Browsing Category

Trends

All trending news will be updated in daily basis

ବଲିଉଡ ନିଶାରେ ଓଲିଉଡ

ଓଡ଼ିଶାର ଚଳଚ୍ଚିତ୍ର ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ସର୍ବତ୍ର ଚର୍ଚା ଚାଲିଛି ।ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ର କହିଛନ୍ତି ଯେ ପ୍ରକୃତି ମାଧ୍ୟମରେ ବାବୁସାନ ବଲିଉଡରେ ପାଦଦେବାପାଇଁ ଚାହୁଁଥିଲେ । ପ୍ରକୃତି ମିଶ୍ର ବଲିଉଡ ଫିଲ୍ମ ଓ ସିରିୟଲରେ କାମ କରି ଯେଉଁ…

ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ :ବାବୁସାନ

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ବାବୁସାନ ଘରକୁ ଫେରିଛନ୍ତି । ଗଣମାଧ୍ୟମ ବାବୁସାନଙ୍କ ପ୍ରତିକ୍ରିୟ ଜାଣିବାକୁ ଚାହିଁଥିବା ବେଳେ ବାବୁସାନ କହିଛନ୍ତି ପ୍ରଥମେ ମୋ ବାପା ମାଆଙ୍କୁ ପାଖକୁ ଯିବାକୁ ଦିଅନ୍ତୁ । ପରେ ମୁଁ ଆପଣମାନଙ୍କ ସହ କଥା ହେବି । ତେବେ ଦୁଇଦିନ ହେବ ବାବୁସାନ ଠିକରେ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ରେଜଲ୍ଟ। ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…

ଭାରତ ଗୌରବ ଦିବ୍ୟ କାଶୀ ଯାତ୍ରା ଟ୍ରେନ

ଭୁବନେଶ୍ବର: 23 ଜୁଲାଇ 2022 ରେ ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ କାଶୀ - ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ…

ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ

ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ – ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି । ତୈଳ…

ଭାରତ ଓ ପାକିସ୍ତାନ ଦିନେ ଏକ ହୋଇଯିବେ!

ମେଟ୍ରୋ ଟିଭି ଓଡ଼ିଶା ବ୍ୟୁରୋ: ପଶ୍ଚିମ ଏବଂ ପୂର୍ବ ଜର୍ମାନୀ ଏକ ହୋଇପାରନ୍ତି, ତେବେ କାହିଁକି ଭାରତ, ପାକିସ୍ତାନ ଏବଂ ବାଂଲାଦେଶ ଏକ ହୋଇପାରିବେ ନାହିଁ? ଏକ କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହା କହିଛନ୍ତି। ସେ ଦେଶର ବିଭାଜନକୁ ଦୁଃଖଦାୟକ ବୋଲି କହି…

ରାଜ୍ୟରେ ୧୨ ଲକ୍ଷ ପରିବାର କଚ୍ଚା ଘରେ ରହୁଛନ୍ତି

ଭୁବନେଶ୍ବର: ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଥିବା ବେଳେ ୨୧,୨୩୯ ଭୂମିହୀନ ପରିବାର ରହିଛନ୍ତି। ଏହା ସହ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ନିର୍ମାଣ କାର୍ଯ୍ୟ ଶେଷ କରିଥିବା ୨୩ ଲକ୍ଷ ୮୨ ହଜାର ୮୮୪ ହିତାଧିକାରୀଙ୍କୁ ଗୃହ ମରାମତି ପାଇଁ ସହାୟତା ମିଳିଛି। ଏହି…

ୱେ‌ଷ୍ଟଇଣ୍ଡିଜକୁ ପରାସ୍ତ କଲା ଟିମ ଇଣ୍ଡିଆ

ଭାରତ ୨ ୱିକେଟରେ ୱେ‌ଷ୍ଟଇଣ୍ଡିଜକୁ ପରାସ୍ତ କରିଛି । ଶିଖର ଧଓ୍ବନ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ଦ୍ବିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ୍‌ ପାଳି ଆରମ୍ଭରୁ ହିଁ ଭଲ ପ୍ରଦର୍ଶନ କରିଥିଲା। ଓପନର ଯୋଡ଼ି ପ୍ରଥମ ୱିକେଟ୍‌ରେ ୬୫ ରନ୍‌ ସଂଗ୍ରହ କରିଥିଲେ। କାଇଲ ମେୟର୍ସ ଆଉଟ୍‌ ହେବା…

ରାମନାଥ କୋବିନ୍ଦଙ୍କ ବିଦାୟୀ ଅଭିଭାଷଣ: ପ୍ରିୟ ଦେଶବାସୀ

ପ୍ରିୟ ଦେଶବାସୀ ନମସ୍କାର, ଆଜକୁ ପାଞ୍ଚ ବର୍ଷ ପୂର୍ବରୁ, ଆପଣମାନେ ସମସ୍ତେ ମୋ ଉପରେ ଅପାର ଭରସା ବ୍ୟକ୍ତ କରିଥିଲେ ଏବଂ ନିଜ ନିର୍ବାଚିତ ଜନ-ପ୍ରତିନିଧିମାନଙ୍କ ମାଧ୍ୟମରେ ମୋତେ ଭାରତର ରାଷ୍ଟ୍ରପତି ଭାବେ ବାଛିଥିଲେ। ଆଜି ମୋ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେଉଛି। ଏହି ଅବସରରେ ମୁଁ…

ଜାତୀୟ ପ୍ରସାରଣ ଦିବସ ସମାରୋହର ଉଦ୍‌ଘାଟନ

"ୟେ ଆକାଶବାଣୀ ହୈ’- ଏହି ଅମର ଶବ୍ଦ ଗୁଡ଼ିକୁ ସବୁ ଭାରତୀୟ ଚିହ୍ନଟ କରି ପାରିବେ । ଆଜି ଆକାଶବାଣୀ ଭବନର ରଙ୍ଗ ଭବନ ସଭା ଗୃହରେ ଏହା ପୁନଃ ଗୁଞ୍ଜରିତ ହୋଇ ଉଠିଥିଲା, ଯେତେବେଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଲୋକ ମାନଙ୍କ ଉଦ୍ଦେଶ୍ୟରେ ଏହାକୁ ଦୋହରାଇଥିଲେ । ଏହି ଭଳି…