Browsing Category

World

All world wide news update will uploaded

ଚୀନରେ ବନ୍ୟା 30 ମୃତ

ପ୍ରବଳ ବର୍ଷା ଜନିତ ବନ୍ୟା ଓ ମାଟି ଅତଡା ଧସି ଚୀନରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସୋମବାର ରାତିରେ ଉତ୍ତର-ପୂର୍ବ ବେଜିଂର ପାର୍ବତ୍ୟାଞ୍ଚଳ ମିୟୁନରେ ଏହି ବର୍ଷା ବିତ୍ପାତ ହୋଇଛି। ଏହି ଅଞ୍ଚଳରେ ୨୧ ଇଞ୍ଚର ବର୍ଷା ହୋଇଛି। ମଙ୍ଗଳବାର ପର୍ଯ୍ୟନ୍ତ ବର୍ଷା…

ନ୍ୟୁୟର୍କରେ ଆଖିବୁଜା ଗୁଳିମାଡ଼ ,୫ ମୃତ

ଆମେରିକାର ନ୍ୟୁୟର୍କ ସହରର ମିଡଟାଉନ୍ ମାନହାଟନ୍‌ରେ ମଙ୍ଗଳବାର ଏକ ଭୟଙ୍କର ଗୁଳିମାଡ଼ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ ଅଫିସର ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକ ମଧ୍ୟ ଅଛନ୍ତି। ସୂଚନା ଅନୁଯାୟୀ, ଏହି ନିର୍ମମ ହତ୍ୟାକାଣ୍ଡ ମିଡଟାଉନ୍ ମାନହାଟନ୍‌ର…

ଯୁଦ୍ଧ ବନ୍ଦ କରିବାକୁ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ କୁ ଧମକ ଦେଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦରେ ପ୍ରବେଶ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ…

ଚୀନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ସ୍ଥିତି

ଚୀନର କେତେକ ରାଜ୍ୟରେ ଏବେ ବର୍ଷା ବିତ୍ପାତ ଜାରି ରହିଛି । ଏପରିକି ଚୀନର ରାଜଧାନୀ ବେଜିଂ ବର୍ଷା ଯୋଗୁଁ ବେହାଲ ହୋଇଯାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ବେଜିଂର ୧୬ରୁ ୧୨ଟି ଡିଷ୍ଟ୍ରିକ୍ଟ ( କ୍ଷେତ୍ର)ରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସୃଷ୍ଟି ହୋଇଛି । ତେବେ…

୧.୧ ବିଲିୟନ ଡଲାରକୁ ଅତିକ୍ରମ କରିଛି ସୁନ୍ଦର ପିଚାଇଙ୍କ ସମ୍ପତ୍ତି

ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଆର୍ଥିକ ସଫଳତାର ଶୃଙ୍ଗକୁ ଛୁଇଁଛନ୍ତି। ଯେଉଁଠାରେ ତାଙ୍କର ମୋଟ ସମ୍ପତ୍ତି (ନେଟ୍ ୱର୍ଥ) ବ୍ଲୁମବର୍ଗ ବିଲିୟନେର୍ସ ଇଣ୍ଡେକ୍ସ ଅନୁଯାୟୀ ୧.୧ ବିଲିୟନ ଡଲାରକୁ ଅତିକ୍ରମ କରିଛି। ଏହାର ମୁଖ୍ୟ କାରଣ ଆଲଫାବେଟ୍ ଷ୍ଟକର ମୂଲ୍ୟ ବୃଦ୍ଧି ରହିଛି। ୨୦୨୩ର…

ଭାରତୀୟଙ୍କୁ ଦିଅନି ନିଯୁକ୍ତି – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି । ଟ୍ରମ୍ପ ଓ୍ବାଶିଂଟନ ଡିସିରେ ଆୟୋଜିତ ଏଆଇ ସମିଟରେ କହିଛନ୍ତି କି ‘ଆମେରିକାର ସବୁଠାରୁ ବଡ ଟେକ୍ କମ୍ପାନୀମାନେ ଆମ ସ୍ବାଧୀନତାର ଲାଭ…

ଏବେ ଭାରତ ଭ୍ରମଣରେ ଆସିପାରିବେ ଚୀନ୍ ନାଗରିକ

ଏବେ ଭାରତ ଭ୍ରମଣରେ ଆସିପାରିବେ ଚୀନ୍ ନାଗରିକ। ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର, ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି…

ଭାରତୀୟ ଅର୍ଥନୀତିକୁ ଧ୍ୱଂସ କରିଦେବ ଆମେରିକା

ରୁଷରୁ ଶସ୍ତାରେ ତେଲ କିଣୁ ଥିବା ଚୀନ, ଭାରତ ଓ ବ୍ରାଜିଲକୁ ପୁଣି ଥରେ ଧମକ ଦେଇଛି ଆମେରିକା । ଯଦି ଏହି ଦେଶଗୁଡ଼ିକ ରୁଷରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆମେରିକାର ଜଣେ ସିନେଟର ଧମକ ଦେଇଛନ୍ତି।…

ଓବାମାଙ୍କୁ ଜେଲ ପଠାଇବେ ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଜେଲ ପଠାଇବାକୁ ଚାହୁଁଛନ୍ତି କି ? ଏ ପରି କୌଣସି ନିର୍ଦ୍ଦେଶ ଟ୍ରମ୍ପ ଦେଇନଥିଲେ ବି ନିଜ ସୋସିଆଲ ମିଡିଆ (ଟ୍ରୁଥ) ଆକାଉଣ୍ଟରେ ସେ ଏପରି ଏକ ଏଆଇ-ଭିଡିଓ ସେୟାର କରିଛନ୍ତି, ତାହାକୁ ଦେଖିଲେ ମନେହେବ ଯେ ସେ…

ଜାହାଜରେ ଅଗ୍ନିକାଣ୍ଡ , ସମୁଦ୍ରକୁ ଡ଼େଇଁଲେ ଯାତ୍ରୀ

ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ ଉତ୍ତର ସୁଲାୱେସିର ତାଲିସ୍ ଦ୍ୱୀପ ନିକଟରେ…