Browsing Category

World

All world wide news update will uploaded

‘ଦଳକୁ ଝଟକା ମଧ୍ୟରେ ମୋଦୀ ବିଜୟ ଘୋଷଣା କରିଛନ୍ତି – ଚୀନ୍

ଭାରତ ଏସିଆରେ ଚୀନ୍‌ର ଶକ୍ତିକୁ ପ୍ରତିହତ କରୁଛି ଏବଂ ଏକ ବିକଶିତ ଉତ୍ପାଦନ କେନ୍ଦ୍ର ଭାବରେ ଏହା ଚୀନା ନିର୍ମାତା ଓ ଏହାର ଅର୍ଥନୀତି ପାଇଁ ଏକ ବଡ଼ ବିପଦ। ତେଣୁ ଭାରତରେ ୨୦୨୪ ଲୋକସଭା ନିର୍ବାଚନ ଫଳାଫଳ ଉପରେ ଚୀନ୍ ତୀକ୍ଷ୍ଣ ନଜର ରଖିବା ସ୍ୱାଭାବିକ ଥିଲା। ଜୁନ୍ ୪ରେ ଫଳାଫଳରୁ ଜଣାପଡିଛି ଯେ…

ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ ଶରିଫ୍‌

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ କୂଟନୈତିକ ସ୍ତରରେ ତାତ୍ପର୍ଯ୍ୟପୂର୍ଣ୍ଣ ମନେକରାଯାଉଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍‌ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି…

ସ୍କୁଲ୍‌ ଉପରେ ଆକ୍ରମଣ -୪୦ ମୃତ

ଇସ୍ରାଏଲ ସେନାବାହିନୀ ଗୁରୁବାର ଗାଜାରେ ଜାତିସଂଘ ପରିଚାଳିତ ଏକ ସ୍କୁଲ୍‌ ଉପରେ ଆକ୍ରମଣ କରିଛି। ଫଳରେ ଏହି ସ୍କୁଲ୍‌ରେ ଆଶ୍ରୟ ନେଇଥିବା‌ ୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ଇସ୍ରାଏଲ ସେନା କହିଛି, ଏହି ସ୍କୁଲ୍‌ ଦୀର୍ଘ ଦିନ ଧରି ହମାସର ଆଡ଼ାରେ ପରିଣତ ହୋଇଥିଲା ଏବଂ ଆକ୍ରମଣ…

ଭାରତ କାନାଡ଼ା ପାଇଁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ

ଭାରତକୁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ହୋଇଥିବା ଦର୍ଶାଇଛି। ଏହି ତାଲିକାରେ ଚାଇନାକୁ ପ୍ରଥମ ସ୍ଥାନରେ ରଖାଯାଇଛି। କାନାଡ଼ାର ଜାତୀୟ ସୁରକ୍ଷା ଏବଂ ଗୋଇନ୍ଦା ସଂସଦୀୟ କମିଟି(ଏନ୍‌ଏସ୍‌ଆଇସିଓପି) ଗୁରୁବାର ଜାରି କରିଥିବା ନିଜ ରିପୋର୍ଟରେ କହିଛି, ରୁଷିଆକୁ ହଟାଇ ଭାରତ କାନାଡ଼ାର…

ବିଶ୍ବରେ ପ୍ରଥମ ଘଟଣା , ବାର୍ଡ ଫ୍ଲୁ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ

ବାର୍ଡ ଫ୍ଲୁ’ ଭୂତାଣୁ ଦ୍ୱାରା ସାଧାରଣଙ୍କ ପଶୁପକ୍ଷୀମାନେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି।…

ଆଇସିସି ବିରୋଧରେ ଆମେରିକା ସଂସଦରେ ଜିଓପି ଚିଠା ଗୃହୀତ

ଗାଜା- ଇସ୍ରାଏଲ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ଆନ୍ତର୍ଜାତିକ ନ୍ୟାୟ ଅଦାଲତ (ଆଇସିସି) ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଥିଲା। ଏହି ନିର୍ଦ୍ଦେଶକୁ ଖାତିର ନକରି ଇସ୍ରାଏଲ ନିଜର ଗାଜା ଅଭିଯାନ ଜାରି ରଖିଛି। ଏହି ଘଟଣାରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଗିରଫ କରିବା…

ବିଶ୍ୱର ଅନେକ ନେତା ମୋଦିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା

ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ୍ସରେ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କ ନେତୃତ୍ୱରେ ଭାରତ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପଡୋଶୀ ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ପଡୋଶୀ ଦେଶର ନେତାମାନେ  । ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ୍ସରେ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଥିବା ବେଳେ ତାଙ୍କ ନେତୃତ୍ୱରେ ଭାରତ…

ପାକିସ୍ତାନରେ ପୁଣି ଖୋଲିବ ପିଟିଆଇ କାର୍ଯ୍ୟାଳୟ

ପାକିସ୍ତାନର ଏକ ଶୀର୍ଷ ନ୍ୟାୟାଳୟ ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ ଏ ଇନସାଫ (ପିଟିଆଇ )କାର୍ଯ୍ୟାଳୟକୁ  ପୁଣି ଖୋଲିବାକୁ ନିଦ୍ଦେଶ ଦେଇଛନ୍ତି । ପାଖାପଖି 2  ସପ୍ତାହ ପୂର୍ବେ ଇସ୍ଳାମାବାଦରେ ପିଟିଆଇ କାର୍ଯ୍ୟାଳୟ ବନ୍ଦ କରାଯାଇଥିଲା ।…

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ କିଏ

ମେକ୍ସିକୋରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ପଦ ଗ୍ରହଣ କରିବେ। କ୍ଲାଉଡିଆ ଶିନବାମ ହେଉଛି ଏମିତି ଏକ ନାମ ଯାହା ଆଜିକାଲି ବହୁତ ଚର୍ଚ୍ଚା ରହୁଛି। କାରଣ ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ମେକ୍ସିକୋର ରାଷ୍ଟ୍ରପତି ପଦରେ ପହଞ୍ଚିଛନ୍ତି। ଗତକାଲି ଅର୍ଥାତ୍‌ ରବିବାର ମେକ୍ସିକୋରେ…