Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
World
All world wide news update will uploaded
ପାକିସ୍ତାନରେ ବଦଳିପାରେ ସରକାର
ପାକିସ୍ତାନରେ ବଦଳିପାରେ ସରକାର । ଗୋଟେ ପଟେ ଇମ୍ରାନଙ୍କ ଦଳ ଆନ୍ଦୋଳନ କରୁଛି । ଅନ୍ୟପଟେ ସର୍ବୋଚ୍ଚ ନ୍ୟାୟାଳୟ ଶେହବାଜ ସରିଫ ସରକାର ଓ ନିର୍ବାଚନ ଆୟୋଗଙ୍କ ‘ଜାଲିଆତି’ ବିରୋଧରେ ରାୟ ଦେଇଛନ୍ତି। ଫେବ୍ରୁଆରି ୮ ନିର୍ବାଚନ ନେଇ ସୁପ୍ରିମ୍କୋର୍ଟ ଖପା ହୋଇଛନ୍ତି । କୋର୍ଟ କମିସନଙ୍କ…
ମହାକାଶକୁ ସାମରିକ ଉପଗ୍ରହ ପଠାଇଲା ଇରାନ
ଇରାନ କହିଛି ଯେ ଏହାର ଏଲିଟ୍ ଫୋର୍ସ ରିଭୋଲ୍ୟୁସନରୀ ଗାର୍ଡ ଦ୍ୱାରା ନିର୍ମିତ ରକେଟ୍ ସାହାଯ୍ୟରେ ଶନିବାର ଏକ ଗବେଷଣା ଉପଗ୍ରହକୁ କକ୍ଷପଥକୁ ପଠାଯାଇଛି । ଏ ନେଇ ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସି ଆଇଆରଏନଏ ରିପୋର୍ଟ କରିଛି। ଚମରାନ-୧ ଉପଗ୍ରହର ଓଜନ ୬୦ କେଜି ଏବଂ ଏହା ସଫଳତାର ସହ ମହାକାଶର…
ପାକିସ୍ତାନ କୁ ଝଟକା
ପାକିସ୍ତାନ ବିରୋଧରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଆମେରିକାର ସ୍ବରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ପାକିସ୍ତାନ ବିରୋଧରେ ସେମାନଙ୍କ କଠୋର ମନୋଭାବ ଅକ୍ଷୁର୍ଣ୍ଣ ରହିଛି। ପାକିସ୍ତାନର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରକଳ୍ପରେ ମିଳିବାକୁ ଥିବା ଚାଇନା ସହାୟତା ଉପରେ…
ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ
ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ । ବର୍ତମାନ ଡ଼େମୋକ୍ରାଟିକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି । ମାତ୍ର 21 ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଦୃଢତାର ସହ ଡ଼େମୋକ୍ରାଟିକ ଦଳର ବାର୍ତା ଜନତାଙ୍କ ସମ୍ମୁଖରେ ରଖୁଛନ୍ତି ।
ସମୟ ମୟୁରଭଞ୍ଜ…
ରୁଷିଆ-ୟୁକ୍ରେନ ଯୁଦ୍ଧ?
ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେଣ୍ଟ ପିଟର୍ସବର୍ଗର କନଷ୍ଟାଣ୍ଟିନୋଭସ୍କି ପ୍ୟାଲେସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଏକ ବୈଠକ କରିଛନ୍ତି। ଏହି ସମୟରେ ରୁଷିଆର ରାଷ୍ଟ୍ରପତି କହିଛନ୍ତି ଯେ ଆମେ କଜାନରେ…
ରୁଷ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ମୁକ୍ତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ବୈଦେଶିକ ମନ୍ତ୍ରାଳୟର ହସ୍ତକ୍ଷେପ କାମ ଦେଇଛି । ରୁଷ ସେନାରେ ବେଆଇନ ଭାବେ ସୈନିକ କାମ କରୁଥିବା ପ୍ରାୟ ୪୫ ଭାରତୀୟ ମୁକ୍ତ ହୋଇଛନ୍ତି । ଏ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରାଳୟ ସୂଚନା ଦେଇଛି ।
ରୁଷ ସେନାରେ ଏବେ ବି ୫୦ ଜଣ ଭାରତୀୟ ନାଗରିକ…
ଟ୍ରମ୍ପ୍, ହାରିସ୍ ହାତ ମିଳାଇଲେ
ଆମେରିକାସ୍ଥିତ ବିଶ୍ୱ ବାଣିଜ୍ୟ ସଙ୍ଗଠନ (ଡବ୍ଲ୍ୟୁଟିଓ)କୁ ଅଲ୍-କାଏଦା ଆତଙ୍କବାଦୀମାନେ ଟାର୍ଗେଟ କରିଥିଲେ। ପୂର୍ବ ଉପକୂଳରୁ କାଲିଫର୍ନିଆ ଅଭିମୁଖେ ଯାତ୍ରା କରୁଥିବା ୪ କମର୍ସିଆଲ ଫ୍ଲାଇଟ୍କୁ ହାଇଜାକ୍ କରି ଆମତ୍ଘାତୀ ଆକ୍ରମଣ କରିଥିଲେ। ଏଥିରେ ପ୍ରାୟ ୩,୦୦୦ ଜଣଙ୍କ ମୃତ୍ୟୁ…
ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା
ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଝିରେ ଚାକିରିର ଏକ ବଡ ସୁଯୋଗ ମିଳିଛି । ଇସ୍ରାଏଲରେ ଚାକିରି କରିବା ପାଇଁ ପ୍ରାୟ ୧୫୦୦୦ ପଦବୀ ଖାଲି ସହ ଚାକିରି ପାଇଁ ସୁଯୋଗ ଆଣିଛି । ଇସ୍ରାଏଲ ୧୦,୦୦୦ ଭାରତୀୟ ନିର୍ମାଣ ଶ୍ରମିକଙ୍କୁ ପୁଣି ଥରେ ନିଯୁକ୍ତି ଦେବା ଅଭିଯାନ ଆଣି ଭାରତ ସହ…
ସିରିଆରେ ମିଶାଇଲ ମାଡ଼
ଇସ୍ରାଏଲ ସୋମବାର ସିରିଆରେ ମିଶାଇଲ ମାଡ଼ କରିବାରୁ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପଶ୍ଚିମ ସିରିଆର ମସ୍ୟାଫ୍ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ଼ କରିଥିଲା।…
ଚାଇନାରେ ତାଣ୍ଡବ ରଚିଲା ବାତ୍ୟା ‘ୟାଗି’
ବାତ୍ୟାରେ ଦୋହଲି ଯାଇଛି ଚୀନର ମେରୁଦଣ୍ଡ । ଘଣ୍ଟା ପ୍ରତି ୨୨୩ କିଲୋମିଟର ପବନର କରାଳ ରୂପ ଯେମିତି ଚାଇନା ମାଟିରେ ତାଣ୍ଡବ କରିଛି । କେତେବେଳେ ଘର ଭାଙ୍ଗିଛି, ତ ପୁଣି କେତେବେଳେ ଉପୁଡ଼ାଇ ପକାଇଛି ବଡ଼ ବଡ଼ ଗଛ । ଏମିତିକି ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ପ୍ରକୃତିର କରାଳର କୋପରୁ ବର୍ତ୍ତି…