Browsing Category

Odisha

All about all odisha state news updates

ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର…

ରତ୍ନଭଣ୍ଡାର ପୁଣି ଗଣତି ମଣତି ହେବ । ଦୀର୍ଘ ଦିନର ବିରତି ପରେ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ। ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ…

ଚଳଚଞ୍ଚଳ ରଥଖଳା,ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ଚଳଚଞ୍ଚଳ ରଥଖଳା। ଜୋର୍ସୋର ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ କାମ। ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ ହୋଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ…

ବାଲିଅନ୍ତା ଭିଡ଼ ହତ୍ୟା , ଗିରଫଦାରୀ ସଂଖ୍ୟା ୧୧କୁ ବୃଦ୍ଧି

କଣାସ ଓ ହିଞ୍ଜିଳି ପରେ ବାଲିଅନ୍ତା ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ସବୁ ଆଡୁ ସମାଲୋଚିତ ହେବା ପରେ ଏବେ ଆକ୍ଟିଭ ମୋଡ୍ରେ ପୋଲିସ । ଶୁକ୍ରବାର ୫ ଗିରଫ । ଶନିବାର ୬ ଗିରଫ । ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁ ହତ୍ୟା ଘଟଣାରେ ଆଉ ୬ ଗିରଫ ।…

ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍,ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ

ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍ । ସେ କହିଛନ୍ତି, ପୋଲିସ ଚାହିଁଥିଲେ ବଞ୍ଚି ଯାଇଥାନ୍ତେ ସୋମ୍ୟରଞ୍ଜନ। ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ । ସାଧା ବେଶରେ ପୋଲିସ ଆସିଥିଲେ ତଥାପି ଲୋକେ ତାଙ୍କୁ ଶୁଣି ନଥିଲେ । ୟୁନିଫର୍ମରେ ଥିବା ଚାରି ଜଣ…

ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ,କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା

ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ  ।  ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ।  ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଆକାଶରେ ଉଜ୍ବଳ ଆଲୋକ ଦେଖିବାକୁ ମିଳିଥିଲା ।  କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।  ଆଲୋକ ଏକ…

ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲା,ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ

ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ମାମଲାରେ ରାସ୍ତାରୋକ କଲେ ସୌମ୍ୟଙ୍କ ସମ୍ପର୍କୀୟ ଓ ପରିବାରଲୋକେ। ୬୦ ନମ୍ବର ରାଜ୍ୟ ରାଜପଥରେ ଆନ୍ଦୋଳନ କରିଛନ୍ତି। ଫୁଲନଖରା-ନିଆଳି ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ସୌମ୍ୟଙ୍କ ମୃତ୍ୟୁ ପ୍ରତିବାଦ କରିଛନ୍ତି ସମ୍ପର୍କୀୟ। ତାଙ୍କ ଚାକିରିରେ…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେଅଭିଯୋଗକାରିଣୀ ଯୁବତୀ, ମୋତେ ଓ ମୋ ସାଙ୍ଗକୁ ୨ ଯୁବକ…

ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତାରେ ଜଣେ ଯୁବକକୁ ପିଟିପିଟି ସର୍ବସମ୍ମୁଖରେ ହତ୍ୟା କରାଯିବା ପରି ଘଟଣା ରାଜ୍ୟରେ ଚହଳ ପକାଇଛି।ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବର୍ବର ହତ୍ୟା ଘଟଣାରେ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ…

ରାଜ୍ୟକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି – ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ଯକୁ ଆସିଲା ୪୮ ହଜାର କୋଟିର ପୁଞ୍ଜି ।  ମୁଖ୍ଯମନ୍ତ୍ରୀଙ୍କ ଗୁଜରାଟ ଗସ୍ତ ବେଳେ ଓଡ଼ିଶାକୁ ୪୮ହଜାର ୩୩୦ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ।  ତିନିଦିନିଆ ଗୁଜରାଟ ଗସ୍ତ ସାରି ଫେରିବା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଏହା ମାଧ୍ୟମରେ ୬୭ହଜାର ୮୩୮…

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବର୍ବର ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ବର୍ବର ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ଘଟଣା ସମୟର ଭିଡିଓରୁ ଚିହ୍ନଟ ପରେ ଅଟକ ରଖିଛି ପୋଲିସ। ଘଟଣାକୁ ନେଇ ବାଲିଅନ୍ତା ଥାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି। ଥାନାରେ ପୋଲିସ-ଜନତା ମୁହାଁମୁହିଁ ସ୍ଥିତି…

ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ,ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ

ହିଞ୍ଜିଳିରେ ବୀଭତ୍ସ ହତ୍ୟାକାଣ୍ଡ ନେଇ ମୋହନଙ୍କୁ ଚିଠି ଲେଖିଲେ ନବୀନ । ପୋଲିସର ନିଷ୍କ୍ରିୟତା ଉପରେ ଉଠାଇଲେ ପ୍ରଶ୍ନ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଖରିଡ଼ା ଗ୍ରାମରେ ଘଟିଥିବା ଗର୍ଭବତୀ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ…