Browsing Category

World

All world wide news update will uploaded

ଭାରତ ଏବଂ ପାକିସ୍ତାନ ଯୁଦ୍ଧ ସମୟରେ ୪-୫ଟି ଲଢ଼ୁଆ ବିମାନ ଖସିଥିଲା – ଟ୍ରମ୍ପଙ୍କ ଦାବି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ ୪-୫ଟି ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା। ସେ ପୁଣି ଥରେ ଦାବି କରିଛନ୍ତି ଯେ ସେ ବାଣିଜ୍ୟଚୁକ୍ତି ନାମରେ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ମଧ୍ୟରେ…

TRF କୁ ଆତଙ୍କବାଦୀ ସଂଗଠନ ଘୋଷଣା କଲେ ଆମେରିକା

ପାକିସ୍ତାନର ଆତଙ୍କବାଦୀ ଉଦ୍ଦେଶ୍ୟକୁ ଆମେରିକା ଏକ ଜୋରଦାର ଝଟ୍‌କା ଦେଇଛି। ସେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। TRF ହେଉଛି ପାକିସ୍ତାନ ସ୍ଥିତ ଲସ୍କର-ଏ-ତୋଇବାର ଏକ ସଂଗଠନ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏ ବିଷୟରେ ସମ୍ପୂର୍ଣ୍ଣ…

ଆମେରିକାରେ ଭୂକମ୍ପ ଅନୁଭୂତ , ସର୍ବେକ୍ଷଣରୁ ସୁନାମୀ ଚେତାବନୀ ପ୍ରକାଶ

ଆମେରିକାରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଯାଇଛି। ବୁଧବାର ଦିନ ଆମେରିକାର ଆଲାସ୍କା ରାଜ୍ୟର ଉପକୂଳରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ଯାହା ପ୍ରଭାବରେ ଆମେରିକା ଥରହର ହୋଇ ପଡ଼ିଥିଲା। ଯାହା ପରେ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରୁ ସୁନାମୀ ଚେତାବନୀ ପ୍ରକାଶ…

ଆମେରିକାରେ ୮ ଜଣ କୁଖ୍ୟାତ ଖଲିସ୍ଥାନୀ ସମର୍ଥକକୁ ଗିରଫ କରିଛି ଏଫବିଆଇ

ଆମେରିକାର କାଲିଫର୍ଣ୍ଣିଆରେ ଏଫବିଆଇକୁ ବଡ଼ ସଫଳତା ମିଳିଛି । ଏଫବିଆଇ ଓ ଅନ୍ୟ ସୁରକ୍ଷା ଏଜେନ୍ସିଙ୍କ ମିଳିତ ଅପରେସନ ଫଳରେ ୮ ଜଣ କୁଖ୍ୟାତ ଖଲିସ୍ଥାନୀ ସମର୍ଥକ ଗିରଫ ହୋଇଛନ୍ତି । ସେମାନେ ବିଭିନ୍ନ ପ୍ରକାରର ସଂଗଠିତ ଅପରାଧ ସହ ଜଡ଼ିତ ଥିଲେ । ଏକ ଅପହରଣ ଏବଂ ନିର୍ଯାତନା ମାମଲାର ମାମଲାରେ…

କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ

କାନାଡା ଉପରେ ପଡ଼ିଲା ଟ୍ରମ୍ପଙ୍କ ଟାରିଫ୍ ଛାଟ। ଶୁକ୍ରବାର ଦିନ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡାରୁ ଆସୁଥିବା ଉତ୍ପାଦ ଉପରେ ୩୫% ର ଭାରୀ ଶୁଳ୍କ (ଆମଦାନୀ ଶୁଳ୍କ) ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ଶୁଳ୍କ ୧ ଅଗଷ୍ଟ, ୨୦୨୫ରୁ କାର୍ଯ୍ୟକାରୀ ହେବ…

ଭାରତ ଏବଂ ଆମେରିକା ମଧ୍ୟରେ ଏକ “ମିନି ବାଣିଜ୍ୟ ଚୁକ୍ତି” ଘୋଷଣା

ମଙ୍ଗଳବାର ରାତିରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ "ମିନି ବାଣିଜ୍ୟ ଚୁକ୍ତି" ଘୋଷଣା ହୋଇପାରେ। ତେବେ ଦୁଇ ଦେଶ ମଧ୍ୟରେ ଆଉ କିଛି ଆଲୋଚନା ପରେ ଚଳିତ ବର୍ଷ ଶେଷ ଆଡ଼କୁ ସଂପୂର୍ଣ୍ଣ ବାଣିଜ୍ୟ ଚୁକ୍ତି ହୋଇପାରେ । ସୂଚନା ଅନୁଯାୟୀ, ଏହି ମିନି (ଛୋଟ) ବାଣିଜ୍ୟ ଚୁକ୍ତି ଭାରତ…

‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କଲେ ଏଲନ ମସ୍କ

ଆମେରିକାର ୨୪୯ତମ ସ୍ଵାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବହୁଚର୍ଚ୍ଚିତ ‘ଓ୍ବାନ ବିଗ ବ୍ୟୁଟିଫୁଲ’ ଆଇନ ଲାଗୁ କରିଛନ୍ତି। ଏହା ମଧ୍ୟରେ ତାଙ୍କ ପୂର୍ବ ସହଯୋଗୀ ତଥା ଉଦ୍ୟୋଗବିତ୍‌ ଏଲନ ମସ୍କ ‘ଆମେରିକା ପାର୍ଟି’ ନାମରେ ନୂଆ ରାଜନୈତିକ ଦଳ ଗଠନ କରିଛନ୍ତି। ଏ ନେଇ ମସ୍କ…

ଗ୍ୟାସ ଷ୍ଟେସନରେ ବିସ୍ଫୋରଣ, 40 ଆହତ

ପୂର୍ବ ରୋମର ପ୍ରିନେଷ୍ଟିନୋ ଜିଲ୍ଲା ଗୋର୍ଡିଆନିରେ ଶୁକ୍ରବାର ସକାଳେ ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଯୋଗୁ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତଙ୍କ ସଂଖ୍ୟା ଜଣାପଡ଼ିନଥିଲେ ମଧ୍ୟ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସ୍ଥାନୀୟ ଅଗ୍ନିଶମ ବିଭାଗରୁ ମିଳିଥିବା…

ଘାନାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ତାଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତ ଆରମ୍ଭ କରିଥିବାବେଳେ ଘାନାରେ ପହଞ୍ଚିଛନ୍ତି। ଘାନା ରାଷ୍ଟ୍ରପତି ଜନ ଦ୍ରାମାନି ମାହାମାଙ୍କ ବିମାନବନ୍ଦରରେ ମୋଦୀଙ୍କୁ ସ୍ବାଗତ କରିଥିବାବେଳେ ତାଙ୍କୁ ୨୧ ତୋପ ସଲାମି ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାରେ…

ଭାରତ-ଆମେରିକା ଭିତରେ ହେବ ବଡ଼ ଟ୍ରେଡ୍ ଡିଲ୍

ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଚୁକ୍ତି ହୋଇପାରେ ବୋଲି ଟ୍ରମ୍ପ କହିଛନ୍ତି  ।  ଏହି ଚୁକ୍ତି ବିଷୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ଏକ ସଙ୍କେତ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଚୀନ ସହିତ ଚୁକ୍ତି ହୋଇଛି । ସମସ୍ତ ଦେଶ ସହିତ ହେବନି କିନ୍ତୁ…