Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Browsing Category
World
All world wide news update will uploaded
ଇସ୍ଲାମିକ୍ ଷ୍ଟେଟ୍ ନେତା ଉସାମା ଅଲ୍-ମୁହାଜିର୍ ନିହତ
କାଇରୋ: ସିରିୟାରେ ଆମେରିକା ଡ୍ରୋନ୍ଦ୍ବାରା ଆକ୍ରମଣ କରି ଜଣେ ‘ଆଇଏସ୍ଆଇଏସ୍’ ନେତାଙ୍କୁ ହତ୍ୟା କରିଛି ।ନିହତ ‘ଆଇଏସ୍ଆଇଏସ୍’ ନେତା ଅଲ୍-ମୁହାଜିର୍ଙ୍କ ବିଷୟରେ ଅଧିକ କିଛି ବିବରଣୀ ନ ଦେଇ ଜାରି କରିଥିବା ବିବୃତିରେ ଆମେରିକା ସେନା କହିଛି: ସମଗ୍ର ସିରିୟାରେ ‘ୟୁ. ଏସ୍.…
ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବାକୁ ପଡ଼ିବ : ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍ସିଓ ବୈଠକରେ ଅଧ୍ୟକ୍ଷତା କରି ଆତଙ୍କବାଦ ବିଶ୍ବ ପାଇଁ ବଡ଼ ବିପଦ ବୋଲି କହିଛନ୍ତି। ପାକିସ୍ତାନର ନାମ ନନେଇ ମୋଦି କହିଛନ୍ତି ଯେଉଁମାନେ ଆତଙ୍କବାଦୀ ପୋଷୁଛନ୍ତି ସେମାନେ ମଧ୍ୟ ଏହାର ଫଳ ପାଉଛନ୍ତି । ଭର୍ଚୁଆଲ ମୋଡରେ ହେଉଥିବା…
ପ୍ରଧାନମନ୍ତ୍ରୀ ଓ ଇଜିପ୍ଟ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ
କାଇରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଅବଦଲ ଫତେହ ଅଲ ସିସିଙ୍କ ମଧ୍ୟରେ ଅଲ-ଇତିହାଦିୟା ପ୍ୟାଲେସ୍ ଠାରେ ସାକ୍ଷାତ ଆଲୋଚନା ହୋଇଛି । ଜାନୁଆରୀ ୨୦୨୩ରେ ଭାରତର ଗଣତନ୍ତ୍ର ଦିବସ ସମାରୋହରେ ରାଷ୍ଟ୍ରପତି ଅଲ୍ ସିସି ଅତିଥି ଭାବେ ଯୋଗ ଦେବାକୁ ଦୁଇ…
‘ଶୋଲେ’ ଗୀତ ଗାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କଲେ ଇଜିପ୍ଟ ତରୁଣୀ
କାଇରୋ: ଦୁଇଦିନିଆ ମିଶର ଗସ୍ତରେ ଯାଇ ଇଜିପ୍ଟର ରାଜଧାନୀ କାଇରୋ ପହଞ୍ଚିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶାଢ଼ି ପିନ୍ଧିଥିବା ଜଣେ ଇଜିପ୍ଟ ଝିଅ ଅମିତାଭ ଓ ଧର୍ମେନ୍ଦ୍ରଙ୍କ ଉପରେ ଚିତ୍ରାୟିତ ‘ଶୋଲେ’ ସିନେମାର ପ୍ରସିଦ୍ଧ ଗୀତ ‘ୟେ ଦୋସ୍ତି ହମ୍ ନହିଁ ତୋଡେଙ୍ଗେ’…
ଟାଇଟାନିକ ଦେଖିବା ଲାଗି ଯାଇଥିବା ୫ ବ୍ୟକ୍ତିଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଟାଇଟାନିକ ଦେଖିବାର ସ୍ବପ୍ନ ସାଜିଲା ଘାତକ । ଟାଇଟାନିକ ଦେଖିବା ଲାଗି ଯାଇଥିବା ୫ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କହିଛି ଆମେରିକା ତଟରକ୍ଷୀ ବାହିନୀ । ଫଳରେ ଗତ ୧୮ ତାରିଖରୁ ସେମାନଙ୍କୁ ଉଦ୍ଧାର କରିବା ଲାଗି ଚାଲିଥିବା ମେଗା ରେସ୍କ୍ୟୁ ଅପରେସନ ନିଷ୍ଫଳ ହୋଇଛି । ଗଭୀର…
ଭାରତର କୌଣସି ଭେଦଭାବ ନାହିଁ: ମୋଦୀ
ଭାରତର ଗଣତନ୍ତ୍ରରେ ଭେଦଭାବ ନାହିଁ । ଭାରତ ଓ ଆମେରିକାର ଡିଏନ୍ଏରେ ଗଣତନ୍ତ୍ର ରହିଛି । ଭାରତ କୌଣସି କ୍ଷେତ୍ରରେ ବି ଧର୍ମ, ଜାତି, ବର୍ଣ୍ଣ ଓ ଲିଙ୍ଗ ଆଧାରରେ ଭେଦଭାବ କରେନାହିଁ। ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ବାସ, ସବ୍କା ପ୍ରୟାସ’ ନୀତିରେ ଭାରତର ଗଣତନ୍ତ୍ର…
ହ୍ବାଇଟ୍ ହାଉସରେ ମୋଦିଙ୍କୁ ଜୋରଦାର ସମ୍ବର୍ଦ୍ଧନା
ଓ୍ବାସିଂଟନ : ଆମେରିକା ଗସ୍ତର ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୱାଶିଂଟନରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ରେ ସମ୍ମାନିତ କରାଯାଇଥିଲା। ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ…
ଆମେରିକାରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ୍ବାସିଂଟନ ଡିସିରେ ଭବ୍ୟ ସ୍ବାଗତ କରାଯାଇଛି । ଆମେରିକା ରାଷ୍ଟ୍ରପତିଙ୍କୁ ମଧ୍ୟ ଭେଟିଛନ୍ତି ମୋଦି । ଆଜି ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିଛି । ଚତୁର୍ଦିବସୀୟ ଆମେରିକା ଗସ୍ତ ପ୍ରଧାନମନ୍ତ୍ରୀଙ୍କୁ ନ୍ୟୁୟର୍କରେ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ…
ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଲେ ମୋଦି
ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟରର ସିଇଓ ଏଲମ ମସ୍କଙ୍କୁ ଭେଟିଛନ୍ତି । ମସ୍କଙ୍କ ସହ ମୋଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ୨୪ ତାରିଖ ପର୍ଯ୍ୟନ୍ତ ଆମେରିକାରେ ରହିବେ ମୋଦି । ଏହି ସମୟରେ ପିଏମ୍ ମୋଦି ରାଷ୍ଟ୍ରପତି ଜୋ ବିଡେନଙ୍କୁ…
ଔଷଧ ଏବଂ ସିରପ ଉପରେ ପ୍ରତିବନ୍ଧକ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ
ନୁଆଦିଲ୍ଲୀ : ବିଶ୍ୱରେ ୩୦୦ରୁ ଅଧିକ ମୃତ୍ୟୁର କାରଣ ସହିତ ଜଡିତ ଖରାପ ଗୁଣବତ୍ତା ଔଷଧ ଏବଂ ସିରପ ଉପରେ ପ୍ରତିବନ୍ଧକ ଲଗାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) । ଏହାର ଯାଞ୍ଚ ପାଇଁ ଭାରତରେ ତିଅରି ହେଉଥିବା ସିରପକୁ ବ୍ଲକ ଲିଷ୍ଟ କରି ଦିଆଯାଇଛି । ସ୍ୱାସ୍ଥ୍ୟ ସଂଗଠନର କହିବା ଅନୁସାରେ ଅନେକ…