ…
ଅଲ୍ଟମ୍ୟାନ୍ଙ୍କୁ କୋର୍ଟକୁ ଟାଣିଲେ ମସ୍କ
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଚାଟ୍ଜିପିଟି ନିର୍ମାତା ଓପନ୍ଏଆଇ ତଥା ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ସାମ୍ ଅଲ୍ଟମ୍ୟାନ୍ଙ୍କୁ ଚୁକ୍ତି ଖିଲାପି ଅଭିଯୋଗରେ କୋର୍ଟର କାଠଗଡ଼ାକୁ ଟାଣିଛନ୍ତି। ବ୍ୟବସାୟିକ ଲାଭ ପରିବର୍ତ୍ତେ ମାନବ ଜାତିର ସୁବିଧା ପାଇଁ ଆର୍ଟିଫିସିଆଲ…
ଗାଜାରେ ଇସ୍ରାଏଲର ଗୁଳିବର୍ଷା
ଗାଜାର ଦକ୍ଷିଣ ପଶ୍ଚିମ ଅଂଚଳରେ ଆଜି ଭୟାନକ ସ୍ଥିତି ଉପୁଜିଛି। ରିଲିଫ୍ ସାମଗ୍ରୀ ପାଇଁ ସମବେତ ହୋଇଥିବା ଭିଡ଼ ଭିତରୁ କିଛି ଲୋକ ଇସ୍ରାଏଲ ସୈନିକଙ୍କ ଉପରେ ଆକ୍ରମଣ କରିବାରୁ ଇସ୍ରାଏଲ ଏହାର ଜବାବରେ ପ୍ରବଳ ଗୁଳିବର୍ଷା କରିଛି। ଏଥିରେ ୧୦୪ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ…
ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଇଡେନଙ୍କ ଡାକ୍ତର କେଭିନ ଓ’କନୋର କହିଛନ୍ତି, ସେ ଡ୍ୟୁଟି ପାଇଁ ଫିଟ୍ ଅଛନ୍ତି। ହ୍ବାଇଟ୍ ହାଉସ ବାଇଡେନଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୂଚନା ଶେୟାର କରିଛି। ସେ ତାଙ୍କ କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଫିଟ୍ ଏବଂ…
ଗାଜାରେ ଦୁର୍ଭିକ୍ଷ ଭଳି ସ୍ଥିତି
ଇସ୍ରାଏଲ-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହି ଯୁଦ୍ଧ ଯୋଗୁଁ ପୁଣି ଥରେ ଗାଜାରେ ମାନବିକ ସଙ୍କଟ ସୃଷ୍ଟି ହୋଇଛି। ଉତ୍ତର ଗାଜାରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗାଜାର ଲୋକମାନେ ଭୋକଉପାସରେ ଦିନ କାଟୁଛନ୍ତି। ଜାନୁଆରି ୨୩ ପରଠାରୁ ଉତ୍ତର ଗାଜାର ଲୋକଙ୍କ ପାଖରେ କୌଣସି…
ଇସ୍ରାଏଲ-ହମାସ୍ ଯୁଦ୍ଧ ଜାରି
ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୯୦ ଜଣ ପାଲେଷ୍ଟିନୀୟ ନିହତ ହୋଇଥିବା ବେଳେ ୧୬୪ ଜଣ ଆହତ ହୋଇଛନ୍ତି। ଏହା ଭିତରେ ଅନେକ ନିରୀହ ପାଲେଷ୍ଟିନୀୟଙ୍କ ଜୀବନ ବି ପେଷିହୋଇ ଯାଉଛି। ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଅଦ୍ୟାବଧି…
ଇସ୍ରାଏଲ ହମାସ ଯୁଦ୍ଧ ବନ୍ଦ ହୋଇଯିବ : ବାଇଡେନ
ପାଞ୍ଚ ମାସରୁ ଅଧିକ ସମୟ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭, ୨୦୨୩ରେ, ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରି ଶହ ଶହ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହା ପରେ, ଇସ୍ରାଏଲ ଦୃଢ ପ୍ରତିଶୋଧ ଏବଂ ଆପୋଷ ବୁଝାମଣା କରି ଏହାର କିଛି ଲୋକଙ୍କୁ ମୁକ୍ତ କଲା।…
ଟ୍ରମ୍ପଙ୍କଠାରୁ ପରାଜିତ ହେଲେ ନିକି
ନିଜ ଦଳ ରିପବ୍ଲିକାନ୍ ପାର୍ଟିର ଆଭ୍ୟନ୍ତରୀଣ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ପ୍ରତିଦ୍ବନ୍ଦ୍ବୀ ରାଷ୍ଟ୍ରପତି ପ୍ରାର୍ଥୀ ନିକି ହାଲିଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରାଜିତ କରିଛନ୍ତି। ଶନିବାର ଅନୁଷ୍ଠିତ ଏହି ପ୍ରାଥମିକ ମନୋନୟନ ପ୍ରକ୍ରିୟାରେ ନିକିଙ୍କୁ ତାଙ୍କ…