Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Browsing Category
Odisha
All about all odisha state news updates
ବନ୍ଦ ହେଲା ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ
ରାୟଗଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ବାଟକୁ ବନ୍ଦ କରିଦେଇଛି ପ୍ରଶାସନ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ବାଟ ବନ୍ଦ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା କିନ୍ତୁ ବିରୋଧ କରିବା ଆରମ୍ଭ କରିଛନ୍ତି ।!-->…
ସଭାପତି ପଦ ବଜାୟ ରଖିଲେ ଅସିତ
ଲଗାତାର ଦ୍ବିତୀୟ ଥର ପାଇଁ ଭୁବନେଶ୍ବର କ୍ଲବ୍ ସଭାପତି ପଦ ଅକ୍ତିଆର କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ। ଗତକାଲି ହୋଇଥିବା କ୍ଲବ୍ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଶ୍ରୀ ତ୍ରିପାଠୀ ତାଙ୍କର ନିକଟତମ!-->…
ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ
ଆଜି ଦିନିକିଆ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ରେଳ ଯୋଗେ ସକାଳ ୯ଟାରେ ତାଳଚେର ରୋଡ ପରେ ୯ଟା ୩୦ରେ ଅନୁଗୁଳ ରେଲୱେ ଷ୍ଟେସନରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପରେ ୧୧ଟା ୩୦ ସମୟରେ ବଳରାମ କୋଇଲା ଖଣିର!-->…
ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଗସ୍ତ ସମୟରେ ସେ ବିଜେପିର ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚା ସମେତ ୭ଟି ମୋର୍ଚ୍ଚାର ନେତାମାନଙ୍କୁ ଦେବେ ଗୁରୁମନ୍ତ୍ର । ୨୦୨୪ ନିର୍ବାଚନ ପାଇଁ ମୋର୍ଚ୍ଚାଗୁଡିକର ବିଶେଷ ଭୂମିକା!-->…
ମାଲକାନଗିରି ସୀମା ଉପରେ ଏବେ ଛତିଶଗଡର ନଜର!
ଆନ୍ଧ୍ର ପରେ ଏବେ ଛତିଶଗଡ଼ ଓଡ଼ିଶାରେ ଆଖି ପକାଇଛି । ମାଲକାନଗିରି ସୀମାର ଅଂଚଳ ଉପରେ ନଜର ପକାଇଛି ଛତିଶଗଡ଼ । ସୀମା ଚିହ୍ନଟ ଆଳରେ ୭ଏକର ଜଙ୍ଗଲ କାଟି ସଫା କରିଦେଇଥିବା ଘଟଣାକୁ ନେଇ ଅଭିଯୋଗ କରିବା ପରେ ନିଜ ଭୁଲ ସ୍ୱିକାର କରିଛି ଛତିଶଗଡ । ମାଲକାନଗିରି ମାଥିଲି ବ୍ଲକ ସୀମାନ୍ତ ଅଂଚଳରେ!-->…
୨୭ରୁ ପୁଣି ଆରମ୍ଭ ହେବ ବର୍ଷା, ପୂଜା ହୋଇପାରେ ମାନ୍ଦା
ପୁଣି ଆସୁଛି ବର୍ଷା । ଏଥର ବର୍ଷା ପୂଜାଛୁଟିକୁ ମାନ୍ଦା କରିଦେଇପାରେ । କାରଣ 27ରୁ ପୁଣି ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ । ଉପକୂଳ ଓଡ଼ିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଦିନଦୁଇ ଦିନ ପାଗ ଶୁଖିଲା ପରେ ୨୭ ସେପ୍ଟେମ୍ବରରୁ ରାଜ୍ୟରେ ପୁଣିଥରେ ବର୍ଷା ଆରମ୍ଭ ହୋଇଯିବ ।!-->…
ଦୁର୍ଗାପୂଜାରେ ଡିଜେ ଓ ବ୍ୟାଣ୍ଡ୍ ଉପରେ ଲାଗିଲା କଟକଣା
ଭୁବନେଶ୍ବର: ଏଥର ପୂଜାରେ ଡିଜେ ଉପରେ ଲାଗିଛି କଟକଣା । କରୋନା ପାଇଁ ଦୀର୍ଘ ୨ ବର୍ଷପରେ ସହରରେ ଧୁମ୍ଧାମ୍ରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ତେବେ ଚଳିତ ବର୍ଷ ସବୁ ପୂଜା ମଣ୍ଡପରେ ଡିଜେ ବ୍ୟାଣ୍ଡ୍ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ପୂଜା ମଣ୍ଡପରେ ଓ ଭସାଣି ସମୟରେ!-->…
ଜିଲ୍ଲା ପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପୁରୀ ଜିଲ୍ଲା ପରିଷଦ ସଭ୍ୟଙ୍କ ସନ୍ଦେହଜନକ ମୃତ୍ୟୁ । ପୁରୀ ଜିଲ୍ଲା ଗୋପ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ସ୍ଥିତ ଘର ବାଲକୋନିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ପୋଲିସ!-->…
ସମବାୟ ନୀତିରେ ଆସିବ ସଂସ୍କାର
ନୂଆ ଦିଲ୍ଲୀ: ଦେଶରେ ସମବାୟ ନୀତିରେ ଆସିବ ସଂସ୍କାର । ନୂଆ ଜାତୀୟ ସମବାୟ ନୀତି ପ୍ରସ୍ତୁତ ହେବା ପୂର୍ବରୁ ଡ୍ରାଫ୍ଟ୍ ପ୍ରସ୍ତୁତ ହେବ । ଏହାକୁ ପ୍ରସ୍ତୁତ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଅଧ୍ୟକ୍ଷତାରେ କମିଟି ଗଢ଼ାଯାଇଛି । କମିଟି ୩ ମାସ ମଧ୍ୟରେ ଚୂଡାନ୍ତ!-->…
୩୪ ଏକରରୁ ଅଧିକ ଜାଗାରେ ହୋଇପାରିବନି ବାଲିଯାତ୍ରା
ଏନ୍ଜିଟି ବାଲିଯାତ୍ରା ପାଇଁ ଅଧିକ ସ୍ଥାନ ଦେବାକୁ ରାଜି ହୋଇନାହାନ୍ତି । ୩୪ ଏକର ଜାଗା ଭିତରେ ବାଲିଯାତ୍ରା ସୀମିତ ରଖିବାକୁ ଧାର୍ଯ୍ୟ କରିଛନ୍ତି। ଏନେଇ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ!-->…