Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
World
All world wide news update will uploaded
ଇସ୍ରାଏଲକୁ ଦେଲେ ଚେତାବନୀ ଇରାନ ସୁପ୍ରିମ୍ ଲିଡର
ତେହେରାନର ଗ୍ରାଣ୍ଡ ମସଜିଦରେ ହଜାର ହଜାର ଲୋକ ଏକତ୍ରିତ ହୋଇ ହିଜବୁଲ ମୁଖ୍ୟ ହାସନ ନାସରାଲ୍ଲାଙ୍କ ସ୍ମୃତିରେ ପ୍ରାର୍ଥନା କରିଛନ୍ତି। ପ୍ରାର୍ଥନା ପରେ ଇରାନର ସର୍ବୋଚ୍ଚ ନେତା ଅଯତୁଲ୍ଲା ଅଲି ଖମେନେଇ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ସମଗ୍ର ବିଶ୍ୱରେ ମୁସଲମାନମାନଙ୍କୁ…
ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର
ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି। ଏଥର ପାକିସ୍ତାନ ଏସସିଓ ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏହି ବୈଠକ ୧୫-୧୬ ଅକ୍ଟୋବରରେ ଅନୁଷ୍ଠିତ ହେବ।ପାକିସ୍ତାନ ପାଖରେ ଏବେ ସଂଘାଇ ସହଯୋଗ ସଂଗଠନ (ଏସସିଓ) ର କାଉନସିଲ୍ ଅଫ୍…
୪ ମାସ ହେବ କ୍ରିକେଟର୍ଙ୍କୁ ମିଳିନି ଦରମା
ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ରେ ବିବାଦ ଶେଷ ହେବାର ନାଁ ଧରୁନି। ପାକିସ୍ତାନର ଅନେକ ତାରକା ଖେଳାଳିଙ୍କୁ ଗତ ଚାରିମାସ ଧରି ଦରମା ଦିଆଯାଇ ନାହିଁ। ଏହି ଆର୍ଥିକ ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ ପାକିସ୍ତାନ ଦଳରେ ସବୁକିଛି ଠିକ ଚାଲିନାହିଁ। ଗତ ଏକ ବର୍ଷ ଧରି ଆଇସିସି…
ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ
ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ମଧ୍ୟ ଭାରତ ଅଂଶଗ୍ରହଣ କରିବ। ଏଥିପାଇଁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନ ଯିବେ। ୧୦ ବର୍ଷ ପୂର୍ବରୁ ସୁଷମ ସ୍ଵରାଜ ପାକିସ୍ତାନ ଗ୍ରସ୍ତ ରେ ଯାଇଥିଲେ, ଏବେ ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ପ୍ରଥମ ଥର ପାଇଁ ଇସଲାମାବାଦ ଗସ୍ତ ରେ…
ଯୁଦ୍ଧର ଶେଷ ସୀମା ପାର କରୁଛି ଇସ୍ରାଏଲୀ
ଲେବାନନ୍ରେ ଇସ୍ରାଏଲୀ ସ୍ଥଳସେନା ହେଜବୁଲ୍ଲାକୁ ନିପାତ କରିବା ଅଭିଯାନ ଜୋରଦାର କରିଥିବା ବେଳେ ହେଜବୁଲ୍ଲା ମଧ୍ୟ ସବୁ ଶକ୍ତି ଖଟାଇ ଇସ୍ରାଏଲ ସେନାର ମୁକାବିଲା କରୁଥିବା ଦେଖିବାକୁ ମିଳିଛି। ଆଜି ଦକ୍ଷିଣ ଲେବାନନ୍ରେ ୧୫ ଜଣ ହେଜ୍ବୁଲ୍ଲା ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ଶତାଧିକ…
ଭାରତୀୟ ନାଗରିକମାନଙ୍କୁ ଇରାନ ଗସ୍ତ ନ କରିବାକୁ ପରାମର୍ଶ
ନୂଆଦିଲ୍ଲୀ: ଯୁଦ୍ଧ ପରିସ୍ଥିତି ଇରାନରେ । ଇସ୍ରାଏଲ ଆକ୍ରମଣର ଭୟ ରହିଛି । ସାରା ବିଶ୍ବର ନାଗରିକ ଇରାନରୁ ପଳାୟନ କରୁଛନ୍ତି । ଏଭଳି ସ୍ଥିତିରେ ଭାରତୀୟମାନଙ୍କୁ ସରକାର କହିଛନ୍ତି ଇରାନ ନଯିବା ପାଇଁ । ମଙ୍ଗଳବାର ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟ ସ୍ଥିତି…
କିଏ ହେବେ ବିଶ୍ବର ତ୍ରି ମହାଶକ୍ତି? ଟୋନି ବ୍ଲେୟାରଙ୍କ ପୂର୍ବାନୁମାନ
କିଏ ହେବେ ବିଶ୍ବର ମହାଶକ୍ତି । କାହା ପାଖରେ ରହିବ କ୍ଷମତା । କେଉଁ କେଉଁ ନେତାଙ୍କ ପାଖରେ ରହିବ କ୍ଷମତା । ଏନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର । ସେ ପୂର୍ବାନୁମାନ କରିଛନ୍ତି ଯେ ୨୦୫୦ ସୁଦ୍ଧା ଭାରତ, ଆମେରିକା ଓ ଚୀନ୍ ବିଶ୍ବର ମହାଶକ୍ତି…
ଜାତିସଂଘଙ୍କୁ ନାଲିଆଖି ଦେଖାଇଲା ଇସ୍ରାଏଲ
ମଙ୍ଗଳବାର ବିଳମ୍ବିତ ରାତିରୁ ଉଭୟ ପାର୍ଶ୍ୱରୁ ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ଏହାର ପ୍ରଭାବ ସମଗ୍ର ବିଶ୍ୱରେ ମଧ୍ୟ ଦେଖିବାକୁ ମିଳିଛି। ବିଶେଷ କରି ମଧ୍ୟପ୍ରାଚ୍ୟର ଦେଶମାନଙ୍କରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଇସ୍ରାଏଲ୍ ସେନା ଲେବାନନରେ ପ୍ରବେଶ କରି ହିଜବୁଲ ଯୁଦ୍ଧବିମାନ ଉପରେ…
ଇସ୍ରାଏଲର ପରବର୍ତ୍ତୀ ଲକ୍ଷ୍ୟ ଇରାନ
ତେହେରାନ: ଇସ୍ରାଏଲର ଆକ୍ରୋଶ ସତ୍ତ୍ୱେ ଦୀର୍ଘ ଦିନ ଧରି ସଂଯମତା ଦେଖାଇଥିବା ଇରାନ ମଙ୍ଗଳବାର ରାତିରେ ୨୦୦ ପାଖାପାଖି କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଥିଲା। ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ଇସ୍ରାଏଲ କ୍ରୋଧିତ ହୋଇଛି ଏବଂ ଇରାନ ଉପରେ ପ୍ରତିଶୋଧ ନେବାକୁ ଧମକ ଦେଇଛି।
ଏକ ବଡ଼…
ଇରାନକୁ ଚେତାବନୀ ଦେଲେ ଆମେରିକା
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ହ୍ୱାଇଟ ହାଉସରରୁ ଇସ୍ରାଏଲ ଉପରେ ହୋଇଥିବା ଇରାନ ଆକ୍ରମଣ ଉପରେ ନଜର ରଖିଛନ୍ତି। ମଙ୍ଗଳବାର, ମଧ୍ୟପ୍ରାଚ୍ୟରେ ଚାଲିଥିବା ବିବାଦର ଏକ ବଡ଼ ଧରଣର ବୃଦ୍ଧିରେ ଇରାନ ମଙ୍ଗଳବାର ଦିନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ…