Browsing Category

Uncategorized

ଉପରାଷ୍ଟ୍ରପତି ପାଇଁ ଚାଲିଛି ମତଦାନ

 ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ଚାଲିଛି। କେବଳ ସଂସଦର ଲୋକସଭା ଏବଂ ରାଜ୍ୟସଭା ସଦସ୍ୟ ଭୋଟ୍ ଦେଇ ଦେଶର ନୂଆ ଉପରାଷ୍ଟ୍ରପତି ନିର୍ବାଚିତ କରିବେ । ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ ଓ ବିରୋଧୀ ଦଳ ପ୍ରାର୍ଥୀ ମାର୍ଗାରେଟ୍ ଆଲଭାଙ୍କୁ ଭୋଟ ଦେଉଛନ୍ତି ସଦସ୍ୟମାନେ । ପ୍ରଥମେ

ଆସୁଛି ଲଘୁଚାପ ପ୍ରବଳ ବର୍ଷା ସଂଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ତେବେ, ରାଜ୍ୟର ୨୦ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ

ମୟୂରଭଞ୍ଜ ଜିଲ୍ଲାରେ ୨୭ ଓ ୨୮ ଜୁଲାଇରେ ଅନୁଷ୍ଠିତ ହେବ ‘‘ଉଜ୍ଜ୍ବଳ ଭାରତ – ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @2047’’ ସମାରୋହ

ଦେଶ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଛି । ଏହାର ଅଂଶବିଶେଷ ସ୍ବରୂପ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ‘‘ଉଜ୍ଜ୍ବଳ ଭାରତ – ଉଜ୍ଜ୍ବଳ ଭବିଷ୍ୟ ଶକ୍ତି @2047’’ ସମାରୋହ । ଶକ୍ତି

ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦ୍ଧେନା

ରାଷ୍ଟ୍ରପତି ରାନିଲ୍‌ ବିକ୍ରମସଂଘେ ତାଙ୍କ ନୂତନ କ୍ୟାବିନେଟ୍‌କୁ ଶପଥ ଗ୍ରହଣ କରାଇବା ସମୟରେ ବରିଷ୍ଠ ରାଜନେତା ଶ୍ରୀଲଙ୍କା ରାଜନୀତିର ତୁଙ୍ଗ ନେତା ୭୩ ବର୍ଷିୟ ଦିନେଶ ଗୁଣବର୍ଦେନା ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ପୋଦୁଜନ ପେରମୁନା ପାର୍ଟି’ର ନେତା ଦିନେଶ

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ହେଲେ ବିକ୍ରମ ସିଙ୍ଘେ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ ଆଜି କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।ଗୋଟାବାୟା ରାଜପକ୍ଷ ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଗତକାଲି ଇମେଲ୍‌ରେ ଇସ୍ତଫା ଦେବାପରେ ବାଚସ୍ପତି ତାଙ୍କ ଇସ୍ତଫାପତ୍ରକୁ ଆଜି ଗ୍ରହଣ କରିଛନ୍ତି।ଅନ୍ୟପକ୍ଷେ ଆସନ୍ତାକାଲିଠାରୁ ସଂସଦ ଆରମ୍ଭ

ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମାନ୍ୟତା ବଜାୟ ରଖିଲା ଆଇଆଇଟି-ମାଡ୍ରାସ୍‌

ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଚଳିତ ଶିକ୍ଷାବର୍ଷର ରାଙ୍କିଙ୍ଗ୍- ‘ଇଣ୍ଡିଆ ରାଙ୍କିଙ୍ଗସ୍-୨୦୨୨’ ପ୍ରକାଶ ପାଇଛି।  ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ’ (ଏନ୍‌ଆଇଆର୍‌ଏଫ୍‌) ପକ୍ଷରୁ

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ କୋହଲି, ବୁମରା ଖେଳିବେନି

ମେଟ୍ରୋ ଟିଭି ଓଡ଼ିଶା: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଦଳର ଏଥର କୋହଲିଙ୍କୁ ବାହାରେ ରଖାଯାଇଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ନିଜ ଦଳ ଘୋଷଣା କରିଛି। ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା

ଆସିଗଲା ଚଷମାର ବିକଳ୍ପ ଔଷଧ

ସାଧାରଣତଃ ଖବରକାଗଜ ପଢ଼ିବା ପାଇଁ କିମ୍ବା ମୋବାଇଲ ଓ କମ୍ପ୍ୟୁଟରରେ କାମ କରିବା ପାଇଁ ଲୋକେ ଚଷମା ବ୍ୟବହାର କରନ୍ତି। କାରଣ ଏହି ବର୍ଗର ଲୋକ ନିକଟତମ ବସ୍ତୁଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବାରେ ଅସୁବିଧା ଅନୁଭବ କରନ୍ତି ଏବଂ ଶେଷରେ ପଢ଼ିବା ପାଇଁ ଚଷମାର ସାହାଯ୍ୟ ନିଅନ୍ତି। ଏହା

ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲା ଶ୍ରୀଲଙ୍କା

ରାଷ୍ଟ୍ରପତି ଗୋଟାବାୟା ରାଜ‌ପକ୍ଷେ ଦେଶଛାଡ଼ି ମାଳଦ୍ବୀପକୁ ଖସି ପଳାଇଛନ୍ତି ବୋଲି ଖବର ପ୍ରଘଟ ହେବା ପରେ ତୁରନ୍ତ ସେ ଇସ୍ତଫା ଦିଅନ୍ତୁ ବୋଲି ଦାବି କରି ଅସଂଖ୍ୟ ପ୍ରତିବାଦକାରh ଶ୍ରୀଲଙ୍କାର ରାଜଧାନୀ କ‌ଲମ୍ବୋର ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ରାଷ୍ଟ୍ରପତି ଦେଶ ଛଡ଼ି ପଳାଇବା

୧୦ ୱିକେଟ୍‌ ବିଜୟୀ ହେଲା ଭାରତ

ଭାରତ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ୧୦ ୱିକେଟ୍‌ରେ ପରାସ୍ତ କରିଛି । ବୁମ୍‌ରାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ (୬/୧୯) କାରଣରୁ କେନିଂଟନ୍‌ ଓଭାଲରେ ଇଂଲଣ୍ଡ ମାତ୍ର ୨୫.୨ ଓଭରରେ ୧୧୦ ରନ୍‌ କରି ସମସ୍ତ ୱିକେଟ୍ ହରାଇଥିଲା। ରୋହିତ ଶର୍ମାଙ୍କ ଅପରାଜିତ ୭୬ ରନ୍‌, ୫୮ ବଲ୍, ୬ ଚୌକା, ୫