Trending
- ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି
- ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
Browsing Category
World
All world wide news update will uploaded
ଗାଜା ହସ୍ପିଟାଲରେ ବୋମାମାଡ଼, ୫୦୦ ମୃତ
ଗାଜା: ଗାଜାର ଅଲ-ଆହଲି ଆରବୀ ହସ୍ପିଟାଲ ଉପରେ ଆଜି ସନ୍ଧ୍ୟାରେ ଇସ୍ରାଏଲ ବୋମାମାଡ଼ କରିଛି। ଆକ୍ରମଣରେ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗାଜା ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ପ୍ରମୁଖ ହସ୍ପିଟାଲରେ ପ୍ରଚଣ୍ଡ ବିସ୍ଫୋରଣ…
ବୋମାମାଡ଼ ବନ୍ଦ କଲେ ଇସ୍ରାଏଲର ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସ ପ୍ରସ୍ତୁତ
ବୋମାମାଡ଼ ବନ୍ଦ କଲେ ଇସ୍ରାଏଲର ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ହମାସ ପ୍ରସ୍ତୁତ । ଦୁଇଶହ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ପଣବନ୍ଦି କରି ରଖିଛନ୍ତି । ଯଦି ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ ବନ୍ଦ କରେ ତେବେ ହମାସ ଇସ୍ରାଏଲୀ ପଣବନ୍ଦୀମାନଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ବୋଲି…
ଗାଜା ଉପରେ ଇସ୍ରାଏଲ କରିବ ଜୋରଦାର ଆକ୍ରମଣ
ଗାଜା ଉପରେ ଇସ୍ରାଏଲର ଜୋରଦାର ଆକ୍ରମଣ ଆଜିଠୁ କରିବ। ଚାଲିଛି ଯୁଦ୍ଧକାଳୀନ ଏଭାକୁଏସନ । ନିରାପଦ ପଳାୟନ ଲାଗି ରୁଟ୍ ବି ପ୍ରସ୍ତୁତ ହୋଇଛି । ନାଗରିକଙ୍କୁ ଗାଜା ଷ୍ଟ୍ରିପ୍ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଗାଜାରେ ଅନେକ ହମାସ୍ ପୋଷ୍ଟ୍ ଉପରେ ପ୍ରଚଣ୍ଡ ଆକ୍ରମଣ…
ଆମେରିକାରେ ଉଦ୍ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି
୧୦ ଘଣ୍ଟାର ଦୀର୍ଘ ଯାତ୍ରା
ହମାସ୍ ପୋଷ୍ଟ୍ ଉପରେ ଇସ୍ରାଏଲ ସ୍ଥଳସେନାର ପ୍ରଚଣ୍ଡ ଆକ୍ରମଣ
ତେଲ୍ ଅଭିଭ୍: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆତଙ୍କବାଦୀ ସଂଗଠନ ହମାସ୍କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି। ଗାଜାରେ ଇସ୍ରାଏଲ ସ୍ଥଳସେନା ପ୍ରବେଶ କରିଥିବା ବେଳେ ନେତାନ୍ୟାହୁ କହିଛନ୍ତି, ଆମର ଶତ୍ରୁମାନେ ଏବେ ମୂଲ୍ୟ ଦେବେ। ଆମେ କେବେ ବି କ୍ଷମା କରିବୁନି।…
ଇସ୍ରାଏଲକୁ ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ
୨ ଯୁଦ୍ଧପୋତ, ୩ ମର୍ଲିନ୍ ହେଲିକପ୍ଟର ଓ ସାମୁଦ୍ରିକ କମାଣ୍ଡୋ
ସ୍ବଦେଶ ଫେରୁଛନ୍ତି ଇସ୍ରାଏଲରେ ଫସିଥିବା ଭାରତୀୟ
ନୂଆଦିଲ୍ଲୀ : ଇସ୍ରାଏଲରେ ଏବେ ଯୁଦ୍ଧ ପରିସ୍ଥିତି । ହମାସ ଆତଙ୍କବାଦୀମାନେ ରକେଟ ମାଡ କରୁଥିବା ବେଳେ ଗାଜାରେ ଇସ୍ରାଏଲ ସେନା ବୋମା ମାଡ଼ କରୁଛି । ସାଧାରଣ ଲୋକେ ଭୟରେ ଜୀବନ ବିତାଉଛନ୍ତି । ଏଭଳି ସମୟରେ ଇସ୍ରାଏଲରୁ ଫେରିଛନ୍ତି ୨୧୨ ଭାରତୀୟ । ଅପରେସନ ଅଜୟରେ ୨୧୨ ଜଣ ଭାରତୀଙ୍କୁ…