Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
World
All world wide news update will uploaded
ପୁଣି ଏୟାରଷ୍ଟ୍ରାଇକ୍ କଲା ଇସ୍ରାଏଲ୍
ଲେବାନନର ରାଜଧାନୀ ବେରୁଟରେ ହେଜ୍ବୋଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏହି ଆକ୍ରମଣ ଏତେ ଦ୍ରୁତ ଗତିରେ ଥିଲା ବେରୁଟରେ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା। ଏଥିସହିତ ହେଜ୍ବୋଲ୍ଲାର ମୁଖ୍ୟାଳୟ ନଷ୍ଟ ହୋଇଯାଇଥିଲା। ହେଜ୍ବୋଲ୍ଲା ମୁଖ୍ୟ ହାସନ ନାସରାଲ୍ଲାଙ୍କୁ ଟାର୍ଗେଟ…
ଷଡଯନ୍ତ୍ର ରଚୁଛି କାନାଡା
କାନାଡାରେ କନିଷ୍କା ବୋମା ବିସ୍ଫୋରଣରୁ ପୁଣିଥରେ ଯାଞ୍ଚ୍ ଦାବିକୁ ନେଇ ପ୍ରଦାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳର ହିନ୍ଦୁ ସାଂସଦ କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ମାମଲାରେ ପୂର୍ବରୁ ୨ଟି ଯାଞ୍ଚ୍ ହୋଇସାରିଛି। ଏହି ୨ଟି ଯାଞ୍ଚ୍ରେ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ବୋମା ବିସ୍ଫୋରଣ…
ଇରାକ ବିମାନ ହଠାତ୍ କାହିଁକି କୋଲକାତାରେ ଅବତରଣ କଲା
କିଡନୀ ଚିକିତ୍ସା ପାଇଁ ଚାଇନା ଯାଉଥିବା ଇରାକର ଜଣେ ନାବାଳିକା ବିମାନରେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ତେବେ ବାଟରେ ଯେତେବେଳେ ଝିଅର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେଲା, ସେତେବେଳେ ଇରାକ ଏୟାରୱେଜ ବିମାନ କୋଲକାତାକୁ ପଠାଗଲା ଏବଂ ଜରୁରୀକାଳୀନ ଅବତରଣ ମଧ୍ୟ କରାଯାଇଥିଲା।…
ଶିଗେରୁ ଇଶିବା ହେବେ ଜାପାନର ପ୍ରଧାନମନ୍ତ୍ରୀ
ଜାପାନର ଏଲଡିପି ନିର୍ବାଚନରେ ଶିଗେରୁ ଇଶିବା ବିଜୟୀ ହୋଇଛନ୍ତି। ଫଳରେ ଫୁମିଓ କିସିଦାଙ୍କ ସ୍ଥାନରେ ସେ ଜାପାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଛନ୍ତି । ଗତ ମାସରେ ଫୁମିଓ କିସିଦା ଇସ୍ତଫା ଦେଇଥିଲେ । ଦ୍ବିତୀୟ ରାଉଣ୍ଡ ମତଦାନରେ ଶିଗେରୁ ଇଶିବା କଠୋର ଜାତୀୟତାବାଦୀ ସାନେତକେ…
ଟ୍ରମ୍ପ୍ଙ୍କୁ ହତ୍ୟା ଷଡ଼ଯନ୍ତ୍ର
ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ପ୍ରକାଶ କରିଛି। ଆମେରିକାରେ ଅରାଜକତା ଏବଂ ଅସ୍ଥିରତା ବିସ୍ତାର…
ବନ୍ଦ ହୋଇଯିବ ଯୁଦ୍ଧ
ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ ଛାଡି ନାହାଁନ୍ତି। ନିକଟରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ମସ୍କୋ ଗସ୍ତ ସମୟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦି…
ଜାପାନରେ ଭୂକମ୍ପ
ଟୋକିଓର ଦକ୍ଷିଣରେ ଥିବା ଦୂର ଦ୍ୱୀପପୁଞ୍ଜ ପାଇଁ ଜାପାନର ପାଣିପାଗ ବିଭାଗ ସୁନାମି ଚେତାବନୀ ଦେଇଛି । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।ଜାପାନ ପାଣିପାଗ ବିଭାଗ କହିଛି ଯେ, ମଙ୍ଗଳବାର ସକାଳେ ଇଜୁ ଦ୍ୱୀପର ଉପକୂଳବର୍ତ୍ତୀ ବାସିନ୍ଦା ୫.୯…
ଲେବାନନ୍କୁ ଆକ୍ତାମାକ୍ତା କଲାଣି ଇସ୍ରାଏଲ୍
ସୋମବାର, ଦକ୍ଷିଣ ଲେବାନନ୍ର ୩ଶହରୁ ଅଧିକ ଲକ୍ଷ୍ୟସ୍ଥଳ ଉପରେ ଇସ୍ରାଏଲ୍ ଯୁଦ୍ଧବିମାନ ଆକ୍ରମଣ କରିଛି। ଏଥିରେ ଅତିକମ୍ରେ ୨୭୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୦୦୦ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨୧ ଶିଶୁ ଓ ୩୧ ମହିଳା ଅଛନ୍ତି। ଗତବର୍ଷ ଇସ୍ରାଏଲ-ହମାସ ଲଢ଼େଇ ଆରମ୍ଭ ହେବା…
ନେତାନ୍ୟାହୁଙ୍କ ଚେତାବନୀ
ଲେବାନନରେ ବିସ୍ଫୋରଣ ହେବା ପରେ ହିଜବୁଲ ମୁଖ୍ୟ ଇସ୍ରାଏଲ ଉପରେ ରକେଟ ଆକ୍ରମଣ ଦାବି କରିଥିଲେ। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହିଜବୁଲ୍ଲାକୁ ରବିବାର ଚେତାବନୀ ଦେଇଛନ୍ତି।ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ତେଲ ଆଭିଭ…
ଅନୁରା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି
ଶ୍ରୀଲଙ୍କାକୁ ମିଳିଛି ନୂଆ ରାଷ୍ଟ୍ରପତି। ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ନ୍ୟାଶନାଲ ପିପୁଲ ପାଓ୍ବାର(ଏନ୍ପିପି) ମେଣ୍ଟର ପ୍ରାର୍ଥୀ ଅନୁରା ୫୩% ଭୋଟ୍ ପାଇଥିବା ସୂଚନା ମିଳିଛି।
ଫଳାଫଳ ଅନୁଯାୟୀ, ନ୍ୟାଶନାଲ ପିପୁଲ୍ ପାଓ୍ବାର (ଏନ୍ପିପି)ର ନେତା…