Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
World
All world wide news update will uploaded
ହମାସ୍ ଆକ୍ରମଣରେ ପ୍ରକାଶିତ ହେଲା ନିଖୋଜ ବିଦେଶୀ ନାଗରିକଙ୍କ ତାଲିକା
ହମାସ୍ ଆକ୍ରମଣରେ ପ୍ରକାଶିତ ହେଲା ଇସ୍ରାଏଲରେ ନିଖୋଜ ବିଦେଶୀ ନାଗରିକଙ୍କ ତାଲିକା । ଇସ୍ରାଏଲ ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିଖୋଜ ବିଦେଶୀମାନଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଅଛନ୍ତି | ଇସ୍ରାଏଲ ଉପରେ ହମାସ୍ ଆକ୍ରମଣ ଦ୍ୱାରା ବର୍ତ୍ତମାନ ପର୍ଯ୍ୟନ୍ତ ୪୪ ଜଣ ବିଦେଶୀ…
ଇସ୍ରାଏଲରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ
ଇସ୍ରାଏଲରେ ଫଶି ରହିଥିବା ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବାପାଇଁ ଭାରତ ସରକାର ଆରମ୍ଭ କଲେ ଅପରେସନ ଅଜୟ । ଖୁବଶୀଘ୍ର ସେଠାରେ ଫସିରହିଥିବା ଭାରତୀୟ ସ୍ବଦେଶ ଫେରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ବଦେଶ ଫେରିଯିବାକୁ ଭାରତୀୟ ଦୂତାବାସରେ ନାମ ପଞ୍ଜିକରଣ କରିଥିବା ଭାରତୀୟମାନଙ୍କ ମଧ୍ୟରୁ…
ହମାସ୍ ଇସ୍ରାଏଲୀୟ ଶିଶୁଙ୍କ ମୁଣ୍ଡକାଟ କରିଥିବାର ପ୍ରମାଣ ପାଇଛି
ୱାସିଂଟନ୍: ଶନିବାର ଦିନ ହମାସ୍ର ଅତର୍କିତ ଆକ୍ରମଣକୁ ସାରା ବିଶ୍ବ ନିନ୍ଦା କରିବା ପରେ ଆମେରିକା ମଧ୍ୟ ଚିନ୍ତା ପ୍ରକଟ କରିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତିଙ୍କ ସହ କଥା ହେବା ପରେ ଦୁଇ ନେତା ହମାସକୁ ଧ୍ବଂସ କରିବାକୁ ଏକମତ ହୋଇଛନ୍ତି । ହମାସ୍…
ଗାଜାରେ ଏକମାତ୍ର ପାୱାର ପ୍ଲାଣ୍ଟ୍ ଠପ୍
ଗାଜା: ହମାସର ଆକ୍ରମଣ ପରେ ଇସ୍ରାଏଲ ସମସ୍ତ ସହାୟତା ବନ୍ଦ କରିଛି । ଶହ ଶହ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀ ସଂଗଠନ ହତ୍ୟା କରିବା ପରେ ଗାଜାକୁ ସମସ୍ତ ଜରୁରୀକାଳୀନ ସେବା ବନ୍ଦ କରିବାକୁ ଇସ୍ରାଏଲ ପୂର୍ବରୁ ଘୋଷଣା କରିଥିଲା । ଗାଜାରେ ବିଦ୍ୟୁତ୍ ଯୋଗାଣ ପାଇଁ ରହିଥିବା ଏକମାତ୍ର…
ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତର ‘ଅପରେସନ୍ ଅଜୟ’ ଲଞ୍ଚ
ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାର ଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ ।ଏଥିପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ । ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକଙ୍କୁ…
ନେତାନ୍ୟାହୁ ହମାସ ଆତଙ୍କବାଦୀଙ୍କୁ ଦେଲେ ଚେତାବନୀ
ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି। ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଲୋକଙ୍କୁ ହତ୍ୟା କରୁଥିବା ବେଳେ ପ୍ରତିଶୋଧ ନେଉଛି ଇସ୍ରାଏଲ । ବିଶେଷ କରି ହମାସ ଆତଙ୍କବାଦୀମାନେ ଘରେ ପଶି ମହିଳା, ଶିଶୁ ବୃଦ୍ଧ କାହାକୁ ଛାଡୁନାହାଁନ୍ତି । ଇସ୍ରାଏଲ ର ମହିଳା ଏବଂ ସୈନ୍ୟଙ୍କୁ…