Trending
- ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟି ଆରମ୍ଭ
- ଜନଗଣନା କର୍ମଚାରୀଙ୍କୁ ଆକ୍ରମଣ,କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।
- ଏସ୍ସିବି ମେଡିକାଲ ବିଲ୍ଡିଙ୍ଗରୁ ଖସିଲା ସିଲିଂ,କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପୂର୍ତ୍ତ ବିଭାଗ
- ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ଯାଏଁ ଜନଗଣନା କରିବେନି ଜନଗଣନା ଅଧିକାରୀ
- ପହଲଗାମ ନରସଂହାରକୁ ପୂରିଲା ବର୍ଷେ: ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ, ‘ଅପରେସନ ସିନ୍ଦୂର’ର ସେହି ସଂକଳ୍ପକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ
- ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୯ରୁ ଅଧିକ ପ୍ରସ୍ତାବ ଉପରେ ଲାଗିପାରେ ମୋହର
- ୨୮ ଫେବୃଆରୀରୁ ୯ ଏଲପିଜି ଓ ୧ ଅଶୋଧିତ ତୈଳ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ପାର କରିଛି
- ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଭାରତୀୟ ସେନା ସେୟାର କରିଛି ଏକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟ
- ମହିଳାଙ୍କୁ ଖରାପ ଚାଟିଂ ଏବଂ ଫୋନ୍ କରି ଅଶାଳୀନ ବ୍ୟବହାର କରିବା ଅଭିଯୋଗରେ ଖଣ୍ଡପଡ଼ା SDPOଙ୍କୁ ବଦଳି
- ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ,ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି
Browsing Category
World
All world wide news update will uploaded
ଆମେରିକା ନିର୍ବାଚନରେ ଅଦଳବଦଳ
ଆମେରିକା ନିର୍ବାଚନ ପାଖେଇ ଆସୁଛି । ଏଥିପାଇଁ ପ୍ରମୁଖ ଦଳ ମାନେ ନିଜ ନିଜ ରଣନୀତିକୁ ମଜବୁତ କରିବା ଲକ୍ଷ୍ୟରେ ରହିଛନ୍ତି । ଡେମୋକ୍ରାଟ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ବଦଳାଇ ସାରିବା ପରେ ଏବେ ରିପବ୍ଲିକାନ ପାର୍ଟି ବି ବଦଳାଇପାରେ ଏହାର ପ୍ରାର୍ଥୀ । ଏନେଇ ଏକ ବଡ ଦାବି କରିଛନ୍ତି ହ୍ୱାଇଟ୍…
ପୁଟିନଙ୍କ ପ୍ରଶଂସା
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଇଏନ୍ଏସ୍ ଟାବରରେ ଥିବା ଭାରତୀୟ ନୌସେନା କର୍ମଚାରୀଙ୍କୁ ସ୍ବାଗତ କରିବା ସହ ଉତ୍ସବରେ ଯୋଗ ଦେଇଥିବାରୁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ରୁଷିଆର ନୌସେନା ଦିବସ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଆଇଏନ୍ଏସ୍ ଟାବର ସେଣ୍ଟ ପିଟର୍ସର୍ସ ପହଞ୍ଚିଛି।…
ଋଣ ଭାରରେ ଆମେରିକା
ବିଶ୍ୱର ବୃହତ୍ତମ ତଥା ଶକ୍ତିଶାଳୀ ଅର୍ଥବ୍ୟବସ୍ଥା ସମ୍ପନ୍ନ ଦେଶ ଆମେରିକାର ଋଣ ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ସରକାରଙ୍କ ଋଣ ବର୍ତ୍ତମାନ ୩୫ ଟ୍ରିଲିୟନ ଡଲାରରୁ ମାତ୍ର ୨.୫ ବିଲିୟନ ଡଲାର ଦୂରରେ। ୨୦୧୯ ପରେ ଏଥିରେ ୧୩ ଟ୍ରିଲିୟନ ଡଲାର ବୃଦ୍ଧି ଘଟିଛି, ଯାହା ଭାରତୀୟ…
ହେଜବୁଲ୍ଲାର ରକେଟ୍ ମାଡ଼ରେ ୧୨ ଶିଶୁଙ୍କ ମୃତ୍ୟୁ
ଲେବାନନ୍ର ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ରକେଟ୍ ଆକ୍ରମଣରେ ଇସ୍ରାଏଲ ଅଧିକୃତ ଗୋଲାନ୍ ହାଇଟ୍ସର ଏକ ଖେଳପଡ଼ିଆରେ ଖେଳୁଥିବା ୧୨ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ୍ ଅଭିଯାନ ଆରମ୍ଭ କରିଛି। ଆଜି ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)ର…
ନିର୍ବାଚନ ପୂର୍ବରୁ ନେତାନ୍ୟାହୁଁଙ୍କୁ ଭେଟିଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ପୁରା ବିଶ୍ବର ନଜର । ରିପବଲିକ ପ୍ରାର୍ଥୀ ଟ୍ରମ୍ପ ଭର୍ସେସ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସ ଙ୍କ ମଧ୍ୟରେ ଆରମ୍ଭ ହୋଇ ସାରିଛି ନିର୍ବାଚନୀରଣନୀତି । ଏହାରି ଭିତରେ ଫ୍ଲୋରିଡା ପହଂଚି ଟ୍ରମ୍ପଙ୍କୁ ଭେଟିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ…
ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ବିଶ୍ୱର ପ୍ରଥମ ଡାକ ଟିକେଟ ଜାରି
ଲାଓ ପିଡିଆର୍ ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ଫଟୋ ଥିବା ଏକ ଡାକଟିକେଟ ଜାରି କରାଯାଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ଏହା ଡାକଟିକେଟ ଜାରି କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଲାଓସ୍କୁ ଯାତ୍ରା ସମୟରେ ଏହି ଟିକେଟ ଜାରି କରାଯାଇଥିବା ବେଳେ ଏହା ଉଭୟ ଦେଶ…
ନିର୍ବାଚନ ଲଢ଼ିବେ ଇମ୍ରାନ୍
ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକଦା ବ୍ରିଟେନ୍ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ଚାନ୍ସେଲର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅନ୍ଲାଇନ୍ ବାଲଟ୍ ଜରିଆରେ ଏହି…
ଟ୍ରମ୍ପଙ୍କ ଅଡୁଆ ବଢ଼ିଲା
ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ମଧ୍ୟ ରାଷ୍ଟ୍ରପତି ପଦ ଲାଗି କମଲାଙ୍କ ସମର୍ଥନ କରିଛନ୍ତି। ନିଜର ‘ଏକ୍ସ’ରେ ପୋଷ୍ଟ କରି ଓବାମା କହିଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଭାବନ୍ତି ଯେ ତାଙ୍କ ବନ୍ଧୁ ଆମେରିକାର ଜଣେ ଭଲ…
ଭାରତ ଦେଲା କଡ଼ା ଜବାବ
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନାଟୋ ଶିଖର ସମ୍ମିଳନୀ ଆୟୋଜନ କରିଥିଲେ। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ଗସ୍ତରେ ଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତକୁ ନେଇ ଭାରତ ମଧ୍ୟ ଆମେରିକାକୁ କଡା ବାର୍ତ୍ତା ଦେଇଛି। ପ୍ରଧାନମନ୍ତ୍ରୀ…
କମଲାଙ୍କୁ ଟ୍ରମ୍ପଙ୍କ ଟାର୍ଗେଟ
ଆମେରିକାରେ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ନେତାଙ୍କ ପରସ୍ପର ଉପରେ ରାଜନୈତିକ ଆକ୍ରମଣ ମଧ୍ୟ ତୀବ୍ର ହୋଇଛି। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରିଛନ୍ତି।ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ…