Trending
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Browsing Category
World
All world wide news update will uploaded
ଇରାକ ବିମାନ ହଠାତ୍ କାହିଁକି କୋଲକାତାରେ ଅବତରଣ କଲା
କିଡନୀ ଚିକିତ୍ସା ପାଇଁ ଚାଇନା ଯାଉଥିବା ଇରାକର ଜଣେ ନାବାଳିକା ବିମାନରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ବାଟରେ ଯେତେବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲା, ସେତେବେଳେ ଇରାକ ଏୟାରୱେଜ ବିମାନ କୋଲକାତାକୁ ପଠାଗଲା ଏବଂ ଜରୁରୀକାଳୀନ ଅବତରଣ ମଧ୍ୟ କରାଯାଇଥିଲା।…
ଶିଗେରୁ ଇଶିବା ହେବେ ଜାପାନର ପ୍ରଧାନମନ୍ତ୍ରୀ
ଜାପାନର ଏଲଡିପି ନିର୍ବାଚନରେ ଶିଗେରୁ ଇଶିବା ବିଜୟୀ ହୋଇଛନ୍ତି। ଫଳରେ ଫୁମିଓ କିସିଦାଙ୍କ ସ୍ଥାନରେ ସେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗତ ମାସରେ ଫୁମିଓ କିସିଦା ଇସ୍ତଫା ଦେଇଥିଲେ । ଦ୍ବିତୀୟ ରାଉଣ୍ଡ ମତଦାନରେ ଶିଗେରୁ ଇଶିବା କଠୋର ଜାତୀୟତାବାଦୀ ସାନେତକେ…
ଟ୍ରମ୍ପ୍ଙ୍କୁ ହତ୍ୟା ଷଡ଼ଯନ୍ତ୍ର
ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ପ୍ରକାଶ କରିଛି। ଆମେରିକାରେ ଅରାଜକତା ଏବଂ ଅସ୍ଥିରତା ବିସ୍ତାର…
ବନ୍ଦ ହୋଇଯିବ ଯୁଦ୍ଧ
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ ଛାଡି ନାହାଁନ୍ତି। ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି…
ଜାପାନରେ ଭୂକମ୍ପ
ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।ଜାପାନ ପାଣିପାଗ ବିଭାଗ କହିଛି ଯେ, ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ଉପକୂଳବର୍ତ୍ତୀ ବାସିନ୍ଦା ୫.୯…
ଲେବାନନ୍କୁ ଆକ୍ତାମାକ୍ତା କଲାଣି ଇସ୍ରାଏଲ୍
ସୋମବାର, ଦକ୍ଷିଣ ଲେବାନନ୍ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍ ଯୁଦ୍ଧବିମାନ ଆକ୍ରମଣ କରିଛି। ଏଥିରେ ଅତିକମ୍ରେ ୨୭୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୦୦ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୧ ଶିଶୁ ଓ ୩୧ ମହିଳା ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ହେବା…
ନେତାନ୍ୟାହୁଙ୍କ ଚେତାବନୀ
ଲେବାନନରେ ବିସ୍ଫୋରଣ ହେବା ପରେ ହିଜବୁଲ ମୁଖ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଦାବି କରିଥିଲେ। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜବୁଲ୍ଲାକୁ ରବିବାର ଚେତାବନୀ ଦେଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତେଲ ଆଭିଭ…
ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩% ଭୋଟ୍ ପାଇଥିବା ସୂଚନା ମିଳିଛି।
ଫଳାଫଳ ଅନୁଯାୟୀ, ନ୍ୟାଶନାଲ ପିପୁଲ୍ ପାଓ୍ବାର (ଏନ୍ପିପି)ର ନେତା…
ଇସ୍ରାଏଲ୍ କଲା ବୋମାମାଡ଼
ଯୁଦ୍ଧରେ ଘରଦ୍ୱାର ହରାଇ ପାଲେଷ୍ଟିନୀୟମାନେ ଗାଜା ସିଟିର ଏକ ସ୍କୁଲ୍ରେ ଆଶ୍ରୟ ନେଇଥିବାବେଳେ ସେଠାରେ ଇସ୍ରାଏଲ୍ ବୋମାମାଡ଼ କରିଛି। ଏଥିରେ ଅନୂ୍ୟନ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଅଲ୍-ଜେଇଟୁନ୍ ସ୍କୁଲ୍ ଉପରେ ବୋମାମାଡ଼ କରି ଇସ୍ରାଏଲ୍ ଭୟଙ୍କର ଗଣହତ୍ୟା କରିଥିବା ଗାଜାର ସରକାରୀ…
ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ
ଲେବାନନ୍ରେ ହେଜବୁଲ୍ଲା ଆତଙ୍କବାଦୀ ବ୍ୟବହାର କରୁଥିବା ପେଜର୍ ଓ ୱାକିଟକିରେ ବିସ୍ଫୋରଣ ଘଟାଇ ଇସ୍ରାଏଲ ‘ନୂଆ ଯୁଦ୍ଧ’ ଆରମ୍ଭ କରିଛି। ଇସ୍ରାଏଲ ଆଜି ପୁଣିଥରେ ଦକ୍ଷିଣ ଲେବାନନ୍ରେ ଇସ୍ଲାମିକ ଚରମପନ୍ଥୀ ସଂଗଠନ ହେଜବୁଲ୍ଲାର ୧୫୦ରୁ ଅଧିକ ଆଡ଼ା ଉପରେ ଭୟଙ୍କର ଆକ୍ରମଣ କରିଛି। ଇସ୍ରାଏଲ…