Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
World
All world wide news update will uploaded
ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ୪୫ ବର୍ଷ ଜେଲ
ପୂର୍ବ ଆମେରିକୀୟ ଦେଣ ହଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଅର୍ଲାଣ୍ଡୋ ହର୍ନାଡେଜଙ୍କୁ ଆମେରିକାର ଏକ କୋର୍ଟ ୪୫ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଡ୍ରଗ୍ସ କାରବାର ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦଣ୍ଡିତ କରାଯାଇଛି। ଏହା ସହିତ ତାଙ୍କ ଉପରେ ୮ ମିଲିୟନ ଆମେରିକୀୟ ଡଲାର…
ଚାଇନାକୁ ଝଟକା
ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି। ୧୫ ତମ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଡାଲିଆନରେ ପହଞ୍ଚିଥିବା…
କେନିୟା ସରକାରଙ୍କ ଟିକସ ବୃଦ୍ଧି, ସଂସଦରେ ନିଆଁ ଲଗାଇଲେ ଲୋକେ
ରକାର ଟିକସ ବୃଦ୍ଧି କରିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଜନସାଧାରଣ। କେନିୟାରେ ହିଂସା ସୃଷ୍ଟି ହୋଇଛି। ହଜାର ହଜାର ଲୋକ ରାସ୍ତାରେ ପ୍ରତିବାଦ କରିବା ସହିତ ସଂସଦରେ ନିଆଁ ଲଗାଇ ଦେଇଛନ୍ତି। ହିଂସା ରୋକିବାକୁ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯିବା ସହିତ ଲୁହବୁହା ଗ୍ୟାସ ଏବଂ ପାଣି ମାଡ଼…
କୂଟନୈତିକ ଚୁକ୍ତିକୁ ଅଣଦେଖା କରୁଛି ଆମେରିକା
ଆଜି ଚୀନ୍ରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ଚୀନ୍ର ସି ଜିନ୍ପିଙ୍ଗ୍ ସରକାରକୁ ସମାଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା କୂଟନୈତିକ ବୁଝାମଣାକୁ ଚୀନ୍ ଅଣଦେଖା କରୁଥିବା ଓ କୌଣସି ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଛନ୍ତି। ନଭେମ୍ବର ୨୦୨୩ରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍…
ୟୁକ୍ରେନ୍ର ପ୍ରମୁଖ ସହର କ୍ରିମିଆକୁ ରୁଷ୍ ନିଜ ଦଖଲକୁ ନେଇସାରିଛି,ଆକ୍ରମଣର ପରିଣାମ ନାଟୋ ଭୋଗିବ
ୟୁକ୍ରେନ୍ର ପ୍ରମୁଖ ସହର କ୍ରିମିଆକୁ ରୁଷ୍ ନିଜ ଦଖଲକୁ ନେଇସାରିଛି। ରବିବାର ଏହି ସହର ଉପରେ ଆମେରିକା ଓ ନାଟୋର ଯୁଦ୍ଧାସ୍ତ୍ର ସହାୟତାରେ ୟୁକ୍ରେନ୍ ଘାତକ ଆକ୍ରମଣ କରିଥିଲା। ଏଥିରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୧ଜଣ ଆହତ ହୋଇଥିଲେ। ଏହି ଘଟଣାରେ ରୁଷ୍ ତୀବ୍ର ପ୍ରତିକ୍ରିୟା…
ଫ୍ରାନ୍ସରେ ବଢୁଛି ହିଂସା
ବର୍ତ୍ତମାନ ଅଶାନ୍ତିର ବାତାବରଣ ଫ୍ରାନ୍ସର ନ୍ୟୁ କାଲେଡୋନିଆରେ ଦେଖାଦେଇଛି।ରାତିରେ ନ୍ୟୁ କାଲେଡୋନିଆ ଦ୍ୱୀପରେ ପୋଲିସ ଷ୍ଟେଶନ ଏବଂ ଟାଉନ ହଲ ସମେତ ଅନେକ ଅଟ୍ଟାଳିକାରେ ନିଆଁ ଲାଗିଯାଇଥିଲା। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ ୯…
ସୁଧୁରିବ ନାହିଁ ଚାଇନା
ଦକ୍ଷିଣ ଚାଇନା ସାଗରରେ ଚାଇନା ସେନା ଏବଂ ଫିଲିପାଇନ୍ସର ନୌସେନା ମଧ୍ୟରେ ସଂଘର୍ଷ ପରେ ତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ତେବେ ଚାଇନା ଫିଲିପାଇନ୍ସ ନୌସେନାର ଦୁଇଟି ବୋଟକୁ ଛୁରୀ, କୁରାଢିି ଏବଂ ହାତୁଡ଼ିରେ ଆକ୍ରମଣ ନଷ୍ଟ କରି ଦେଇଥିବା କୁହାଯାଇଛି।ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ…
ପରିବେଶ ପାଇଁ ଏହି ବାୟୋ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ରୂପେ ଅନୁକୂଳ
ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ ପୁନଃ ବ୍ୟବହାର କରାଯାଇପାରୁଥିବାରୁ ଏହାର ବିପରୀତ ପ୍ରଭାବ ଜଳବାୟୁ ଉପରେ ପଡ଼ୁଛି। ଅଧିକ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର ଫଳରେ ବେଶି ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗତ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଡେନ୍ମାର୍କର କୋପେନହାଗନ…
ଗାଜା ଶରଣାର୍ଥୀ ଉପରେ ଇସ୍ରାଏଲ ଆକ୍ରମଣ
ଗାଜାରେ ଏକ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ ଫଳରେ ୪୨ ଜଣଙ୍କ ମୃତ୍ୟୁ ହୋଇଛି। ଗାଜାର ଅଲ୍ସାତି ଶିବିର ଉପରେ ଆକ୍ରମଣ ହୋଇଛି ବୋଲି ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ କହିଛନ୍ତି। ହମାସ ସରକାରୀ ଗଣମାଧ୍ୟମ ନିର୍ଦ୍ଦେଶକ ଅଲ୍ ଥାୱବତା କହିଛନ୍ତି, ଅଲ୍ସାତି…
ଟ୍ରମ୍ପ୍ଙ୍କ ବଡ଼ ଘୋଷଣା
ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକା କଲେଜରୁ ସ୍ନାତକ ଡିଗ୍ରି ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ସ୍ୱତଃସ୍ଫୂର୍ତ୍ତ ଗ୍ରୀନ୍ କାର୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏକ ପଡକାଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ଚୀନ୍ ଭଳି ନିଜ ଦେଶକୁ…