Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Browsing Category
Trends
All trending news will be updated in daily basis
ଏମଏସଏମଇର ଉଦ୍ୟମ ପୋର୍ଟାଲ୍ ଏକ କୋଟି ପଞ୍ଜୀକରଣର ସଫଳତା ହାସଲ କରିଛି
ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ 1 କୋଟି ପଞ୍ଜୀକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜୀକରଣ ପୋର୍ଟାଲକୁ 1 ଜୁଲାଇ 2020 ରେ ଶୁଭାରମ୍ଭ କରାଯାଇଥିଲା। ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି। ଉଦ୍ୟମ ପୋର୍ଟାଲ୍!-->…
ରାଷ୍ଟ୍ରପତିଙ୍କୁ ଭେଟିଲେ ମାଳଦୀପ ରାଷ୍ଟ୍ରପତି
ମାଳଦୀପ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ଇବ୍ରାହିମ ମୋହମ୍ମଦ ସୋଲିହ ଆଜି (ଅଗଷ୍ଟ ୨, ୨୦୨୨) ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଛନ୍ତି ।
ରାଷ୍ଟ୍ରପତି ସୋଲିହଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ ଅବସରରେ ରାଷ୍ଟ୍ରପତି କହିଛନ୍ତି ଭାରତର!-->!-->!-->…
କାଶୀପୁରରେ ୨୪ ଦିନରେ ଗଲାଣି ୧୩ ଜୀବନ
ରାୟଗଡ଼ା କାଶୀପୁର ବ୍ଲକରେ ୨୪ ଦିନରେ ୧୩ ଜଣଙ୍କ ଜୀବନ ଗଲାଣି । କାଶୀପୁର ବ୍ଲକର ବିଭିନ୍ନ ଗାଁ ମାନଙ୍କରେ କାଳ ସାଜିଛନ୍ତି କ୍ୱାକ୍ । ଅନେକ ଗାଁ ମାନଙ୍କରେ କ୍ୱାକ୍ମଙ୍କ ଦ୍ୱାରା ଚିକିତ୍ସା ଚାଲିଛି ।ଏଭଳିକି ଯେଉଁମାନଙ୍କ ମୃତ୍ୟୁ ହୋଇଛି ସେଥିରୁ କିଛି ଜଣ କ୍ୱାକ୍ ଦ୍ୱାରା ପ୍ରଥମେ!-->…
ସଂଜୟ ରାଉତଙ୍କୁ ଗିରଫ କଲା ଇଡି
ଇଡି ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଗିରଫ କରିଛି । ସଞ୍ଜୟଙ୍କ ଭାଇ ସୁନିଲ ଏହି ସୂଚନା ଦେଇଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ଗତକାଲି ସକାଳେ ସଞ୍ଜୟଙ୍କ ବାସଭବନରେ ପହଞ୍ଚିବା ସହ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ। ଏକ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ!-->…
ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ
ଆଉଟ ସୋର୍ସିଂ ଓ ଠିକା ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟରେ ଲକ୍ଷାଧିକ ପଦବୀ ଖାଲିପଡିଥିବା ବେଳେ ରାଜ୍ୟ ସରକାର ଯୁବବର୍ଗଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ । ରାଜ୍ୟ ସରକାରଙ୍କ ୪୩ଟି ବିଭାଗରେ ୨ ଲକ୍ଷ ୨୬ ହଜାର ୫ ଶହ ୫୯ ସରକାରୀ ପଦବି!-->…
ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା
ରାଜ୍ୟଗୋଷ୍ଠୀ କ୍ରୀଡ଼ାଗ୍ରାମରେ ଉଡ଼ିଲା ତ୍ରିରଙ୍ଗା । ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂହ ଓ ବ୍ୟାଡ୍ମିଣ୍ଟନ୍ ତାରକା ପିଭି ସିନ୍ଧୁ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ।
https://twitter.com/WeAreTeamIndia/status/1552759138102435841
!-->!-->!-->!-->!-->…
ଦେଶରେ ୧୧ତମ କୃଷି ଗଣନାର ଶୁଭାରମ୍ଭ
ପ୍ରଥମ ଥର ପାଇଁ କୃଷି ଗଣନା ନିମନ୍ତେ ତଥ୍ୟ ସଂଗ୍ରହ ଏବଂ ହିସାବ ଗୁଡ଼ିକ ସ୍ମାର୍ଟ ଫୋନ୍ ଏବଂ ଟାବଲେଟ୍ରେ କରା ଯିବ
ସାରା ଦେଶରେ ଆଜି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ଏକାଦଶତମ କୃଷି ଗଣନା (୨୦୨୧- ୨୨)ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ!-->!-->!-->…
ତାମିଲନାଡୁ ହେଉଛି ଭାରତ ପାଇଁ ଚେସ୍ର ପାୱାରହାଉସ୍: ପ୍ରଧାନ
୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଚେନ୍ନାଇର ଜେଏଲ୍ଏନ୍ ଇନଡୋର ଷ୍ଟାଡିୟମରେ ୪୪ ତମ ଚେସ୍ ଅଲିମ୍ପିଆଡ୍ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର ଏନ ରବି, ତାମିଲନାଡୁର ମୁଖ୍ୟମନ୍ତ୍ରୀ!-->!-->!-->…
ପୁରୀ ଗସ୍ତରେ କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ
କେନ୍ଦ୍ର ନୀତି ଆୟୋଗ ଉପାଧକ୍ଷ ସୁମନ ବେରୀ ପୁରୀ ଗ୍ରସ୍ତରେ ଆସି ପିପିଲି ବ୍ଳକରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରୀତା ସମୀକ୍ଷା କରିଛନ୍ତି । ତାଙ୍କ ସହ ନୀତି ଆୟୋଗର ବରିଷ୍ଠ ସଭ୍ୟ ବିନୋଦ କୁମାର ପଲ ଓ ଅନ୍ୟ ସଦସ୍ୟ ମାନେ ପିପିଲି ବ୍ଳକର ବିଭିନ୍ନ ଅଞ୍ଚଳ!-->…