Trending
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- STF ର DIG ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଡକ୍ଟର କନୱର ବିଶାଲ ସିଂହ
- ସବୁଠୁ ଅଧିକ ସମୟ ଯାଏ ନିର୍ବାଚିତ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ଭାଙ୍ଗିବେ ନେହରୁଙ୍କ ରେକର୍ଡ
- ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ
- ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
- ଦିଲ୍ଲୀ ଗଲେ ନବୀନ
- ଓଡ଼ିଶା ସରକାରଙ୍କ ନୂଆ ନିର୍ଦ୍ଦେଶନାମା ,ଆଜି ଠାରୁ କେବଳ କିଣାହେବ ଇଭି ଯାନ
Browsing Category
Uncategorized
ଟାଙ୍ଗୀ ବ୍ଲକ୍ ଅଞ୍ଚଳରେ ହାତୀ ଆତଙ୍କ; ଲୋକେ ଭୟଭୀତ
ଧାନ ଖାଇବାକୁ ହାତୀ ଏବେ ବିଲ ମୁହାଁ । ଖୋର୍ଧା ଜିଲ୍ଲାରେ ବୁଲୁଛନ୍ତି ହାତୀ । ଆଜି ଏ ଗାଁରେ ତ କାଲି ଅନ୍ୟ ଗାଁରେ । ଖୋର୍ଦ୍ଧା ବନଖଣ୍ଡରେ ବଢୁଛି ହାତୀ ଉପଦ୍ରବ। ଲୋକେ ଭୟରେ ରାତିରେ ଶୋଇପାରୁନାହାଁନ୍ତି । ଧାନ ଜଗିବାକୁ ରାତି ଉଜାଗର ହେଉଛନ୍ତି ଲେକ ଟାଙ୍ଗୀ ରେଞ୍ଜରେ ୩୦ ଟିକିଆ…
ଏବିସି ନ୍ୟୁଜକୁ ମହଙ୍ଗା ପଡ଼ିଲା ଟ୍ରମ୍ପ ବିରୋଧୀ ଖବର
ଏବିସି ନ୍ୟୁଜକୁ ମହଙ୍ଗା ପଡିଛି। ବର୍ତ୍ତମାନ ଚ୍ୟାନେଲକୁ ୧୫ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ଟ୍ରମ୍ପଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନି ମାମଲାରେ ୧୨୭.୫ କୋଟି ଟଙ୍କା ଦେବାକୁ ପଡିବ। ଏହି ମାମଲାର ସମାଧାନ ପାଇଁ ଚ୍ୟାନେଲ ରାଜି ହୋଇଛି। ସିଏନଏନ ରିପୋର୍ଟ ଅନୁଯାୟୀ, ଏହି ପରିମାଣ ସହିତ…
ବାତ୍ୟା ‘ଦାନା’ରେ ୬୦୦ କୋଟି କ୍ଷତି
ବାତ୍ୟା 'ଦାନା' କ୍ଷୟକ୍ଷତି ରିପୋର୍ଟ। ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ପାଇଲେ ରାଜ୍ୟ ସରକାର। ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରୁ ଆସିଛି ରିପୋର୍ଟ। ତେବେ ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା 'ଦାନା'ରେ ପ୍ରାୟ ୬ଶହ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା କହିଛନ୍ତି…
ଅକ୍ଟୋବର ୨୯ରେ ଓଡ଼ିଶାବାସୀଙ୍କ ପାଇଁ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶାବାସୀଙ୍କୁ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଆୟୁଷ୍ମାନ ଭାରତ ଯୋଜନା ସହ ଯୋଡ଼ିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହିବେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ…
ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍ ରେଜଲ୍ଟ
ପ୍ରକାଶ ପାଇଛି ୨୦୨୨ ମସିହାର ଓଏଏସ୍ ରେଜଲ୍ଟ। ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଓଏଏସ୍ ଟପ୍ପର ହୋଇଛନ୍ତି।
ଦ୍ୱିତୀୟ ସ୍ଥାନରେ ପ୍ରିଙ୍କିଲ ପରବୀନ ପରିଡ଼ା, ତୃତୀୟ ସ୍ଥାନରେ ଦୀପ୍ତିରଞ୍ଜନ…
ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ନାଏବ ସାଇନି ହେବେ
ଚଣ୍ଡିଗଡ଼: ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ନାଏବ ସାଇନି ହେବେ। ସେ ପଞ୍ଚକୁଲାର ବିଜେପି କାର୍ଯ୍ୟାଳୟରେ ବିଜେପି ବିଧାୟକ ବୈଠକରେ ସର୍ବସମ୍ମତି କ୍ରମେ ନେତା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବୈଠକରେ ବିଜେପି ପର୍ଯ୍ୟବେକ୍ଷକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ…
ଡ୍ରଗ୍ସ ଓ ନାର୍କୋ ବ୍ୟବସାୟ ବିପକ୍ଷରେ ଅଭିଯାନ
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆମର ଯୁବବର୍ଗଙ୍କୁ ନିଶା ଦ୍ରବ୍ୟ କବଳରୁ ରକ୍ଷା କରି ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ…
ଲୋକଙ୍କ ଘରେ କ୍ଷେପଣାସ୍ତ୍ର ଗଚ୍ଛିତ ରଖିଛି ଆତଙ୍କବାଦୀ ସଂଗଠନ ଯାହାର ଫଟୋ ଜାରି କରିଛି ଇସ୍ରାଏଲ
ଲୋକଙ୍କ ଘରେ କ୍ଷେପଣାସ୍ତ୍ର ଗଚ୍ଛିତ ରଖିଛି ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା। ଘରେ ଘରେ ରହିଛି ଅସ୍ତ୍ରଶସ୍ତ୍ର। ଯାହାର ଫଟୋ ଜାରି କରିଛି ଇସ୍ରାଏଲ। ଇସ୍ରାଏଲ ବିରୋଧରେ ଏସବୁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି ହେଜବୋଲ୍ଲା, ଯେଉଁଥିପାଇଁ ଏବେ ଯୁଦ୍ଧ ଘନେଇବାରେ ଲାଗିଛି।
ପୂର୍ବରୁ ଇସ୍ରାଏଲ…
ଚେନ୍ନାଇ ଟେଷ୍ଟରେ ଅଶ୍ବିନୀଙ୍କ ଶତକ
ଶହେ ତମ ଟେଷ୍ଟରେ ଶତକ କରି ରେକର୍ଡ କଲେ ଅଶ୍ବିନୀ । ଟିମ୍ ଇଣ୍ଡିଆର ଷ୍ଚାର ବୋଲର ଆଜି ଷ୍ଟାର ବ୍ୟାଟର । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଆର ଅଶ୍ବିନୀ ୧୦୨ ରନ କରିଥିବା ବେଳେ ଜାଡେଜା ୮୬ ରନ କରି ଅପରାଜିତ ଅଛନ୍ତି । ଆସନ୍ତା କାଲି ପୁଣି ଖେଳିବେ ଅଶ୍ବିନୀ, ଜାଡେଜା । ଟେଷ୍ଟରେ ଯଶସ୍ବୀ…
ବିଧାନସଭାରେ ରେଭେନ୍ସା ଝଡ଼
ଆଜି ବିଧାନସଭାରେ ପୁଣି ରେଭେନ୍ସା ପ୍ରସଙ୍ଗ ଉଠିଛି। ବିରୋଧୀ ବିଜେଡି ଓ କଂଗ୍ରେସ ସଭ୍ୟମାନେ ରେଭେନ୍ସା ନାମ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଥିଲେ। ବିଜେପି ସଭ୍ୟମାନେ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଶୂନ୍ୟକାଳରେ ବିଜେଡି ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, କେନ୍ଦ୍ର ମନ୍ତ୍ରୀ…