Browsing Category

World

All world wide news update will uploaded

ଆମେରିକାରେ ଗୁଳିକାଣ୍ଡ

ଗତକାଲି ଆମେରିକାରେ ଟେକ୍ସାସ୍‌ର ରାଉଣ୍ଡ ରକ୍‌ ପାର୍କ ଓ ମିସିଗାନ୍‌ର ୱାଟର ପାର୍କରେ ଗଣ-ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ‌ବେଳେ ତିନି ଶିଶୁଙ୍କ ସହ ୧୬ ଆହତ ହୋଇଛନ୍ତି। ଗତକାଲି ସଂଧ୍ୟାରେ ଟେକ୍ସାସ୍‌ ରାଉଣ୍ଡ୍‌ ରକ୍‌ ପାର୍କରେ ଏକ ଉତ୍ସବ ଆୟୋଜିତ ହୋଇଥିଲା।…

୮ ଇସ୍ରାଏଲ୍ ସୈନିକ ମୃତ

ଇସ୍ରାଏଲର ୮ ସୈନିକ ପ୍ରାଣ ହରାଇଛନ୍ତି। ଦକ୍ଷିଣ ଗାଜାର ରାଫାରେ ଏକ ଆଇଇଡି ବିସ୍ଫୋରଣରେ ଏହି ଘଟଣା ଘଟିଛି ।ଗତ ଜାନୁଆରୀ ପରଠାରୁ ରାଫାରେ ଇସ୍ରାଏଲ ବିରୋଧରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ଭୟଙ୍କର। ବିସ୍ଫୋରଣରେ ପ୍ରାଣ ହରାଇଥିବା ଇସ୍ରାଏଲ ସୈନିକଙ୍କ ମଧ୍ୟରେ ଅଛନ୍ତି…

ଇଭିଏମ୍‌କୁ ନେଇ ବଡ଼ ଏଲନ ମସ୍କଙ୍କ ବଡ଼ ବୟାନ -AI ସହାୟତାରେ ଇଭିଏମ୍‌କୁ ହ୍ୟାକ୍‌ କରାଯାଇପାରିବ

ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ଟେସ୍‌ଲା ଏବଂ ସ୍ପେଶ୍‌ଏକ୍ସ ଭଳି କମ୍ପାନୀର ମାଲିକ ଏଲନ ମସ୍କ ଇଲେକ୍ଟୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)କୁ ନେଇ ବଡ଼ ବୟାନ ଦେଇଛନ୍ତି। ଇଭିଏମ୍‌କୁ ଏଆଇ(ଆର୍ଟିଫିଶିଆଲ ଇଣ୍ଟେଲିଜେନ୍ସ)ସହାୟତାରେ ହ୍ୟାକ୍‌ କରିଦିଆଯାଇପାରେ। ଏଣୁ ତାକୁ ହଟାଇ ଦେବା…

ଋଷିଙ୍କ ଦଳ ପରାଜିତ ହେବ?

ଜୁଲାଇ ୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ​​ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କ ନେତୃତ୍ୱରେ ଶାସକ କଞ୍ଜରଭେଟିବ୍ ପାର୍ଟି ଏଥର ପୋଛି ହୋଇଯିବ। ଏହା ମଧ୍ୟ ସୁନାକଙ୍କ ପାର୍ଟି ପାଇଁ ଏକ ଗମ୍ଭୀର ଚିତ୍ର ଉପସ୍ଥାପନ କରିଛି। ସଦ୍ୟତମ ସର୍ବେକ୍ଷଣରେ କିର ଷ୍ଟାର୍ମରଙ୍କ ଲେବର ପାର୍ଟିକୁ…

ଯୁଦ୍ଧ ନୁହେଁ ବରଂ ପରସ୍ପର ମଧ୍ୟରେ ବାଣିଜ୍ୟ ଯୁଦ୍ଧ 

ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ଲଢ଼େଇ’ ଉଭୟ ଦେଶ ଉପରେ ଅଧିକ ପ୍ରଭାବ ପକାଉଛି । ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ୧ ଲକ୍ଷ ଚାକିରି ଚାଲିଯିବା ସହ କୋଟି କୋଟି ଟଙ୍କା କ୍ଷତି ମଧ୍ୟ ହୋଇଛି ।ଏହା ଏକ ସୀମା ଯୁଦ୍ଧ ନୁହେଁ ବରଂ ପରସ୍ପର ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ । ତଥାପି ଏହାର ତାର…

ପାରା ଏବଂ ଗୁଣ୍ଡୁଚିମୂଷାଙ୍କ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ୱ – ଗର୍ଭନିରୋଧକ ବଟିକା ଦେବାକୁ ଯୋଜନା

ଅତୀତରେ ରାଜା ଏବଂ ସମ୍ରାଟମାନଙ୍କ ପାଇଁ ପରାରା ଏକ ଦୂତର କାର୍ଯ୍ୟ ତୁଲାଉଥିଲା। ମାତ୍ର ଏବେ ପାରା ମଣିଷ ଏବଂ ପ୍ରକୃତି ପାଇଁ ବିପଦ ପାଲଟିଛି। ଆମେରିକୀୟ ଏବଂ ୟୁରୋପୀୟ ବୈଜ୍ଞାନିକମାନେ ଏହା କହିଛନ୍ତି। ଏହି କାରଣରୁ ବର୍ତ୍ତମାନ ଏହି ପାରା ଏବଂ ଗୁଣ୍ଡୁଚିମୂଷାଙ୍କ ସଂଖ୍ୟା ହ୍ରାସ ଉପରେ…

ଯୁଦ୍ଧ ବନ୍ଦ ଲାଗି ପୁଟିନଙ୍କ ସର୍ତ୍ତ

ଯୁଦ୍ଧ ବନ୍ଦ ଲାଗି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରଖିଲେ ସର୍ତ୍ତ। ଯଦି ନାଟୋରେ ଯୋଗଦେବା ଲାଗି କରିଥିବା ଯୋଜନାକୁ ୟୁକ୍ରେନ ରଦ୍ଦ କରେ ତେବେ ରୁଷିଆ ତୁରନ୍ତ ଅସ୍ତ୍ରବିରତି ଘୋଷଣା କରିବ। ଏହାସହ ୟୁକ୍ରେନର ଚାରିଟି ଅଧିକୃତ ଅଞ୍ଚଳରୁ ରୁଷିଆ ନିଜର ସୈନ୍ଯ ପ୍ରତ୍ଯାହାର କରିବ ବୋଲି…

ରାମଫୋସା ପୁଣି ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ ସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଭାବରେ ମନୋନୀତ କରିଛି। ରାମାଫୋସା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଅଟନ୍ତି।

୯ ଘଣ୍ଟା ଉଡ଼ାଣ ପରେ ଫେରିଲା ଲଣ୍ଡନ ବିମାନ

ବିମାନଯାତ୍ରୀଙ୍କ ପାଇଁ ଆଉ ଏକ ଭୟଙ୍କର ଅଭିଜ୍ଞତା ମିଳିଛି। ବ୍ରିଟିଶ ଏୟାରୱେଜ୍‌ର ଏକ ବିମାନ ଲଣ୍ଡନରୁ ପାଖାପାଖି ୩୦୦ ଯାତ୍ରୀଙ୍କୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାକୁ ୯ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ ଭରିବା ପରେ ପୁଣି ସେହି ମୂଳ ବିମାନବନ୍ଦରରେ ଅବତରଣ କରିଛି। ବିମାନଟି ଆଟଲାଣ୍ଟିକ୍ ମହାସାଗର…

ଇଟାଲୀରେ ପହଞ୍ଚିଲେ ମୋଦି

୫୦ତମ ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଇଟାଲୀରେ ପହଞ୍ଚିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମିଲୋନିଙ୍କ ସହ ସାକ୍ଷାତ କରି ମୋଦି ବିଭିନ୍ନ ଆଲୋଚନା କରିବେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ଏଥିସହିତ ସେ କାନାଡା, ଫ୍ରାନ୍ସ, ଜର୍ମାନୀ…