Browsing Category

Odisha

All about all odisha state news updates

କୂଆଖାଇ ପଠାରେ ଏରୋବେଟିକ୍ ଟିମର ଆକାଶ ମାର୍ଗରେ ସାହାସିକ ପ୍ରଦର୍ଶନ

ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ’ । ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଉଛନ୍ତି ବାୟୁବୀର । ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସନା ପକ୍ଷରୁ ହେଉଛି ଏହି ସୂର୍ଯ୍ୟ କିରଣ ଶୋ’ । କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ଚିତାକର୍ଷକ ଶୋ’ ପ୍ରଦର୍ଶନ କରାଯାଉଛି । ଲିଡ୍

ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷଦିନ

ବିଜେପି ପ୍ରାଦେଶିକ ପ୍ରଶିକ୍ଷଣ ଶିବିରର ଆଜି ହେଉଛି ଶେଷଦିନ । ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ରବି ନାୟକ ।

ସୂର୍ଯ୍ୟକିରଣ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ

ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଗୁରୁବାର ପୂର୍ଣ୍ଣ ଅଭ୍ୟାସ କରିଛି। ଶୁକ୍ରବାର (ସେପ୍ଟେମ୍ବର ୧୬)ରେ ସୋ’ ପ୍ରଦର୍ଶିତ

ଶ୍ରୀଲିଙ୍ଗରାଜଙ୍କ ରାଜସ୍ୱକୁ ବିଏମ୍‌ସିର କବଜା

ଠାକୁରଙ୍କ ବିଭିନ୍ନ ସୈରାତକୁ ବିଏମ୍‌ସି କବଜା କରି ନେଇଛି । ସେଥିରୁ ମାହାସୁଲ ଆଦାୟ କରି ବିଏମ୍‌ସି ନିଜ ଭଣ୍ଡାର ଭର୍ତ୍ତି କରୁଛି । ଫଳରେ ଶ୍ରୀଲିଙ୍ଗରାଜ ନୀତିକାନ୍ତି ପରିଚାଳନାରେ ଏବେ ଅର୍ଥ ସଂକଟ ଦେଖାଦେଇଛି । ମନ୍ଦିର ଦପ୍ତର କର୍ମଚାରୀମାନେ ଠିକଣା ଭାବେ ପାରିଶ୍ରମିକ ପାଉନାହାନ୍ତି ।

ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ

ନୂଆ ରୂପରେ ସଜେଇ ହୋଇ ଚମକିଲା ଉତ୍କଳ ମଣ୍ଡପ । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ପରିସରରେ ଥିବା ଏହି ମଣ୍ଡପର ସମସ୍ତ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସରିଛି । ଏଣିକି ଦର୍ଶକମାନେ ଆକର୍ଷଣୀୟ ମଣ୍ଡପରେ ମନୋଜ୍ଞ ପରିବେଶରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ । ଏଥିପାଇଁ ରାଜ୍ୟ ସରକାରଙ୍କ

ଦୀର୍ଘ ଦୁଇ ବର୍ଷ ପରେ ଦର୍ଶନ ଦେବେ ଜଗତଜନନୀ

ଦୀର୍ଘ ଦୁଇ ବର୍ଷ ପରେ ଏଥର ମହା ଆଡମ୍ବରରେ ଦର୍ଶନ ଦେବେ ଜଗତଜନନୀ । ରାଜଧାନୀର ୧୭୮ ପୂଜା ମଣ୍ଡପରେ ଶୋଭା ପାଇବେ ମା ଦୁର୍ଗା । ଏଥିପାଇଁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ଥର ରାତି ୧୨ ଟା ପର୍ଯ୍ୟନ୍ତ ମେଲୋଡିକୁ ଅନୁମତି ମିଳିବ । ସୋମବାର ମେୟର ସୁଲୋଚନା ଦାସଙ୍କ

ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ମିସନ୍‌-୨୦୨୪ ନେଇ ବିଜେପି ରଣନୀତି ପ୍ରସ୍ତୁତ କରିଥିବାବେଳେ କେନ୍ଦ୍ର ମନ୍ତ୍ରୀମାନେ ବିଭିନ୍ନ ସଂସଦୀୟ କ୍ଷେତ୍ରକୁ ଆସି ସଂଗଠନ ସଜାଡ଼ୁଛନ୍ତି। ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛନ୍ତି। ହେଲେ ରାଜ୍ୟ ବିଜେପିର ତୃଣମୂଳ ସ୍ତରର ସଂଗଠନରେ ଫାଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା କେବେ ହେବ?

ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲା ହେବ? ଏହି ପ୍ରଶ୍ନ କୋଟି କୋଟି ଓଡ଼ିଶାବାସୀଙ୍କ ପ୍ରଶ୍ନ । ରାଜ୍ୟରେ ଲଗାଣ ବର୍ଷା ଫଳରେ ଗତ ଚାରି ଦିନ ଧରି ରତ୍ନ ଭଣ୍ଡାର ଭିତରେ ପାଣି ଗଳୁଛି । ପାଣି ଗଳୁଥିବାରୁ ଭିତରେ କାଠ ସିନ୍ଦୁକର ଅବସ୍ଥା କଣ ହୋଇଥିବ? ଏବଂ ତାହାର ପ୍ରତିକାର ପାଇଁ କଣ

ସ୍ୱାଧୀନତା ଇତିହାସର ପ୍ରକୃତ ଘଟଣାକୁ ସମ୍ମାନ ଦେବାର ବେଳ ଆସିଛି

ଆଜକୁ ଶହେବର୍ଷ ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅଞ୍ଚଳରେ ସଂଘଟିତ ହୋଇଥିବା ଐତିହାସିକ ପ୍ରଜା ଅନ୍ଦୋଳନରେ ପ୍ରାଣବଳୀ ଦେଇଥିବା ସହିଦ୍‌ ବାସୁ-ବିଶୁନି ତ୍ୟାଗକୁ ସ୍ମରଣ କରିଥିଲେ କେନ୍ଦ୍ର ଗୃହ, କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ନିଶିଥ୍‌ ପ୍ରାମାଣିକ କହିଛନ୍ତି

ମୁମ୍ବାଇ ଗସ୍ତରେ ଯିବେ ନବୀନ

ମୁମ୍ବାଇଠାରେ ଆସନ୍ତା ୧୪ତାରିଖରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‍’ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ସ୍ଥିର