Browsing Category

Uncategorized

ଦେଢ଼ଦିନରେ ଲଢ଼େଇ ଶେଷ

ଭାରତ-ଦକ୍ଷିଣ ଆଫ୍ରିକା ୫ ଦିନିଆ ଟେଷ୍ଟ୍ ୫ ସେସନ୍‌ରେ ଶେଷ ହୋଇଯିବା ସହ ଏହି ରେକର୍ଡ ହୋଇଛି। ନ୍ୟୁଲାଣ୍ଡ୍ସ କ୍ରିକେଟ୍‌ ପଡ଼ିଆରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ୱିକେଟ୍‌ରେ ପରାସ୍ତ କରିଛି। ଏହି ଟେଷ୍ଟ‌୍‌ ସବୁଠୁ କମ୍‌ ସମୟ ମଧ୍ୟରେ ଶେଷ ହେବାରେ କୀର୍ତ୍ତିମାନ କରିଛି। ଉଭୟ ଦଳ ମୋଟ ୬୪୨…

ରଥଯାତ୍ରା ପାଇଁ ରଥକାଠ ଗଛକଟା ଅନୁକୂଳ ପୂଜାର୍ଚ୍ଚନା

ନୟାଗଡ଼: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହୋଇଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ରାଉଳ ପୀଠରେ ପାରମ୍ପରିକ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା  କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଆଜ୍ଞାମାଳ,…

ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧ ଗିରଫ

ଶ୍ରୀନଗର: ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ।  ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଭାରତୀୟ ସେନା ଓ…

୨୭ବର୍ଷରେ ପାଦ ଦେବ ବିଜୁ ଜନତା ଦଳ

ଭୁବନେଶ୍ବର: ଆସନ୍ତାକାଲି ବିଜେଡିର ପ୍ରତିଷ୍ଠା ଦିବସ । ୨୬ ପୂରି ୨୭ବର୍ଷରେ ପାଦ ଦେବ ବିଜୁ ଜନତା ଦଳ । ଏହି ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ସେବା ଓ ବିକାଶର ବାର୍ତ୍ତା ଦେବ ବିଜେଡି । ଆସନ୍ତାକାଲି ୨୭ବର୍ଷରେ ପଦାର୍ପଣ କରିବ ବିଜୁ ଜନତା ଦଳ । ଗତ ୨୬ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ…

କୋଟିପତି ମାଙ୍କଡ଼: ୩୩ ଏକର ଜମି ମାଙ୍କଡଙ୍କ ନାଁରେ

ମହାରାଷ୍ଟ୍ରର ଧରଶିଭ ଜିଲ୍ଲାର ମାକାଡ୍କା ଉପଲା ଗାଁରେ ରହୁଛନ୍ତି କୋଟିପତି ମାଙ୍କଡ।  ଗାଁର ଲୋକମାନେ ଏହି ମାଙ୍କଡକୁ ଉପହାର ଏବଂ ଭଲ ଭଲ ଜିନିଷ ଖାଇବାକୁ ମଧ୍ୟ ଦିଅନ୍ତି। ଅନେକ ସମୟରେ ବିବାହ ସମାରୋହ ଆରମ୍ଭ ପୂର୍ବାରୁ ମାଙ୍କଡମାନଙ୍କୁ ସମ୍ମାନିତ କରାଯାଏ। ଗ୍ରାମବାସୀଙ୍କ କହିବା କଥା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପୁରୀର ସବୁ ଘରେ ଦୀପଦାନ ହେବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପୁରୀର ସବୁ ଘରେ ଦୀପଦାନ ହେବ  । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଚାଲିଛି । ପ୍ରଶାସନ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ।  ଅତ୍ୟନ୍ତ ଭବ୍ୟ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…

ପାହାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର : ପାହାଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ।  ସବୁଦିନ ପାଇଁ ସ୍ୱାମୀ  ଦୁର୍ଘଟଣାରେ ଚାଲିଯାଇଥିବାରୁ ପତ୍ନୀଙ୍କ ଆଖିରୁ ଲୁହ ସରୁନି ।  ମାଆ କାନ୍ଦି କାନ୍ଦି ଆଖି ଲୁହ ଶୁଖୁନି। ପରିବାର ସହ ରହୁଥିଲେ ପ୍ରଭୁପଦ । ପରିବାର ରହୁଥିଲେ ପାହାଳ ନିକଟରେ ।  ପ୍ରଭୁପଦ ଜେନା…

ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ

ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ। ଭୁବନେଶ୍ବରରୁ ହାୱଡ଼ା ଯାଉଥିବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ। କୋଚ୍ ତଳେ ନିଆଁ ଲାଗିଯାଇଥିଲା। ବ୍ରେକ ସୁରୁ ବାହାରିଥିଲା ପ୍ରବଳ ଧୂଆଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କଟକ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ତଳୁ ନିଆଁ…

ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ଗୋଷ୍ଠୀ ଶିକ୍ଷାଧିକାରୀ ନିଲମ୍ବିତ ହୋଇଛନ୍ତି । ଶିକ୍ଷାଧିକାରୀ ମଙ୍ଗଳ ଚନ୍ଦ୍ରସିଂଙ୍କୁ ନିଲମ୍ବନ କରିଛନ୍ତି ଶିକ୍ଷା ସଚିବ। ତାଙ୍କ ନାଁ ରେ ବିଭିନ୍ନ ପ୍ରକାର ବେଆଇନ କ୍ଷମତା ଅପବ୍ୟବହାର କରିବାର ଅଭିଯୋଗ ଥିଲା । ନିଜେ ଶିକ୍ଷା ସଚିବ ଯଶିପୁର ଗସ୍ତକରି…

ବସ୍‌ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ବର:ବସ ଧର୍ମଘଟ ପ୍ରତ୍ୟାହୃତ । ଅଲ ଓଡିଶା ଘରୋଇ ବସ ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛି ।  ଡିସେମ୍ବର ୧ତାରିଖରେ ହେବାକୁ ଥିବା ବସ୍‌ ଧର୍ମଘଟକୁ ରାଜ୍ୟ ବସ୍ ମାଲିକ ସଂଘ ପ୍ରତ୍ୟାହାର କରିଛି।  ପରିବହନ ମନ୍ତ୍ରୀ ଟୁକୁନି…